ଯାତାୟାତରେ ଭରା ନାଳ ସାଜିଛି କଣ୍ଟା
ଆର.ଉଦୟଗିରି,୨୯ା୧୦(ଡି.ଏନ.ଏ.): ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ। ହେଲେ ସରକାରଙ୍କ ପ୍ରକୃତ ବିକାଶ ଲୋକଙ୍କ ପାଖରେ ପହଞ୍ଚି ପାରୁନି। କାଗଜ କଲମରେ ସୀମିତ ରହିଛି ବିକାଶ। ଭଲ ରାସ୍ତା ଓ ନାଳ…
ବିଜେଡି ନେତାଙ୍କୁ ଉପେକ୍ଷା ନେଇ ଅସନ୍ତୋଷ
ଆର.ଉଦୟଗିରି,୨୮ା୧୦(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଏକ ଦୁର୍ଗମ ଅଞ୍ଚଳ। ଏହି ନିର୍ବାଚନମଣ୍ଡଳୀ ଚାରୋଟି ବ୍ଲକ ମୋହନା, ଆର. ଉଦୟଗିରି, ନୂଆଗଡ଼ ଓ ରାୟଗଡକୁ ନେଇ ଗଠିତ। ଗଜପତି ଜିଲାରେ ଦୁଇଟି ନିର୍ବାଚନମଣ୍ଡଳୀ ରହିଛି ମୋହନା ଏବଂ ପାରଳାଖେମୁଣ୍ଡି। ପାରଳାଖେମୁଣ୍ଡି ନିର୍ବାଚନ…
ବିପଦସଂକୁଳ ଘରେ ରହୁଛନ୍ତି ରେମ୍ପୀ ଗ୍ରାମବାସୀ
ରାୟଗଡ଼(ଗଜପତି),୨୪ା୧୦:ଗଜପତି ଜିଲା ରାୟଗଡ଼ ବ୍ଲକ ସାନତୁଣ୍ଡି ପଞ୍ଚାୟତର ରେମ୍ପୀ ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ପକ୍ଷରୁ ୧୯୯୮ରେ ଗ୍ରାମବାସୀଙ୍କ ଶ୍ରମଦାନରେ ପ୍ରାୟ ୩୦ଟି ପକ୍କାଘର ତିଆରି ହୋଇଥିଲା। ଉକ୍ତ ଗ୍ରାମରେ ୩୦ ପରିବାରର ପ୍ରାୟ ୨୦୮ ଜନସଂଖ୍ୟା ଥିବାବେଳେ ରହିବା…
ସ୍ତ୍ରୀଙ୍କୁ ହାଣି ହତ୍ୟା, ସ୍ବାମୀ ଫେରାର
ପାରଳାଖେମୁଣ୍ଡି,୨୩ା୧୦(ଡି.ଏନ୍.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅଧୀନ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ରବିବାର ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ କଟୁରି ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଗୁଡି ଦଳବେହେରା।…
ଦୁର୍ଘଟଣାରେ ଚାଲିଗଲା ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଜୀବନ: କ୍ଷତିପୂରଣ ଦାବିରେ ଆନ୍ଦୋଳନ
ପାରଳାଖେମୁଣ୍ଡିି,୨୩।୧୦(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ହଟାଇବା ପରେ ଅନିଶ୍ଚିତତା ମଧ୍ୟରେ ରହିଥିବା ଠିକା ସ୍ବାସ୍ଥ୍ୟ କର୍ମଚାରୀମାନେ ଗତ ଶନିବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପାରଳାଖେମୁଣ୍ଡି ଆସିଥିଲେ। ଆଲୋଚନା ସରିବା ପରେ ବିରିକୋଟ ଡାକ୍ତରଖାନାର ଷ୍ଟାଫନର୍ସ…
ବିଜୁ ସେତୁ ଯୋଜନା ଲୋକଙ୍କ ପାଇଁ ପ୍ରହସନ: ବିଦ୍ୟୁତ୍ ତାରରେ ନଦୀ ପାର ହେଉଛନ୍ତି ମୋହନା ବ୍ଲକବାସୀ
ଆର.ଉଦୟଗିରି,୨୦ା୧୦(ଡି.ଏନ.ଏ.):ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ଯେପରି ଲୋକଙ୍କ ପାଇଁ ପ୍ରହସନ ପାଲଟିଛି। ନଦୀ ଉପରେ ସେତୁ ନିର୍ମାଣ କରାଯାଉ ନ ଥିବାରୁ ଗମନାଗମନ ପାଇଁ ବିଦ୍ୟୁତ୍ ତାର…
ପେଟ ବ୍ୟଥାରୁ ମୁକ୍ତି ପାଇଁ ଚେଙ୍କ
ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.): ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ସଚେତନତା ଅଭାବରୁ ଏବେ ବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ୱାସ ଲାଗିରହିଛି। କୌଣସି ରୋଗ ହେଲେ ଲୋକେ ଝଡାଫୁଙ୍କାରେ ବିଶ୍ୱାସ ରଖି ତାନ୍ତ୍ରିକଙ୍କ ପାଖକୁ ଯାଉଛନ୍ତି। ପେଟରେ ଚେଙ୍କ ଦେଇ ଆରୋଗ୍ୟ ଲାଭ…
ବାତ୍ୟା ଆଶ୍ରୟ ସ୍ଥଳୀରେ ବିତୁଛି ୨୪ ପରିବାରଙ୍କ ଜୀବନ
ପାରଳାଖେମୁଣ୍ଡି,୧୮ା୧୦(ଡି.ଏନ୍.ଏ.): ତିତ୍ଲି ମହାବାତ୍ୟାକୁ ଚାରିବର୍ଷ ବିତିଛି। ହେଲେ ଆଜିବି ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ୨୪ ପରିବାର ବାସହରା ହୋଇ ସ୍କୁଲ ଘରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳିରେ ଆଶ୍ରୟ ନେଇ ରହିଛନ୍ତି । ପୌରପାଳିକା ଓ ଜିଲା ପ୍ରଶାସନ ପ୍ରତିଶ୍ରୁତି ପରେ…
ଚାଷଜମି, ଭିଟାମାଟି ଛାଡ଼ିବାକୁ ୩ ଗ୍ରାମବାସୀ ନାରାଜ
ଆର.ଉଦୟଗିରି,୧୮ା୧୦(ଡି.ଏନ.ଏ.): ୨୦୧୮ରେ ହୋଇଥିବା ତିତ୍ଲି ବାତ୍ୟାରେ ଆର.ଉଦୟଗିରି ବ୍ଲକ ଅନଗାଁ ପଞ୍ଚାୟତର କିମ୍ବସିଂ, ବଡିହର ଓ ଦଳେଇସାହି ଗାଁର କ୍ଷତିଗ୍ରସ୍ତ ହୋଇଥିଲା। ୩ ଖଣ୍ଡ ଗାଁରେ ପ୍ରାୟ ୫୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ତିତ୍ଲି ବାତ୍ୟାରେ ଗାଁଗୁଡିକ ସମ୍ପୂର୍ଣ୍ଣ…
ରେଳ ଫାଟକ କଡ଼ରେ ପଡିଛି ମହିଳାଙ୍କ ମୃତଦେହ
ପାରଳାଖେମୁଣ୍ଡି,୧୬ା୧୦(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହର ଜଙ୍ଗମସାହି ରେଳ ଫାଟକ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ତାଙ୍କ ପରିଚୟ ମିଳିପାରି ନାହିଁ। ବ୍ରହ୍ମପୁର ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ମୃତଦେହ ଘଟଣାସ୍ଥଳରେ ପଡି ରହିଥିବା ଜଣାପଡିଛି। ମହିଳା…
ପାରଳା ସହରର ରାସ୍ତା ବିପର୍ଯ୍ୟସ୍ତ, ନୀରବ ପ୍ରଶାସନ
ପାରଳାଖେମୁଣ୍ଡି,୧୫ା୧୦(ଡି.ଏନ୍.ଏ.): ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ଲୋକେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଣୀପେଣ୍ଠରୁ ସହରରେ ପ୍ରବେଶ କଲା ମାତ୍ରେ ଖାଲଖମା ସ୍ବାଗତ କରୁଥିବା ବେଳେ ସହରର ମଧ୍ୟରେ…
ପ୍ରତିଶ୍ରୁତି ରଖିବାକୁ ଚେଷ୍ଟା କରୁଛନ୍ତି ସରକାର
ପାରଳାଖେମୁଣ୍ଡି,୧୨।୧୦(ଡି.ଏନ୍.ଏ.): ତିତ୍ଲି ମହାବାତ୍ୟାର ସେହି କାଳରାତ୍ରିକୁ ବିତିଛି ଚାରି ବର୍ଷ। ଏବେ ବି ଶିହରଣ ହୋଇଉଠେ ପ୍ରକୋପର କରାଳ ରୂପକୁ ସ୍ମରଣ କଲେ। ଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଥିବା ପଥର ଗୁମ୍ଫା ସହ ପାହାଡ଼ ଧସି ଅକାଳରେ ଯାଇଥିଲା ୧୬ ଜୀବନ।…
Archives


