ଖ୍ରୀଷ୍ଟ କଲେଜ ପରିସରରେ କ୍ରିସ୍ମାସ କ୍ୟାରୋଲ ଉତ୍ସବ
କଟକ ଅଫିସ,୮।୧୨: କଟକସ୍ଥିତ ଖ୍ରୀଷ୍ଟ କଲେଜ ପରିସରରେ କ୍ରିସ୍ମାସ କ୍ୟାରୋଲ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି କଟକ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚର ସଭାପତି ଲାଲମୋହନ ରାଉଳ କହିଥିଲେ, କଟକ ଭାଇଚାରା ସଂସ୍କୃତିରେ କ୍ୟାରେଲ ଉତ୍ସବ ଶାନ୍ତି ଓ…
ରେଭେନ୍ଶା ବିଶ୍ୱବିଦ୍ୟାଳୟ: ଦୂର ହେଉନି ଅଧ୍ୟାପକ ସଙ୍କଟ, ୨୬୭ ପଦବୀରେ ଅଛନ୍ତି ୯୫
କଟକ ଅଫିସ,୮।୧୨: ରାଜ୍ୟର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ଦୂରହେବା ନଁା ଧରୁନି ଅଧ୍ୟାପକ ସଙ୍କଟ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ। ଶୁକ୍ରବାର ଚଳିତବର୍ଷର ଶେଷ କାର୍ଯ୍ୟନିର୍ବାହୀ ବୈଠକ(ଇସି) ବିଶ୍ୱବିଦ୍ୟାଳୟ କୁଳପତିଙ୍କ…
ରବିବାର ହେଲେ ଖୋଜା ପଡ଼େ ‘ରୟାଲ କ୍ଲବ’
ସାମାଜିକ କାର୍ଯ୍ୟକଳାପ ସହ ଯୋଡ଼ି ହେଉଛନ୍ତି ଯୁବପିଢ଼ି। ଅଧିକରୁ ଅଧିକ ସଂଖ୍ୟାରେ ଯୁବଗୋଷ୍ଠୀ ଏବେ ନିଜକୁ ସମାଜସେବାରେ ସାମିଲ କରୁଥିବା ଦେଖିବାକୁ ମିଳିଲାଣି। ଫଳରେ ଦିନକୁ ଦିନ କ୍ଲବ ସଂଖ୍ୟା ବଢୁଛି। କେତେଜଣ ଯୁବକ ଏକତ୍ରିତ ହୋଇ ତିଆରି କରୁଛନ୍ତି କ୍ଲବ।…
ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ: ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ସୂଚନା
କଟକ ଅଫିସ,୭।୧୨: କଟକ ଜିଲା ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ପ୍ରାୟ ୧୦ଲକ୍ଷ ଟଙ୍କାର…
ଖେଳୁଥିବା ବେଳେ ଧକ୍କା ଦେଇ ଚଢ଼ିଗଲା ଟ୍ରକ୍, ଶିଶୁପୁତ୍ର ଗୁରୁତର
କଟକ ରୋଡ୍,୭।୧୨(ଡି.ଏନ୍.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧନଗର ପିଡବ୍ଲୁ କଲୋନୀ ବସ୍ତିରେ ଟ୍ରକ୍ ଧକ୍କାରେ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ସେ ହେଲେ କେ.ଶ୍ରୀନିବାସ ରେଡ୍ଡିଙ୍କ ପୁଅ ସାଇ ରେଡ୍ଡି(୫)। ଅପରାହ୍ନ ପ୍ରାୟ ୨ଟାରେ ବୁଦ୍ଧନଗର କଦଳୀଗୋଦାମକୁ ଆସିଥିବା ଏକ ରାଜ୍ୟ…
ବାରବାଟୀ ଦିନିକିଆ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗୃହ ରାଷ୍ଟ୍ର ମନ୍ତ୍ରୀ
କଟକ ଅଫିସ,୭।୧୨: ବାରବାଟୀରେ ଆସନ୍ତା ୨୨ ତାରିଖରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଅନୁଷ୍ଠିତ ହେବ। ମ୍ୟାଚ୍ର ସଫଳ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ ଶନିବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର…
ସତ୍ୟ ଜାଣିବାର ଶକ୍ତି ରାଧାନାଥଙ୍କର ଥିଲା: ତଥାଗତ
କଟକ ଅଫିସ, ୭।୧୨: କେଉଁଟା ସତ କେଉଁଟା ମିଛ ତାହା ଜାଣିବାର ଶକ୍ତି ରାଧାନାଥ ରଥଙ୍କ ପାଖରେ ଥିଲା। ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ। ସମାଜର ଚିନ୍ତାଧାରା ରାଧାନାଥଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ଏ…
ବ୍ଲକ୍ଗ୍ରାଣ୍ଟ କର୍ମଚାରୀଙ୍କୁ ମିଳିବ ପେନ୍ସନ ସୁବିଧା: ସରକାରଙ୍କୁ ହାଇକୋର୍ଟଙ୍କ ଆଦେଶ
କଟକ ଅଫିସ, ୭।୧୨: ବ୍ଲକ୍ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଅବସର ପରେ ପେନ୍ସନ ସୁବିଧା ଯୋଗାଇଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲା ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଲାଇବ୍ରେରିଆନ୍ ମାର୍କଣ୍ଡ ବେହେରାଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାର ଶୁଣାଣି କରି…
ଇଷ୍ଟକୋଷ୍ଟର ଟିଟିଆଇ ପାର୍ବତୀ
କଟକ ଅଫିସ,୬।୧୨:ଟ୍ରେନ୍ ଟିକେଟ୍ ଇନ୍ସପେକ୍ଟର(ଟିଟିଆଇ) ଡ୍ୟୁଟି ଅତ୍ୟନ୍ତ କଷ୍ଟକର। ଡ୍ୟୁଟିବେଳେ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ଗୋଟିଏ ଜୋନ୍ରୁ ଅନ୍ୟ ଜୋନ୍କୁ ଯିବାକୁ ପଡ଼େ। ବିନା ଟିକେଟ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ପାଟିତୁଣ୍ଡ ହେବାର ମଧ୍ୟ…
ହାଣ୍ଡିଶାଳରୁ ହୋଟେଲ:ପିଆଜ ଉଭାନ
କଟକ ଅଫିସ,୬।୧୨:ଆକାଶଛୁଅଁା ପିଆଜର ଦର। ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ଟଙ୍କାରେ ବିକ୍ରି ହେଉଛି। ଆଉ କିଛିଦିନ ଗଲେ ଏହି ଦର ଦେଢଶହ ଟପିବ ବୋଲି ଆଶା କରାଯାଉଛି। ଅତ୍ୟଧିକ ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରୁ ହୋଟେଲ ପର୍ଯ୍ୟନ୍ତ ପିଆଜ ଉଭାନ…
ଓପିଜିସି ଆଶ୍ପଣ୍ଡକୁ ନେଇ ଏନ୍ଜିଟିରେ ମାମଲା
କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି)ରେ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି ଏନ୍ଜିଟିର ମୁଖ୍ୟ ଖଣ୍ଡପୀଠ…
ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା ରୁଜୁ
କଟକ ଅଫିସ,୬।୧୨ : ଆଇନକୁ ପେସା କରୁଥିବା ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ନେଇ ଆଡଭୋକେଟ ଆଶିଷ କୁମାର ମିଶ୍ର ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ସେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ଓ ଅର୍ଥ ସଚିବଙ୍କୁ…

