ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ
ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପ୍ରକାଶ ଯେ, ଗ୍ରାମର ଦୁଇ ପରିବାର କୁମ୍ଭ ବେହେରା ଓ…
ହୀନସ୍ତା କରୁଛନ୍ତି ହାତୀପଲ
ରାସୋଳ: ଜଙ୍ଗଲରେ ଖାଦ୍ୟ ଅଭାବ। ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ ଅପୂରା ରହୁଛି ପେଟ। ଖାଦ୍ୟ ଆଶାରେ ସେମାନେ ଏବେ ଜନବସତି ମୁହଁା ହେଉଛନ୍ତି। ଅଧରାତିରେ ଗଁାରେ ପଶୁଛନ୍ତି। ଝାଟିମାଟି ଘର ଭାଙ୍ଗି ଆତଙ୍କ ସୃଷ୍ଟି କରୁଛନ୍ତି। ଗରିବ ଲୋକେ ସାଇତିଥିବା…
ଗଛ ବିନା ଶ୍ରୀହୀନ ରାଜପଥ
ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍ଏଚ୍) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା, ବାଣିଜ୍ୟ ବ୍ୟବସାୟ ଲାଗି ମାର୍ଗ ପ୍ରଶସ୍ତ କରିବାକୁ ସରକାର ଏନ୍ଏଚ୍ ନିର୍ମାଣ ତଥା ସମ୍ପ୍ରସାରଣ…
ମଉଳିଲା ରଜମଉଜ
କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ ପାଳନ କରିବା ସମ୍ଭବପର ହେଉନାହିଁ। ଗଣପର୍ବ ହୋଲି ପରେ ଏବେ କୃଷିଭିତ୍ତିକ ପର୍ବ ରଜ…
ବିନା ମଉଜରେ ରଜ
ସାତମାଇଲ, ୧୪।୬: ସ୍ଥିତି ଠିକ୍ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର। ବନ୍ଧୁବାନ୍ଧବଙ୍କ ଗହଳିଚହଳିରେ ଫାଟି ପଡୁଥାଆନ୍ତା ଘରଦ୍ୱାରା। ହେଲେ ଭୂତାଣୁ ପାଇଁ ଗତବର୍ଷ ଭଳି ଏଥର…
ରାଜସ୍ବ ଆଦାୟରେ ରେକର୍ଡ
କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ ବ୍ୟାପକ ଖଣିଜ ଚୋରା ଚାଲାଣ ହେଉଥିବା ବେଳେ ଅସମ୍ପୂର୍ଣ୍ଣ ରହିଯାଉଥିଲା ରାଜସ୍ବ ଆଦାୟ ଲକ୍ଷ୍ୟ।…
ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ
ପରଜଙ୍ଗ, ୧୩।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା ପ୍ରେମିକାଙ୍କ ଗର୍ଭପାତ ହୋଇଛି। ଗତ ୩ତାରିଖରେ ଏଭଳି ଅମାନବୀୟ ଘଟଣା ଘଟିଛି। ତେବେ ମାମଲା…
ବଢୁଛି ବଜ୍ରପାତ ବିପତ୍ତ
ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ ନେଲାଣି। କାଳବୈଶାଖୀ, ଝଡ଼ବର୍ଷା ସମୟରେ ଆବଶ୍ୟକ ସଚେତନ ଅଭାବ ଯୋଗୁ ଏଭଳି ମୃତ୍ୟୁସଂଖ୍ୟା ବଢ଼ିବାରେ…
ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ
ହିନ୍ଦୋଳ,୧୧ା୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ ନାନା ଆଲୋଚନା ହେଉଛି। ଖବରରୁ ପ୍ରକାଶ ଯେ, ଖଣ୍ଡତିରି ଗ୍ରାମର ଜନୈକା ମହିଳା କୁକୁଟା…
ବ୍ରତ ଚିନ୍ତାରେ ସାବିତ୍ରୀ
ଭୁବନ, ୧୦।୬(ଡି.ଏନ.ଏ.) ଭୋର୍ ସମୟରୁ ମନ୍ଦିର ହେବ ପୋଲିସ ଛାଉଣି। କାହାରିକୁ ପୀଠ ଭିତରକୁ ପ୍ରବେଶ କରିବାକୁ ମିଳିବନି ଅନୁମତି। ମନ୍ଦିର ପରିଚାଳନା କମିଟି କଟକଣା ଭାଙ୍ଗି ପୂଜା କରିବାକୁ ଅନୁମତି ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଶାସନର ଏଭଳି କଡ଼ା…
ଜେଆଇପିଟିଏଲ୍ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ
କଣିହାଁ,୭ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍ (ଜେଆଇଟିପିଏଲ୍) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଚାଲିଛି। ସୂଚନାରୁ ଜଣାଯାଏ, ଗତ ୩୦ ତାରିଖ…
ଦିନ ଗଡୁଛି, ଚିନ୍ତା ବଢୁଛି
ଭୁବନ,୬।୬(ଡି.ଏନ୍.ଏ.) ଗହଳି ଚହଳିରେ ଫାଟି ପଡୁଥିବା ବସ୍ଷ୍ଟାଣ୍ଡରେ ଅସମ୍ଭବ ନୀରବତାର ରାଜୁତି। ଛିଡ଼ା ହୋଇଛି ବସ୍। ହେଲେ ନା ଅଛନ୍ତି କର୍ମଚାରୀ, ନା ଯାତ୍ରୀଙ୍କୁ ଅପେକ୍ଷା କରିବାର ଆବଶ୍ୟକତା ଅଛି। ରାଜ୍ୟର ଅଧିକାଂଶ ବସ୍ଷ୍ଟାଣ୍ଡରେ ଏବେ ଏଭଳି ଦୃଶ୍ୟ ଅତି ସାଧାରଣ। କାରଣ…
Archives


