ଢେଙ୍କାନାଳ

ପଦାରେ ପଡ଼ିଲା ପ୍ରିୟାପ୍ରୀତି

ଢେଙ୍କାନାଳ ଅଫିସ, ୧୧।୩: ରାଜ୍ୟରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ବର୍ଗଙ୍କୁ ନିଃଶୁଳ୍କରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ରାଜ୍ୟ ସରକାର। ‘ପ୍ରତିଟି ଜୀବନ ମୂଲ୍ୟବାନ’ ଉକ୍ତିକୁ ସାକାର କରିବା ଲାଗି ୨୦୧୮ ଅଗଷ୍ଟ ୧୫ରୁ…

ସରିଲା ପ୍ରଥମଦିନର ପରୀକ୍ଷା: କେହି ବି କପି କରି ପଡ଼ିନାହାନ୍ତି ଧରା

ଢେଙ୍କାନାଳ ଅଫିସ,୧୦ା୩: ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୧୬ ହଜାର ୧୧୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୮୧ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ପ୍ରଶ୍ନ ଓ ଉତ୍ତର ପତ୍ରକୁ କଡ଼ା ସୁରକ୍ଷା ମଧ୍ୟରେ ୧୦ଟି…

ବିଜୁ ସ୍ବାସ୍ଥ୍ୟକାର୍ଡରେ ଅନିୟମିତତା: ହସ୍ପିଟାଲରେ ଚଢ଼ାଉ

ଢେଙ୍କାନାଳ ଅଫିସ,୧୦ା୩: ଢେଙ୍କାନାଳ ସହରର କିଛି ଘରୋଇ ହସ୍ପିଟାଲରେ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଚଢ଼ାଉ ହୋଇଛି। ବିଜୁ ସ୍ବାସ୍ଥ୍ୟକାର୍ଡ ଅନିୟମିତତା ନେଇ ଏହି ଚଢ଼ାଉ କରାଯାଇଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ କିଛି ବେସରକାରୀ ହସ୍ପିଟାଲ ଅନିୟମିତତା…

ସିସିଟିଭି ସର୍ଭେଲାନ୍ସରେ ୮୧ କେନ୍ଦ୍ର

ଢେଙ୍କାନାଳ ଅଫିସ,୧୦।୩: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହେଉଛି ସମ୍ମେଟିଭ୍‌ ଆସେସମେଣ୍ଟ (ଏସ୍‌ଏ-୨)। ଢେଙ୍କାନାଳ ଜିଲାର ୯୬ କେନ୍ଦ୍ରରେ ମୋଟ ୧୬,୧୧୫ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ୧୦ ଜଣ ମଧ୍ୟମା ଏବଂ ୧୬୦…

ପାଣିଓହଳା ପାହାଡ଼ ପାଦଦେଶରେ ନିଆଁ

ଢେଙ୍କାନାଳ ଅଫିସ,୭ା୩: ଢେଙ୍କାନାଳ ସହରସ୍ଥିତ ରାଜବାଟି ପଛ ପାଖରେ ଥିବା ପାଣିଓହଳା ପାହାଡ଼ ପାଦଦେଶ ଜଙ୍ଗଲରେ ସୋମବାର ଅପରାହ୍ନ ୫ଟାରେ ନିଆଁ ଲାଗି ଜଙ୍ଗଲ ଭିତରକୁ ବ୍ୟାପି ଯାଇଥିଲା। ନିଆଁ ଧାସରେ ଜଙ୍ଗଲ ନିକଟରେ ଥିବା ଜନବସତି ଅଞ୍ଚଳରେ ଧୂଆଁ ଓ…

ଆଦିବାସୀ ପଡ଼ାରୁ ଆକାଶକୁ ଉଡ଼ାଣ

ଢେଙ୍କାନାଳ ଅଫିସ, ୭।୩(ରତନ ନାୟାର): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ବୀରାଶାଳ ଏୟାରଷ୍ଟ୍ରିପ୍‌କୁ ମିଳିଛି ନୂଆ ପରିଚୟ। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ ଭାବେ ଏହାର ନାମକରଣ କରାଯାଇଛି। ଏହାକୁ ବିଶ୍ୱସ୍ତରୀୟ ପାଇଲଟ୍‌ ଟ୍ରେନିଂ ସେଣ୍ଟରରେ ପରିଣତ କରାଯିବା ପାଇଁ ରାଜ୍ୟ…

ପ୍ରବେଶିକା ପରୀକ୍ଷାରୁ ଛାତ୍ରୀ ବଞ୍ଚିତ

ଭୁବନ, ୬।୩(ଡି.ଏନ.ଏ.):ଶିକ୍ଷା ବିଭାଗର ତ୍ରୁଟି କାରଣରୁ ଜଣେ ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଢେଙ୍କାନାଳ ଜିଲା କାଙ୍କଡ଼ପାଳ ସିମିଳିଆ ଗ୍ରାମ ସରସ୍ବତୀ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ରୀ ତଥା ପ୍ରଦୀପ କୁମାର ସାହୁଙ୍କ ଝିଅ ଶୁଭଶ୍ରୀଙ୍କ…

ପର୍ଯ୍ୟଟନରେ ପୂର୍ଣ୍ଣଚ୍ଛେଦ

ଢେଙ୍କାନାଳ ଅଫିସ, ୫।୩: ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ନନ୍ଦିନିଆ’ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ୍‌ ପଡ଼ିଛି। ବିବିଧ ବନ୍ୟଜୀବନରେ ଭରପୂର ଏହି ଜଙ୍ଗଲରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଲରେ ‘ନନ୍ଦିନିଆ’ରେ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମହିଳାଙ୍କଠାରୁ କିରାସିନି ବୋତଲ, ଡିଆସିଲି, ଏକ ବିଷ ବୋତଲ ଜବତ କରିଛି। ଏପରିକି ପୋଲିସ…

କାମାକ୍ଷାନଗରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ୍‌.ଏ.)୩।୩: ଢେଙ୍କାନାଳ ଜିଲା କାମାକ୍ଷାନଗର ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି ଗୁରୁବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଉଦ୍‌ଘାଟନ କରି କହିଲେ,…

ସୁରକ୍ଷା ମିଳିଲେ ସମୃଦ୍ଧ ହେବେ

ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍‌ହା, କୁଟୁରା, ଗୟଳ, କଲରାପତରିଆ, ଅହିରାଜ, ଅଜଗର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ପାଇଁ ଜିଲାର ପ୍ରାକୃତିକ ପରିବେଶ…

ଛାଡ଼ପତ୍ର ଦେଲେନି ବୋଲି…ବୋହୂଙ୍କ ଗୋଡ଼ ଭାଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୨।୩: କୁହାଯାଏ ବିବାହ ଏକ ପବିତ୍ର ବନ୍ଧନ। ଦାମ୍ପତ୍ୟ ଜୀବନ ଆରମ୍ଭ ହେଲେ ଅଜାଡ଼ି ହୋଇପଡ଼େ ଗୁରୁଜନଙ୍କ ଆଶୀର୍ବାଦ। ନବଦମ୍ପତିଙ୍କ ସୁଖମୟ ଜୀବନ କାମନା କରନ୍ତି ସଭିଏଁ। ହେଲେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କେରଜୋଳି ପଞ୍ଚାୟତର ସରବେରେଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?