ଗଜପତି

ଜିଏସଟି ଠକେଇ ମାମଲା: ସିମେଣ୍ଟ ଏଜେନ୍ସିରେ ଚଢ଼ାଉ

ପାରଳାଖେମୁଣ୍ଡି,୨୫।୪(ଡି.ଏନ.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡ ସ୍ଥିତ ସୁମିତ୍ରା ଅଲ୍ଟ୍ରାଟେକ ସିମେଣ୍ଟ ଏଜେନ୍ସିରେ ବ୍ରହ୍ମପୁର ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୭ ଜଣିଆ ଟିମ୍‌ ସାମିଲ୍‌ ଥିବା ଜଣାପଡିଛି। ଏଜେନ୍ସିର ମୁଖ୍ୟ ଆଉଟଲେଟ,…

ଘାଟିରୁ ଅଟୋ ଓଲଟି ୩ ମୃତ, ୧୦ ଆହତ

ପାରଳାଖେମୁଣ୍ଡି/ଆର.ଉଦୟଗିରି,୨୨।୪(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ଼ ଅଞ୍ଚଳର କାଣ୍ଡାମା ଘାଟିରୁ ଶୁକ୍ରବାର ଏକ ଅଟୋ ଓଲଟି ଜଣେ ମହିଳା, ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ଓ…

ଓଡ଼ିଶା ପାଣି ଲୁଟିବାକୁ ଆଉ ପାଦେ ଆଗେଇଲା ଆନ୍ଧ୍ର

ପାରଳାଖେମୁଣ୍ଡି, ୨୦।୪ (ଡି.ଏନ୍‌.ଏ): ଗଜପତି ଜିଲାର ଦୁଇ ନଦୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ଉପରେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ବିବାଦକୁ ଆସିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ ରାଜ୍ୟ।…

ଜନବସତିକୁ ଲାଗି କୁଢ଼ କୁଢ଼ ଆବର୍ଜନା

କାଶୀନଗର,୧୯।୪: ଗଜପତି ଜିଲାର ଏକମାତ୍ର ଏନ୍‌ଏସି କାଶୀନଗର। ଏହାକୁ ସବୁଜ ସୁନ୍ଦର କରି ଗଢି ତୋଳିବାର ଆବଶ୍ୟକତା ଥିବା ବେଳେ ସେଥିପ୍ରତି ଏନ୍‌ଏସି ପକ୍ଷରୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି। ୧୧, ୧୨, ୧୩ ୱାର୍ଡର ଜନବସତି ନିକଟସ୍ଥ ଲେବଲ କ୍ରସିଂ…

ବିଦ୍ୟା, ଡିଏଫ୍‌ଓ, ରୋଷେୟାଙ୍କ ବିରୋଧରେ ମାମଲା ଚାଲିବ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭରତୀ ପଣ୍ଡା, ତତ୍‌କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଆପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ପୁଣି ବିଚାର ହେବ। ଆଇପିସି…

ଅବ୍ୟବସ୍ଥାରେ ଚାଲିଛି ଜିଲା ମୁଖ୍ୟ ଚିକିତ୍ସାଳୟ

ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ପାରଳାଖେମୁଣ୍ଡି,୧୮।୪(ଡି.ଏନ୍‌.ଏ.) ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଦୁରବସ୍ଥାରେ ଚାଲିଛି । ଡାକ୍ତର ଅଭାବ ଆଗରୁ ଚାଲିଆସିଛି ହେଲେ ଏବେ ଆନେସ୍ତେସିଆ ଡାକ୍ତର ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ସାମାନ୍ୟ ଚିକିତ୍ସା ପାଇଁ ରୋଗୀ…

ମୌଳିକ ସୁବିଧାରୁ ବଞ୍ଚିତ ଶବର ନଗରବାସୀ

ପାରଳାଖେମୁଣ୍ଡି, ୧୭ା୪ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡ଼ା ପଞ୍ଚାୟତ ଅନ୍ତର୍ଗତ ଶବର ନଗର ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ ନଥିବା ଦେଖିବାକୁ ମିଳିଛି। ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ରାସ୍ତାଘାଟର ଚିହ୍ନବର୍ଣ୍ଣ ନାହିଁ । ଗ୍ରାମବାସୀ ଜମିହୁଡା…

୪ ଶହ କିଲୋ ଗଞ୍ଜେଇ ଜବତ: ଡ୍ରାଇଭର ଫେରାର

କାଶୀନଗର:୧୬।୪(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନାଗର ଅଙ୍କରଡା ଗାଁ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟେ ଗାଡ଼ି ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କାଶୀନଗର ପୋଲିସ ସା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଖଣ୍ଡବା ଠାରୁ ଅଙ୍କରଡ଼ା ଯିବା…

ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି

ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍‌.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ପଲ୍ଲାବନ୍ଧା ଗ୍ରାମରେ। ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ ୯…

ଖାଲଖମା ଭର୍ତ୍ତି କରୁଛନ୍ତି ଲୋକେ, ପ୍ରଶାସନ ନୀରବ

ପାରଳାଖେମୁଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାସ୍ତାଘାଟ ଅବସ୍ଥା କଦର୍ଯ୍ୟ ହୋଇପଡିଥିବା ବେଳେ ଖାଲଖମା ସୃଷ୍ଟି ହେଉଛି। ହେଲେ ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ନିଘୋଡ ନିଦ୍ରାରେ ରହିଥିବାରୁ ଲୋକେ ଏହି ଖାଲଖମା ଗୁଡିକରେ ନିଜସ୍ବ ଉଦ୍ଦ୍ୟମରେ ମାଟି,…

ଅବ୍ୟବସ୍ଥାରେ କେରେଡାଙ୍ଗ ଉଚ୍ଚ ବିଦ୍ୟାଳୟ

ନୂଆଗଡ଼,୧୦ା୪: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ମାନର ପାଠପଢା ସହିତ ଅନ୍ୟାନ୍ୟ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟ କରୁଛନ୍ତି। ଏଥିସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରି ସରକାରୀ ବିଦ୍ୟାଳୟଗୁଡିକ ରୂପାନ୍ତରଣ କାର୍ଯ୍ୟ…

ପୁନରୁଦ୍ଧାର ହୋଇପାରୁନି ପରିତ୍ୟକ୍ତ ଦୁଇ ପୋଖରୀ

ପାରଳାଖେମୁଣ୍ଡି,୬।୪(ଡି.ଏନ୍‌.ଏ.): ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରନ୍ତି କିନ୍ତୁ ବାସ୍ତବରେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। କେବଳ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହୁଅନ୍ତି। ପାରଳାଖେମୁଣ୍ଡି ସହରର ମଝିରେ ରହିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri