ଢେଙ୍କାନାଳ

ବଳଦ ବିନା ବଳଦଯାତ୍ରା

ଭୁବନ, ୭।୧୦:  ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି। କରୋନା କଟକଣା ପାଇଁ ଦୁଇବର୍ଷ ହେଲା ପଶୁ-ମଣିଷ ସମ୍ପର୍କର ମୂକସାକ୍ଷୀ ଭୁବନର ଐତିହାସିକ...

କନ୍ଧରା, ନନ୍ଦିନିଆ ହେବ ବାଘ କରିଡର

ଢେଙ୍କାନାଳ ଅଫିସ,୫ା୧୦ ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡ ବାଘ କରିଡର ଢେଙ୍କାନାଳ ଜିଲାକୁ ସମ୍ପ୍ରସାରିତ ହେବ। ଢେଙ୍କାନାଳ ଜିଲା ବନଖଣ୍ଡ ଅଧୀନରେ ଥିବା ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ଓ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଏହି କରିଡରରେ ଅନ୍ତର୍ଭୁକ୍ତ କରିବା ପାଇଁ...

ଅଢ଼େଇ ବର୍ଷ ପରେ ଅନ୍ଧାର

ଢେଙ୍କାନାଳ ଅଫିସ, ୪।୧୦: ସାଢ଼େ ୪ କୋଟି ଟଙ୍କାର ଛାତ୍ରାବାସ। ଉଦ୍‌ଘାଟନକୁ ବିତିଲାଣି ଅଢ଼େଇ ବର୍ଷ। ଅଥଚ କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାରଣ ହଷ୍ଟେଲରେ ନାହିଁ ଫର୍ନିଚର କି ବିଦ୍ୟୁତ୍‌ ସଂଯୋଗ। ଅନ୍ଧକାରମୟ କୋଠାରେ ରହିବା ଅନ୍ତେବାସୀଙ୍କ ପକ୍ଷେ ସମ୍ଭବ ନ...

ପଞ୍ଚାୟତ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର କୋଭିଡ୍‌ ସାମଗ୍ରୀ ଚୋରି

ପରଜଙ୍ଗ,୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ପଞ୍ଚାୟତ କାର୍ଯ୍ୟାଳୟରୁ ବିପୁଳ ପରିମାଣର କୋଭିଡ ସାମଗ୍ରୀ ଚୋରି ହୋଇଛି। ଏନେଇ ଥାନାରେ ଏତଲା ମଧ୍ୟ ହୋଇଛି। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ...

୧୨ ଫୁଟର ଅଜଗର ଉଦ୍ଧାର

ପରଜଙ୍ଗ,୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଧାର ହୋଇଛି। ତେବେ ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଶନିବାର ରାତିରେ ସାପଟି ବ୍ଲକ...

ୟୁରିଆ ଅଭାବ ଉଜାଡ଼ିବ ଚାଷ

ଗଁଦିଆ, ୩।୧୦: ଚଳିତ ବର୍ଷ ଖରିଫ ଧାନ ଉପରେ ଘନେଇବାରେ ଲାଗିଛି ବିପଦ। ପ୍ରଥମେ ସ୍ବଳ୍ପବୃଷ୍ଟି, ଏହାପରେ ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଏବେ ଧାନ ଗଛ ବଢ଼ିବା ବେଳକୁ ଦେଖାଦେଇଛି ୟୁରିଆର ଉତ୍କଟ ଅଭାବ। ଠିକ୍‌ ସମୟରେ ସାର ପ୍ରୟୋଗ...

ମହାତ୍ମାଙ୍କ ସ୍ମୃତି ସାଉଁଟୁଛି ମେରାମଣ୍ଡଳୀ

ଢେଙ୍କାନାଳ ଅଫିସ, ୨।୧୦ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ରେଳଷ୍ଟେଶନକୁ ପୂରିଲାଣି ୯୮ ବର୍ଷ। ୧୯୨୩ରେ ପ୍ରତିଷ୍ଠିତ ଏହି ରେଳଷ୍ଟେଶନ ପାଇଁ ୧୯୩୪ ଥିଲା ଐତିହାସିକ ବର୍ଷ। କାରଣ ସେହି ବର୍ଷ ମେ’ରେ ପଞ୍ଚମ ଥର ଓଡ଼ିଶା ପଦାର୍ପଣ...

ବ୍ରାହ୍ମଣୀରେ ବୁଡ଼ିବ ‘କଙ୍କା’

ଗଁଦିଆ, ୧ା୧୦ ଜନବସତିକୁ ଗିଳିବାକୁ ଜିଭ ବଢ଼ାଇଛି ବ୍ରାହ୍ମଣୀ। ବର୍ଷକୁ ବର୍ଷ କୂଳ ଖାଇ ମାଡ଼ି ଆସୁଛି ଆଗକୁ। ଅନ୍ୟପଟେ ନଦୀରୁ ବାହାରିଥିବା ଶାଖା ନାଳ ତିନି ପଟୁ ଘେରାବନ୍ଦୀ କରି ରଖିଛି ସମ୍ପୂର୍ଣ୍ଣ ଗ୍ରାମକୁ। ଫଳରେ ଶିଳ୍ପସମୃଦ୍ଧ ଢେଙ୍କାନାଳ...

ହାତୀଙ୍କ ଚରାଭୂଇଁ ହଳଦିଆବାହାଳ

ଢେଙ୍କାନାଳ ଅଫିସ, ୩୦।୯:  ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକର ହଳଦିଆବାହାଳ ପାଲଟିଛି ହାତୀଙ୍କ ଚରାଭୂଇଁ। ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥକୁ ଦୈନିକ ଦୁଇଥର ହାତୀ ପାର୍‌ ହେଉଛନ୍ତି। ହାତୀଙ୍କ ସମାଗମ ଦେଖିବାକୁ ପଥଚାରୀ ଭିଡ଼ ଲଗାଉଥିବାବେଳେ...

ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ଲାଗି କ୍ରୀଡ଼ା ଉପକରଣଠାରୁ ଆରମ୍ଭ କରି ବ୍ୟବସ୍ଥିତ କରାଯିବ ଖେଳପଡ଼ିଆ।...

ଗୁଳିମାଡ଼ରେ ସମିତିସଭ୍ୟଙ୍କ ଜୀବନ ଗଲା: ୬ ଅଟକ

କାମାକ୍ଷାନଗର,୨୫ା୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତର ସମିତିସଭ୍ୟ ଦୀପକ ମାହୁନ୍ତ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।...

ଜୁଇ ନିଆଁରେ ପୋଡ଼ିଗଲେ

ପରଜଙ୍ଗ,୧୪।୯(ଡି.ଏନ୍‌.ଏ.): ଅନ୍ତମ ସତ୍କାର ବେଳେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଘଟଣ। ଜୁଇ ନିଆଁରେ ପୋଡି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାଳିଆ ବେହେରା ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri