ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ
ପାରଳାଖେମୁଣ୍ଡି,୨୩ା୨(ଡି.ଏନ୍.ଏ): ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ପ୍ରେମିକ ଜଣକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଗଜପତି ଜିଲା କେ.ଝାଲରସିଂ ଅଞ୍ଚଳର। ମିଳିଥିବା ସୂଚନା ମୁତାବକ, ନୂଆଗଡ଼ ଅଞ୍ଚଳର ଜନୈକ ଯୁବତୀଙ୍କ ସହିତ କେ.ଝାଲରସିଂ ଅଞ୍ଚଳର ଯୁବକଙ୍କ ସହ…
ବଞ୍ଚି ଥାଉ ଥାଉ ନିଜ ପାଇଁ ସମାଧି ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ
ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ବଞ୍ଚି ବଞ୍ଚି ଥାଉ ଥାଉ ନିଜ ପାଇଁ ଏବଂ ନିଜ ସ୍ତ୍ରୀ ପାଇଁ ସମାଧି ତିଆରି କରି ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ଭୂୟାଁ। ଏଭଳି ଘଟଣା ଗଜପତି ଜିଲା ନୂଆଗଡ ବ୍ଲକ ସୌରି ଗାଁରେ ଦେଖିବାକୁ ମିଳିଛି। ଲକ୍ଷ୍ମଣ ଭୂୟାଁଙ୍କ…
୭ ଦଫା ଦାବରେ ନବ ନିର୍ମାଣ କୃଷକ ସଂଘର ଆନ୍ଦୋଳନ
ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନବ ନିର୍ମାଣ କୃଷକ ସଂଘ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛି। ୭ ଦଫାର ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ଜିଲାରେ କପା ମଣ୍ଡି ଖୋଲାଯିବା ସହ ମିଲେଟ ମିଶନରେ ହୋଉଥିବା ଦୁର୍ନୀତିର ତଦନ୍ତ…
ଦିଅରଙ୍କ ପଥର ମାଡରେ ଚାଲିଗଲା ଭାଉଜଙ୍କ ଜୀବନ
ଗଜପତି,୨୨।୨(ଡି.ଏନ.ଏ.): ଗଜପତି ଜିଲା ଆର. ଉଦୟଗିରି ଥାନା ବଙ୍ଗଳା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭାଉଜଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦିଅର। ମୃତକ ହେଲେ ବଙ୍ଗଳା ସାହିର ମାମାଲି ପାଇକ। ସୁଚନା ଅନୁଯାୟୀ, ବଙ୍ଗଳା ସାହିରେ ରହୁଥିବା ସୁଶାନ୍ତ…
ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ପାରଳାଖେମୁଣ୍ଡି:୨୧।୨(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଟି.ପ୍ରଭାକର ରାଓ। ତାଙ୍କର ଘର…
ଚଳନ୍ତା ବସ୍ ଉପରୁ ପଡ଼ି ଯୁବକ ଗୁରୁତର
ପାରଳାଖେମୁଣ୍ଡି,୨୦।୧(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ପଦ୍ମପୁର ଗ୍ରାମରେ ବସ୍ ଛାତ ଉପରୁ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି l ସେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ଲୁୟୁବ ଗ୍ରାମର ଅନିଆଲ ରଇତ(୨୨)। ଅନିଆଲ ପାରଳାଖେମୁଣ୍ଡିରୁ ଗୁମ୍ମାକୁ ଏକ ବସ…
ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍.ଏ.): ଜବାହର ନବୋଦୟ ବିଦ୍ୟାଳୟରେ ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଛାତ୍ରୀ ଜଣକ କାଶୀନଗର ବ୍ଲକ ଅଲଡ଼ା ଗ୍ରାମର ସୌଦାମିନୀ ରଇତ। ବେକରେ ଚଦର ଲଗାଇ…
ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର
ଗଜପତି,୧୮ା୨(ଡି.ଏନ୍.ଏ.): ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ। ମୃତକମାନେ ହେଲେ ଗଣେଶ ନାୟକ (୧୮) ଏବଂ ଅମ୍ବିକା ନାୟକ…
‘କୃଷି ଯନ୍ତ୍ରପାତି ମେଳା କୃଷି ପ୍ରତି କୃଷକଙ୍କୁ ଆକୃଷ୍ଟ କରିବ’
ପାରଳାଖେମୁଣ୍ଡି,୧୩ା୨(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଷ୍ଟାଡିୟମରେ ୩ ଦିନ ଧରି ଚାଲିଥିବା ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍ଯାପିତ ହୋଇଛି। ଉଦ୍ଯାପନୀରେ ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ଆବଶ୍ୟକତା ଓ କୃଷକଙ୍କୁ…
ପୁଟୁରୁପଡ଼ା ଉଚ୍ଚ ବିଦ୍ୟାଳୟରେ ଜଳାଭାବ
ନୂଆଗଡ,୧୩ା୨:ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ପ୍ରାୟ ମାସାଧିକ ସମୟ ହେଲାଣି ପାଣିର ଉତ୍କଟ ଅଭାବ ଦେଖାଦେଇଛି। ପାଣିର ଅଭାବ ସମସ୍ୟା ରହିଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ…
ବିଭିନ୍ନ ଯୋଜନାର ସମୀକ୍ଷା କଲେ ଷ୍ଟାଣ୍ଡିଂ କମିଟି
ପାରଳାଖେମୁଣ୍ଡି, ୧୧ା୨(ଡି.ଏନ୍.ଏ): ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ସବ କମିଟି ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଖାଦ୍ୟ ଯୋଗାଣ, ସମବାୟ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା…
କେରାଣ୍ଡି ଗାଁକୁ ପକ୍କା ରାସ୍ତା ନାହିଁ
ପାରଳାଖେମୁଣ୍ଡି,୧୦ା୨(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠ ତଥା ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମକୁ ପକ୍କା ରାସ୍ତା ନାହିଁ। ରାମସାଗର ଛକ ଦେଇ ଉକ୍ତ ଗ୍ରାମକୁ ଯାଇଥିବା ପକ୍କା ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଅନ୍ୟପକ୍ଷରେ ପାରଳା ସହର ବୃନ୍ଦାବନ ପ୍ୟାଲେସ ନିକଟ…
Archives


