କଟକ

ଶାଳଗାଁରେ ହାତୀ ଉପଦ୍ରବ

ଚୌଦ୍ୱାର,୧୮ା୧୨(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଅଧୀନ ଶାଳଗାଁ ଗ୍ରାମରେ ଗୁରୁବାର ଭୋରରୁ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ୧୬ଟିକିଆ ହାତୀପଲ ଧାନବିଲରେ ପଶି ଫସଲ ନଷ୍ଟ କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ଏ ସମ୍ପର୍କରେ ଖବରପାଇ ଚୌଦ୍ୱାର…

କଲେଜ ଛାତ୍ରୀଙ୍କୁ ଅପହରଣ

ଯାଜପୁର ଅଫିସ,୧୭।୧୨ :ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଛି। ମାତ୍ର ଅପହରଣର ୧୦ ଦିନ ପରେ ବି ପୋଲିସ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନାହିଁ। ଛାତ୍ରୀ ଜଣଙ୍କ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ…

ନକଲି ଗୁଟ୍‌ଖା କାରଖାନା ଠାବ

କଟକ ଅଫିସ, ୧୭।୧୨ :କଟକରେ ପୁଣି ଏକ ନକଲି କାରଖାନା ଠାବ ହୋଇଛି। ବୁଧବାର ପୋଲିସ ଜଗତପୁର ତଳବଣିଆସ୍ଥିତ ନକଲି ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ କରି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀ ଜବତ କରିଛି। ଯାହାର ମୂଲ୍ୟ ୩ଲକ୍ଷରୁ…

ପରୀ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ, ୧୬।୧୨: ନୟାଗଡ଼ ଜିଲାର କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି।…

୧୧୪ ଆଟେଣ୍ଡାଣ୍ଟ, ୩୬ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି

କଟକ ଅଫିସ,୧୬ା୧୨: କଟକ ଜିଲାର ମୋଟ ୨୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ହେଲେ ପ୍ରାଣୀଧନ ନିରୀକ୍ଷକ, ଡାକ୍ତର, ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଥିବାରୁ ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ।…

ଜିଲା ପରିଷଦ ଜୋନ୍‌-୭ ଉପନିର୍ବାଚନ: ଦୁଇ ପ୍ରାର୍ଥୀଙ୍କ ନାଁ ସମାନ

କଟକ ସଦର, ୧୬ା୧୨(ଡି.ଏନ୍‌.ଏ.): କଟକ ଜିଲାପରିଷଦ ଜୋନ୍‌ ନଂ.୭ର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୩ ରାଜନୈତିକ ଦଳ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡି ପ୍ରାର୍ଥୀ ବିଳାସ…

ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୨ ଗିରଫ

କଟକ ଅଫିସ, ୧୬।୧୨: କଟକ ସହରର ବିଭିନ୍ନ ସ୍ଥାନରେ ଦାଦାବଟି ସହ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ପ୍ରସ୍ତୁତ ସରିଥିଲା ପୂରା ରୋଡ୍‌ମ୍ୟାପ। ଏଥିପାଇଁ ବିହାର ଓ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରୁ କିଣାଯାଇଥିଲା ବିପୁଳ ଅସ୍ତ୍ରଶସ୍ତ୍ର। ହେଲେ ସବୁକିଛି ହୋଇଗଲା…

ମୁଖ୍ୟ ବିଚାରପତି ପାଇଁ ଏସ୍‌. ମୁରଲିଧରଙ୍କ ନାମ ସୁପାରିସ

କଟକ ଅଫିସ, ୧୬।୧୨: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଏସ୍‌. ମୁରଲିଧରଙ୍କ ନାମକୁ ସୁପ୍ରିମ୍‌କୋର୍ଟଙ୍କ କଲେଜିୟମ୍‌ ସୁପାରିସ କରିଛନ୍ତି। ଆଇନ୍‌ ମନ୍ତ୍ରଣାଳୟର ଅନୁମୋଦନ ପରେ ମୁରଲିଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ…

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୁରୀ ଏସ୍‌ପି

କଟକ ଅଫିସ,୧୫।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ ା ଏହି ମାମଲାର ଅଗ୍ରଗତି…

ଅନ୍‌ଲାଇନରେ ହେବ ଓପିଏସ୍‌ସି ପରୀକ୍ଷା

କଟକ ଅଫିସ,୧୪ା୧୨:ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି)ର ସମସ୍ତ ପରୀକ୍ଷା ଏଣିକି ଅନ୍‌ଲାଇନରେ କରାଯିବ। କରୋନା ମହାମାରୀ ଲାଗି ଆସନ୍ତା ୨୦ରେ ହେବାକୁ ଥିବା ମେଡିକାଲ ଅଫିସର ପଦବୀ ନିମନ୍ତେ ପରୀକ୍ଷା ଅନ୍‌ଲାଇନରେ କରାଯିବ। ପରୀକ୍ଷା ପରିଚାଳନା ନିମନ୍ତେ ଏକ ବେସରକାରୀ…

ଟୋଲ୍‌ଗେଟ୍‌ରେ ବିନା ଶୁଳ୍କରେ ଗାଡି ଛାଡିଲେ

ଚୌଦ୍ୱାର/କଟକ ସଦର, ୧୩ା୧୨(ଡି.ଏନ୍‌.ଏ.): କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି, କୃଷକ ମୋର୍ଚ୍ଚା କଟକ ଜିଲା କମିଟି ଓ ଅନ୍ୟ ସଙ୍ଗଠନ ପକ୍ଷରୁ…

ଠକେଇର ଶିକାର ହୋଇଥିଲେ ରିପୋର୍ଟ କର

କଟକ ଅଫିସ,୧୩ା୧୨: ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଚାକିରି କରାଇ ଦେବାକୁ କହି ବହୁ ଯବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା ଠକି ନେଇଛନ୍ତି। ଏହି ଠକେଇରେ ଗୋପାଳପୁର ବିଧାୟକଙ୍କ ସହଯୋଗ କରିଛନ୍ତି। ଏ ନେଇ ୬ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?