ପୌର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଶୁକ୍ରବାର କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଓ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସ୍ବାୟତ୍ତ ଶାସନ ସନ୍ଧ୍ୟା ଉତ୍ସବକୁ ବାତିଲ କରାଯିବା ଓ ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ ହ୍ବାଟ୍ସଆପ୍‌ରେ ଅଯୋଗ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ବୋଲି ମେସେଜ ଦେବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨କରୋନା ଯୋଦ୍ଧା ପଜିଟିଭ: ଟ୍ରାଫିକ ଫାଣ୍ଡି ସିଲ୍‌

ପୁରୀ ଅଫିସ,୨୭ା୬: କରୋନା ଯୋଦ୍ଧାଙ୍କୁ କରୋନା। ପୁରୀ ଜିଲାର ୨ ଜଣ କରୋନା ଯୋଦ୍ଧାଙ୍କଠାରେ ପଜିଟିଭ ଚିହ୍ନଟ ହୋଇଛି। ଜଣେ ଟ୍ରାଫିକ କନଷ୍ଟେବଳ ଏବଂ ଅନ୍ୟଜଣେ...

ରଥ ଲାଗି କନାମଣ୍ଡଣି ଆରମ୍ଭ

ପୁରୀ ଅଫିସ,୧୮।୬: ରଥକୁ ସୁସଜ୍ଜିତ ପାଇଁ କନାମଣ୍ଡଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ପାରମ୍ପରିକ ଦର୍ଜୀ ସେବକଙ୍କ ତତ୍ତ୍ୱାବଧାନରେ ସିଲେଇ କାର୍ଯ୍ୟ ଆରମ୍ଭ...

ସିଡିଏମ୍‌ଓଙ୍କ ବଦଳି

କେନ୍ଦୁଝର,୨୨ା୯(ସ୍ବ.ପ୍ର.): କେନ୍ଦୁଝର ସିଡିଏମ୍‌ଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ଗୁରୁବାର ବଦଳି ହୋଇଛି। ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କର ବଦଳି ହୋଇଛି। ବରିଷ୍ଠ ଶିଶୁ...

ଗାଁବାସୀକୁ ଘାରୁଛେ ଫ୍ଲୋରାଇଡ ପାଏନ୍‌ ଚିନ୍‌ତା

ଗୋଲାମୁଣ୍ଡା, ୧୨।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଗଣ୍ଡାମେର ଗାଁବାସୀକୁ ଫ୍ଲୋରାଇଡ ପାଏନ୍‌ର ଚିନ୍‌ତା ଘାରୁଛେ। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି...

ରେଙ୍ଗାଲି ଗ୍ରାମରେ ବନ ବିଭାଗର ଚଢାଉ : ଟ୍ରାକ୍ଟର ସହ ବିପୁଳ ପରିମାଣର କାଠ ଜବତ

ଲୋଇସିଂହା, ୨।୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ଅନ୍ତର୍ଗତ ଆଗଲପୁର ବ୍ଲକ ରେଙ୍ଗାଲି ଗ୍ରାମରେ ବନ ବିଭାଗ ଚଢାଉ କରି ବିପୁଳ ପରିମାଣର କାଠ,...

ନକଲି ପୂଜା ସାମଗ୍ରୀ ତିଆରି କାରଖାନା ଠାବ: ବିପୁଳ ପରିମାଣର ଜିନିଷ ଜବତ, ମାଲିକ ଗିରଫ

କଟକ ଅଫିସ,୧୩ା୯: ମାଲଗୋଦାମ ଥାନା ଅଧୀନ ରାଣୀହାଟ କେନାଲରୋଡ ଚମଡା ଗୋଦାମ ଗଳିରେ ଥିବା ନକଲି ପୂଜା ସାମଗ୍ରୀ ତିଆରି କାରଖାନାକୁ ଶନିବାର ପୋଲିସ ଠାବ...

ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ଆରମ୍ଭ

ବହଳଦା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି । ରାଜାରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ନିଆରା ଓ ସ୍ବତନ୍ତ୍ର...

ଆଜିଠୁ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ,ଖେଳିବେ ୩୦୦ରୁ ଅଧିକ ଖେଳାଳି

କଟକ ଅଫିସ, ୨୫।୧: ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଖେଳାଯିବ । ଏହି ପ୍ରତିଯୋଗିତାରେ ୧୮ଟି ଦେଶର...

Advertisement
Archives

Model This Week