ମହାନଦୀରେ ଅଘଟଣ, ମାଛ ମାରିବା ବେଳେ ବୁଡ଼ିଲା ଡଙ୍ଗା
ନରାଜ,୬।୧୧(ଡି.ଏନ୍.ଏ.): ମୁଣ୍ଡଳୀ ବ୍ୟାରେଜ୍ ମଧ୍ୟଭାଗର ମହାନଦୀରେ ବୁଧବାର ପୂର୍ବାହ୍ନ ୧୧ଟାରେ ମତ୍ସଜୀବୀମାନେ ମାଛ ମାରୁଥିବା ସମୟରେ ଅସାବଧାନତାବଶତଃ ଏକ ଡଙ୍ଗା ବୁଡ଼ିଯାଇଥିଲା। ଏହାଦେଖି ପାଖରେ ଥିବା ଅନ୍ୟ ମତ୍ସଜୀବୀମାନେ ସେଠାରେ ପହଞ୍ଚି ଦୁଇଟି ଡଙ୍ଗା ସାହାଯ୍ୟରେ ବୁଡ଼ି ଯାଉଥିବା ଡଙ୍ଗା ଓ…
୨୦ ହଜାର ଲାଞ୍ଚ: ସହକାରୀ ନିର୍ଦ୍ଦେଶକ ଗିରଫ: ଘରୁ ବାହାରିଲା ୧୮ ଲକ୍ଷ ୩୦ ହଜାର ଟଙ୍କା
କଟକ ଅଫିସ, ୬।୧୧:ଓଡ଼ିଶା ଟେକ୍ସଟ୍ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେନାପତି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏହି ଲାଞ୍ଚ କଟକର…
ଭୋର ୫ଟାରେ ଏସସିବି ମେଡିକାଲରେ ଅଚାନକ ପହଞ୍ଚିଲେ ଭି.କେ ପାଣ୍ଡିଆନ
କଟକ ଅଫିସ୍,୬।୧୧:କଟକ ଏସସିବି ମେଡିକାଲରେ ଭୋର ୫ଟାରେ ପହଞ୍ଚିଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଅଚାନକ ବଡ଼ ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ସହ ଭିତ୍ତିଭୂମି ଯାଞ୍ଚ କରିଛନ୍ତି ସଚିବ। ପାଣ୍ଡିଆନଙ୍କ ସହିତ ସ୍ବାସ୍ଥ୍ୟ…
୩ ଜାତିକୁ ସମ୍ବିଧାନର ୨୪ ଧାରାରେ ସାମିଲ ମାମଲା:୪ ସପ୍ତାହ ଭିତରେ ପଦକ୍ଷେପ ନିଅ
କଟକ ଅଫିସ, ୬ା୧୧:ଭାରତୀୟ ସମ୍ବିଧାନର ଧାରା ୨୪ର ଅନୁସୂଚିତ ଜାତି ତାଲିକାରେ ଗିର୍ଗିରିଆ, ଗିର୍ଗିରା, ଗିଙ୍ଗିରା ଜାତି ସାମିଲ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ବିଚାରପତି କେ.ଏସ୍. ଝାବେରି ଏବଂ ବିଚାରପତି କେ.ଆର୍. ମହାପାତ୍ରଙ୍କ ଖଣ୍ଡପୀଠ ଏହି…
ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲା:ହାଇକୋର୍ଟଙ୍କ ମୁଖ୍ୟ ଖଣ୍ଡପୀଠକୁ ଗଲା ମାମଲା
କଟକ ଅଫିସ, ୬ା୧୧:ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଅନିଚ୍ଛା ପ୍ରକାଶ କରିଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ବିଚାରପତି ଶୁଣାଣି ପାଇଁ ମନା କରିବାରୁ ଏହାକୁ ମୁଖ୍ୟ…
ଏସ୍ସିବି ମେଡିକାଲ: ଦାୟିତ୍ୱ ନେଲେ ନୂଆ ଅଧୀକ୍ଷକ
