ଢେଙ୍କାନାଳ

ପୌର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଶୁକ୍ରବାର କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଓ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସ୍ବାୟତ୍ତ ଶାସନ ସନ୍ଧ୍ୟା ଉତ୍ସବକୁ ବାତିଲ କରାଯିବା ଓ ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ…

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆ ବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜଣେ ଯୁବକଙ୍କଠାରୁ ଅବକାରୀ ବିଭାଗ ଚଢ଼ାଉ କରି ୪୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ…

ରାମିଆଳ କେନାଲରେ ଘାଇ

କାମାକ୍ଷାନଗର,୨।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସସାପଶି ଗ୍ରାମ କୁଶବେରଣା ଦେଇଯାଇଥିବା ରାମିଆଳ ବାମ ପାର୍ଶ୍ୱ ମୁଖ୍ୟ କେନାଲରେ ଗୁରୁବାର ସକାଳେ ୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ନିକଟବର୍ତ୍ତୀ ଜମି ଜଳମଗ୍ନ ହୋଇଯାଇଛି। ବିନା ବର୍ଷାରେ ଏଭଳି ଘାଇ…

ଶେଷ ହେଉନି ଶୀତଳଯୁଦ୍ଧ

ଢେଙ୍କାନାଳ ଅଫିସ,୨।୯: ଢେଙ୍କାନାଳ ପୌରସଂସ୍ଥାରେ ଭାଜପା-ବିଜେଡି ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ସମୟକ୍ରମେ ଆହୁରି ତୀବ୍ର ହେଉଛି। ଦୁଇ ଗୋଷ୍ଠୀ ଆକ୍ଷେପ-ପ୍ରତି ଆକ୍ଷେପରେ ମାତିଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟ ଏକରକମର ଠପ୍‌ ହୋଇଯାଇଛି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।…

ବିବାଦ ପାଇଁ ବଳିପଡ଼ିଲା

ଢେଙ୍କାନାଳ ଅଫିସ,୨।୯: ପୌର ନିର୍ବାଚନକୁ ବିତିଛି ୬ମାସ। ପୌରାଧ୍ୟକ୍ଷା-ଉପାଧ୍ୟକ୍ଷ, ବିଜେଡି-ଭାଜପା କାଉନ୍‌ସିଲରଙ୍କ କାଦୁଅ ଫିଙ୍ଗା ରାଜନୀତି ମଧ୍ୟରେ ବିତିଛି ଏହି ମୂଲ୍ୟବାନ ସମୟ। ଏହି ବିବାଦରେ ବଳିପଡ଼ିଛି କୁଞ୍ଜକାନ୍ତ ପୋଖରୀ ପାର୍ଶ୍ୱ ପାର୍କ ଏବଂ ଓପନ୍‌ ଜିମ୍‌। ସ୍ବାୟତ୍ତ ଶାସନ ଦିବସରେ…

ଜେଲ୍‌ ଗଲେ ଲାଞ୍ଚୁଆ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୧ା୮: ଲାଞ୍ଚ ମାମଲାରେ ବୁଧବାର ଜେଲ୍‌ ଯାଇଛନ୍ତି ଢେଙ୍କାନାଳ ସଦର ଥାନାଧିକାରୀରୁ ଡିଏସ୍‌ପି ପଦୋନ୍ନତି ପାଇଥିବା ଅଭିନବ ଡାଳୁଆ। କୋଇଲା ପରିବହନକାରୀଙ୍କଠାରୁ ୨ଟି ଟ୍ରକ୍‌ ପାଇଁ ମଙ୍ଗଳବାର ସଦର ଥାନାରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ କଟକ ଭିଜିଲାନ୍ସ…

ବିଦ୍ୟାଦାତାଙ୍କ ପାଇଁ ବ୍ୟଗ୍ର

ଢେଙ୍କାନାଳ ଅଫିସ,୩୧।୮: ମଣ୍ଡପରେ ବିରାଜିବେ ବିଦ୍ୟାଦାତା। ଅନ୍ତ ହେବ ୨ବର୍ଷର ପ୍ରତୀକ୍ଷା। ଶିକ୍ଷାନୁଷ୍ଠାନରେ ବିଘ୍ନହର୍ତ୍ତାଙ୍କ ଆବାହନ ପାଇଁ ବ୍ୟଗ୍ର ଛାତ୍ରୀଛାତ୍ର। ଚଳଚଞ୍ଚଳ ପୂଜା ପ୍ରତିଷ୍ଠାନ। ପ୍ରାଚୀନ ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ସବୁଠି ସୃଷ୍ଟି ହୋଇଛି…

ଭିଜିଲାନ୍ସ ଜାଲରେ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୦।୮: ଢେଙ୍କାନାଳ ସଦର ଥାନା ଇନସ୍ପେକ୍ଟରରୁ ଡିଏସ୍‌ପିକୁ ପଦୋନ୍ନତି ହୋଇଥିବା ଅଭିନବ ଡାଳୁଆ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ନେତୃତ୍ୱରେ ୧୧ ଜଣିଆ ଦଳ ସଦର…

ନବାନ୍ନରେ ଉତ୍ସବମୁଖର ଯୋରନ୍ଦା

ଢେଙ୍କାନାଳ ଅଫିସ, ୩୦।୮: ଦୀର୍ଘ ୨ବର୍ଷ ପରେ ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମାଗାଦିରେ ଅନୁଷ୍ଠିତ ହୋଇଛି ସାମୂହିକ ନବାନ୍ନ କାର୍ଯ୍ୟକ୍ରମ। ମାଘମେଳା ପରେ ଏହି ଦ୍ୱିତୀୟ ପ୍ରସଦ୍ଧ ଗଣପର୍ବକୁ ନେଇ ମହିମା ଧର୍ମାବଲମ୍ବୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଥିବାବେଳେ…

ଜାତୀୟ କ୍ରୀଡ଼ା ଦିବସରେ ଖେଳାଳି ସମ୍ବର୍ଦ୍ଧିତ: ଅଭ୍ୟାସ ପାଇଁ ନିର୍ମାଣ ହେବ ପଡ଼ିଆ

ଢେଙ୍କାନାଳ ଅଫିସ୍‌,୨୯ା୮: ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ସାଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଜିଲା ହକି ସଂଘର ସହଯୋଗରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସୋମବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ଓ କ୍ରୀଡ଼ାବିତମାନେ ହକି କିମଦନ୍ତୀ…

ବାଇକ୍‌, ଆକ୍ଟିଭା ଉପରେ ପଡ଼ିଲା ଆମ୍ଭଗଛ

ଢେଙ୍କାନାଳ ଅଫିସ,୨୯।୮: ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ବହୁ ପୁରୁଣା ଆମ୍ବଗଛର ଗୋଟିଏ ବଡ଼ ଡାଳ ସୋମବାର ଅପରାହ୍ନରେ ଭାଙ୍ଗି ପଡ଼ିଥିଲା । ଫଳରେ ଗଛ ଡାଳ ପଡ଼ି ୨ଟି ବାଇକ୍‌ ସହ ଏକ ଆକ୍ଟିଭା…

ଅନ୍ତୁଡ଼ିଶାଳରେ ଅଣଦେଖା

ଢେଙ୍କାନାଳ ଅଫିସ, ୨୯।୮: ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରୟାସରେ ଅଲିମ୍ପିକ୍‌ରେ ଦୀର୍ଘବର୍ଷ ପରେ ଭାରତୀୟ ପୁରୁଷ ଦଳ ପଦକ ଜିତିବା ହକିର ସ୍ବର୍ଣ୍ଣିମ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଏହି ପୁରାତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri