ଗଜପତି

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ ରେ। ସୂଚନା ପ୍ରକାରେ ଢେପାନାଯୁ ଗାଁର ରବୀନ୍ଦ୍ର କମାର (୨୪) ଶୁକ୍ରବାର ସକାଳ…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜନଗଣନା କାର୍ଯ୍ୟ କରାଯାଇ ଘର ନମ୍ବର ଲେଖାଯାଇଥିଲା। ତାହାକୁ ଆନ୍ଧ୍ରପ୍ରଦେଶର…

ପାରଳାଖେମୁଣ୍ଡିରେ ବଢୁଛି ପାଇପ ମିଟର ଚୋରି ଘଟଣା: ସିସିଟିଭିରେ କଏଦ ହେଲା ଚୋରୀ ସମୟର ଦୃଶ୍ୟ, ଚିନ୍ତାରେ…

ପାରଳାଖେମୁଣ୍ଡି, ୯।୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏବେ ପାଇପ ମିଟର ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ଲଗାଯାଇଥିବା ପାନୀୟ ଜଳ ମିଟରଗୁଡ଼ିକୁ ଦୁର୍ବୃତ୍ତମାନେ କାଟି ନେଇ…

ଘାଇରେ ଭାସୁଛି ମୃତଦେହ: ଚନ୍ଦ୍ରଗିରିରେ ଚାଞ୍ଚଲ୍ୟ

ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଗାଁରେ। ନିକଟରେ ଥିବା ଘାଇକୁ ଶଗଡ଼ା ଗାଁର ଗ୍ରାମର କିଛି ବ୍ୟକ୍ତି ଶୌଚ…

ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼, ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଗଜପତି,୯ା୫(ଗିରିଧାରୀ ପରିଚ୍ଛା): ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼ ଆସିଛି। ଓଡ଼ିଶା ଜନଗଣନା ଅଧିକାରୀଙ୍କୁ ବିରୋଧ କରୁଛନ୍ତି ଆନ୍ଧ୍ର ସପକ୍ଷବାଦୀ ଲୋକ। ଗାଁରେ ରହୁଥିବା ଆନ୍ଧ୍ର ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ତହସିଲଦାର ,…

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନଆକ୍ରୋଶ ସମାବେଶ: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି…

ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ, ସମ୍ପାଦକ ସସ୍ମିତା ମିଶ୍ର,…

ଓଡ଼ିଶା ସର୍ଭେ ନମ୍ବର ଉପରେ ଚୂନ ବୋଳି ନିଜ ସର୍ଭେ ନଂ. ଲେଖିଲା ଆନ୍ଧ୍ର: ଜବରଦସ୍ତ ଅନୁପ୍ରବେଶ

ପାରଳାଖେମୁଣ୍ଡି,୮ା୫(ଗିରିଧାରୀ ପରିଚ୍ଛା):ଗଜପତି ଜିଲା ଆନ୍ଧ୍ର ସୀମାନ୍ତରେ ପୁଣି ଥରେ ଆନ୍ଧ୍ର ପ୍ରଦେଶ ଜବରଦସ୍ତ ଅନୁପ୍ରବେଶ କରିଛି। ଏବେ ଚାଲିଥିବା ଜନଗଣନା କାର୍ଯ୍ୟରେ ଆନ୍ଧ୍ର ହସ୍ତକ୍ଷେପ କରିଛି। ସୀମାନ୍ତ ୨ଟି ଗ୍ରାମରେ ଓଡ଼ିଶା ପକ୍ଷରୁ ହୋଇଥିବା ଜନଗଣନାକୁ ଆନ୍ଧ୍ର ନିଜ ଅଞ୍ଚଳ କହି…

ବିଷାକ୍ତ ଖାଦ୍ୟ ଖାଇ ୨୧ ଛେଳି ମୃତ: ସରକାରଙ୍କୁ କ୍ଷତିପୂରଣ ଦାବି କଲେ ଗୋପୀନାଥ

ମୋହନା,୫।୫( ମନ୍ମଥ ମିଶ୍ର ): ବିଷାକ୍ତ ଖାଦ୍ୟ ଖାଇ ୨୧ ଛେଳି ମୃତ, ୫ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମୁଡୁମୁଡ଼ିଆ ଗାଁରେ। ସୋମବାର ଗାଁର ଗୋପୀନାଥ ଗୌଡ଼ ନାମକ ଜଣେ…

ଭାଜପାର ପ୍ରଚଣ୍ଡ ବିଜୟ: କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ, ପରସ୍ପରକୁ ମିଠା ଖୁଆଇ…

ମୋହନା, ୫।୫( ମନ୍ମଥ ମିଶ୍ର ): ପଶ୍ଚିମବଙ୍ଗ ଓ ଆସାମରେ ଭାଜପା ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ସୋମବାର ଅପରାହ୍ନରେ ମୋହନା ଭାଜପାକର୍ମୀମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପାର ଚାଣକ୍ୟ କୁହାଯାଉଥିବା ତଥା…

କନ୍ୟାର ବୟସ ହୋଇନଥିବା ଶୁଣି ବେଦିରୁ ଉଠିଗଲେ ପୁରୋହିତ, ରୋକିଲେ ବାଲ୍ୟବିବାହ

ପାରଳାଖେମୁଣ୍ଡି,୫।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକରେ ନିକଟରେ ଏକ ବାଲ୍ୟବିବାହକୁ ଜିଲା ପ୍ରଶାସନ ରୋକିଥିବା ବେଳେ ସୋମବାର ଆଉ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିଛି। ତେବେ ଏହାକୁ ରୋକିବାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଆସିଥିବା ପୁରୋହିତଙ୍କ ଭୂମିକା…

ବାହାଘର ଭୋଜି ଖାଇ ଫେରୁଥିଲେ:  ରାସ୍ତାରେ ହେଲା ଭୟଙ୍କର ଦୁର୍ଘଟଣା

ମୋହନା,୪।୫(ମନ୍ମଥ ମିଶ୍ର): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରିସ୍ଥିତ କୃଷି ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମୁହାମୁହିଁ ଧକ୍କାହୋଇ ଘଟଣାସ୍ଥଳରେ ଜଣେ ମୃତ, ଛଅ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା…

ମାଟ୍ରିକ ପରୀକ୍ଷାଫଳ: ଚଳିତ ଶିକ୍ଷା ବର୍ଷରେ ବି ଗଜପତି ଜିଲା ରାଜ୍ୟରେ ପ୍ରଥମ, ୯୯.୩୧ ପ୍ରତିଶତ ସହ…

ପାରଳାଖେମୁଣ୍ଡି,୨।୫ (ଗିରିଧାରୀ ପରିଚ୍ଛା): ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି । ସମଗ୍ର ରାଜ୍ୟରେ ମାଟ୍ରିକ ଫଳାଫଳ ହାର ୯୫.୩୩ ପ୍ରତିଶତ ରହିଥିବା ବେଳେ ଗଜପତି ଜିଲା ୯୯.୩୧ ପ୍ରତିଶତ ରଖି ଚଳିତ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?