କଟକ ଅଫିସ, ୬ା୧୧:ଏସ୍ସିବି ମେଡିକାଲର ନୂଆ ଅଧୀକ୍ଷକ ଭାବେ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଫେସର ମହାନ୍ତି ଡିଏମ୍ଇଟିର ନିର୍ଦ୍ଦେଶକ…
ବେଣ୍ଟକାରପଡ଼ା ଛକ ନିକଟରେ ଆକ୍ଟିଭା-କାର୍ ଧକ୍କା: ଜଣେ ମୃତ, ଚାଳକ ଗିରଫ
ନରାଜ,୫।୧୧(ଡି.ଏନ୍.ଏ.)- କଟକ-ବାଙ୍କୀ ମୁଖ୍ୟରାସ୍ତାର ବେଣ୍ଟକାରପଡ଼ା ଛକ ନିକଟରେ ମଙ୍ଗଳବାର ଏକ କାର୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ଚାଳକଙ୍କୁ ଗିରଫ କରିଛି। ସେ ହେଲେ ଢେଙ୍କାନାଳ ଜିଲାର ଘାଗରାମୁଣ୍ଡା ଗ୍ରାମର ରଞ୍ଜନ ସେଠୀ। ମୃତକ ହେଲେ ବାରଙ୍ଗ ଥାନା ଅନ୍ତର୍ଗତ…
ଏସ୍ସିବି ମେଡିକାଲ: ୫୦୦ରୁ ୨୫୦ ପ୍ରକାର ଔଷଧ ମିଳୁଛି
କଟକ ଅଫିସ, ୩।୧୧: ନିରାମୟ ଯୋଜନାରେ ସରକାର ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏବେ ଏସ୍ସିବି ମେଡିକାଲରେ ୨୦୦ରୁ ୨୫୦ ପ୍ରକାରର ଔଷଧ ମହଜୁଦ ରହୁଛି। ଜୀବନରକ୍ଷାକାରୀ ଏଆର୍ଭି ଇଞ୍ଜେକଶନ (କୁକୁର କାମୁଡ଼ା), ଏଏସ୍ଭି…
ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର: ଅଭିଯୁକ୍ତ ଗିରଫ
କଣ୍ଟାପଡା,୨।୧୧(ଡି.ଏନ୍.ଏ.): ଓଲଟପୁର ଥାନା ଅଞ୍ଚଳର ଏକ କଲେଜରେ ପାଠ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହା ସହ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରାଯାଇ ପରିବାର…
ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ
ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ରଙ୍କ ଶନିବାର ସକାଳେ ପରଲୋକ ଘଟିଥିଲା। ଏହି ଖବର ପ୍ରଚାରିତ ହେବା…
ସର୍କୁଲାର ଜାରି କଲେ ପରିବହନ କମିଶନର: ଯେକୌଣସି ଆର୍ଟିଓରେ ଡିଏଲ୍ ଆବେଦନ କରିହେବ
କଟକ ଅଫିସ, ଭୁବନେଶ୍ୱର,୨ା୧୧ (ବ୍ୟୁରୋ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଶୁକ୍ରବାର ଏ…
ଶରୀରଦାନ ସତ୍ୟପାଠ କ୍ଷେତ୍ରରେ ନୂଆ ରେକର୍ଡ
କଟକ ଅଫିସ, ୨ା୧୧: ଏସ୍ସିବି ମେଡିକାଲ କଲେଜଠାରେ ଶରୀର ତତ୍ତ୍ବ ବିଭାଗକୁ ଶୁକ୍ରବାର ଭାରତ ଶରୀର ଓ ଅଙ୍ଗଦାନ ସମିତି(ବଡି) ପକ୍ଷରୁ ୭୫୦ଟି ଶରୀର ଦାନ ଶପଥ ପତ୍ର ପ୍ରଦାନ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଏକ ରେକର୍ଡ ବୋଲି ସମିତି…

