କଟକ

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ମାମଲା: ପରିବାର ଅନୁମତି ନେଇ ନାଁ ସାର୍ବଜନୀନ କରିହେବ

କଟକ ଅଫିସ,୧୭।୭: କରୋନା ଆକ୍ରାନ୍ତଙ୍କ ନାମ ପ୍ରଘଟ ଉପରେ କଟକଣା ଜାରି କରିବା ପାଇଁ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିବାର ବର୍ଗଙ୍କଠାରୁ ଅନୁମତି ନେଇ ଆକ୍ରାନ୍ତଙ୍କ ନାମ ସାର୍ବଜନୀନ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟର…

ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ପୂର୍ବତନ ଆଇଆଇସି

କଟକ ଅଫିସ,୧୭।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ ଅଭିଯୋଗରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଥିଲେ। ତଳ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଏବେ ସେ…

ଆଜିଠୁ ଡୋନର ପଞ୍ଜୀକରଣ, ସ୍କ୍ରିନିଂ, କାଉନସେଲିଂ

କଟକ ଅଫିସ,୧୭।୭:ରାଜ୍ୟରେ ସଙ୍କଟାପନ୍ନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୁଧବାରଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି। ସଂଗୃହୀତ ହୋଇଥିବା ୮ ୟୁନିଟ୍‌ ପ୍ଲାଜ୍‌ମାରୁ ଗୋଟିଏ ପ୍ୟାକେଟ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦିଆଯାଇଛି। ଆଉ ୪ ଜଣ ରୋଗୀଙ୍କ…

ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ଏହି ବ୍ୟବସାୟୀ

କଟକ ଅଫିସ,୧୬ା୭: କରୋନା ମହାମାରୀ ଆରମ୍ଭ ହେବା ସମୟରେ ନିଜର ସୁରକ୍ଷା ପାଇଁ ଲୋକେ ମୁହଁରେ ଯେଉଁ ମାସ୍କ ପିନ୍ଧୁଥିଲେ, ତାହା ଏବେ ଫ୍ୟାଶନର ରୂପ ନେଲାଣି। ବଜାରରେ ଏବେ ଅନେକ ଅଭିନବ  ଓ ଆକର୍ଷଣୀୟ ରୂପର ମାସ୍କ ମିଳୁଛି। କିନ୍ତୁ…

ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କଲା ସ୍ବେଚ୍ଛାସେବୀ ସଂଗଠନ

ଚୌଦ୍ୱାର,୧୬।୭(ଡ଼ି.ଏନ୍‌.ଏ): ଚୌଦ୍ୱାର ପୌରପାଳିକାର ୧୧ନମ୍ବର ୱାର୍ଡ ରାଧାମୋହନ ମନ୍ଦିର ସମ୍ମୁଖ ରାସ୍ତାଟି ଆଜିକୁ ଦୀର୍ଘଦିନ ହେବ ଖାଲଖମା ହୋଇ ପଡିରହିଥିଲା। ଉକ୍ତ ରାସ୍ତା ଦେଇ ଲୋକଙ୍କୁ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପ୍ରଶାସନଙ୍କୁ ଏନେଇ…

ଯୋଡ଼ି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି

କଟକ ଅଫିସ,୧୬ା୭: ଯୋଡ଼ିି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି। ଏଭଳି ବିରଳ ଅସ୍ତ୍ରୋପଚାର ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରମାନେ କରିଛନ୍ତି। ଫଳରେ ଅସ୍ତ୍ରୋପଚାରର ୧୧ ଦିନ ପରେ ସମ୍ପୃକ୍ତା ମହିଳାଙ୍କ ୪ କଟା ଆଙ୍ଗୁଠି କିଛି ଅଂଶରେ ପୁନଃ…

ସବୁ ଆର୍‌ଟିଓରେ ହେବ ସ୍ବତନ୍ତ୍ର ସିଙ୍ଗଲ୍‌ ୱିଣ୍ଡୋ କାଉଣ୍ଟର୍‌

କଟକ ଅଫିସ,୧୬ା୭: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକରେ ପ୍ରାୟତଃ ସବୁ ସମୟରେ ଭିଡ଼ ଜମୁଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନରେ ସମସ୍ୟା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଆର୍‌ଟିଓରେ ସ୍ବତନ୍ତ୍ର…

ସହାୟତା ପାଇଁ ହାଇକୋର୍ଟରେ ମାମଲା: ବର୍ଷେ ଯାଏ ଆଇନଜୀବୀଙ୍କୁ ମିଳୁ ମାସିକ ୨୫ ହଜାର

କଟକ ଅଫିସ,୧୬ା୭: କରୋନା ଯୋଗୁ ଗତ ମାର୍ଚ୍ଚ ୨୨ତାରିଖ ପରଠୁ କୋର୍ଟଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଆଇନ୍‌ଜୀବୀମାନେ ରୋଜଗାର ହରାଇଛନ୍ତି। ଏଣୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଆଇନ୍‌ଜୀବୀଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏ ସହାୟତା ରାଶି…

କଟକ ସହରରେ ଆଜି ପୁଣି ୪ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି

କଟକ ଅଫିସ,୧୫ା୭: ବୁଧବାର କଟକ ସହରରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି ପାଇଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨ଟି ଇନ୍‌ଷ୍ଟିଚ୍ୟୁଶନାଲ କେସ୍‌ ହୋଇଥିବା…

ରୂପ ବଦଳାଉଛି କରୋନା ଭୂତାଣୁ

କଟକ ଅଫିସ,୧୫ା୭: ଲୁଚକାଳି ଖେଳୁଛି କରୋନା ଭୂତାଣୁ। ବାରମ୍ବାର ରୂପ ବଦଳାଉଛି। ସମାନ ମଣିଷ ଦେହରେ କେତେବେଳେ ରିପୋର୍ଟ ପଜିଟିଭ ତ ଆଉ କେତେବେଳେ ନେଗେଟିଭ ଆସୁଛି। ଗତ ୪ ତାରିଖରେ ସୁସ୍ଥ ହୋଇ ଫେରିଥିବା ଏସ୍‌ସିବିର ଜଣେ ଡାକ୍ତରୀ ଛାତ୍ରଙ୍କ…

ଭିକ୍ଷା ମାଗୁଛନ୍ତି ପୂର୍ବତନ ଡିଏସ୍‌ପିଙ୍କ ପୁଅ

କଟକ ଅଫିସ,୧୫ା୭: ଦିବାକର ପରିଡ଼ା ଥିଲେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ପକ୍ଷରୁ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ। ସ୍ବାଧୀନ ଭାରତରେ ଓଡ଼ିଶା ପୋଲିସ ଗଠନ ହେବା ପରେ ଏଥିରେ ମଧ୍ୟ ତାଙ୍କୁ ନିଯୁକ୍ତି…

କଟକରେ ମାଡିଲାଣି କରୋନା: ଆଜି ଚିହ୍ନଟ ହେଲେ ୨୭ ନୂଆ ପଜିଟିଭ

କଟକ ଅଫିସ, ୧୪।୭(ବ୍ୟୁରୋ): କଟକ ସହରରେ ମଙ୍ଗଳବାର ଆଉ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସରକାରୀ କ୍ୱାରାଣ୍ଟାଇନରୁ ୨୦ଜଣ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୪ ଏବଂ ଲୋକାଲ କେସ୍‌ ୩ ରହିଛି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ୍‌କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri