ପରୀ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ
କଟକ ଅଫିସ, ୧୬।୧୨: ନୟାଗଡ଼ ଜିଲାର କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍ଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି।…
୧୧୪ ଆଟେଣ୍ଡାଣ୍ଟ, ୩୬ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି
କଟକ ଅଫିସ,୧୬ା୧୨: କଟକ ଜିଲାର ମୋଟ ୨୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ହେଲେ ପ୍ରାଣୀଧନ ନିରୀକ୍ଷକ, ଡାକ୍ତର, ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଥିବାରୁ ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ।…
ଜିଲା ପରିଷଦ ଜୋନ୍-୭ ଉପନିର୍ବାଚନ: ଦୁଇ ପ୍ରାର୍ଥୀଙ୍କ ନାଁ ସମାନ
କଟକ ସଦର, ୧୬ା୧୨(ଡି.ଏନ୍.ଏ.): କଟକ ଜିଲାପରିଷଦ ଜୋନ୍ ନଂ.୭ର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୩ ରାଜନୈତିକ ଦଳ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡି ପ୍ରାର୍ଥୀ ବିଳାସ…
ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୨ ଗିରଫ
କଟକ ଅଫିସ, ୧୬।୧୨: କଟକ ସହରର ବିଭିନ୍ନ ସ୍ଥାନରେ ଦାଦାବଟି ସହ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ପ୍ରସ୍ତୁତ ସରିଥିଲା ପୂରା ରୋଡ୍ମ୍ୟାପ। ଏଥିପାଇଁ ବିହାର ଓ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରୁ କିଣାଯାଇଥିଲା ବିପୁଳ ଅସ୍ତ୍ରଶସ୍ତ୍ର। ହେଲେ ସବୁକିଛି ହୋଇଗଲା…
ମୁଖ୍ୟ ବିଚାରପତି ପାଇଁ ଏସ୍. ମୁରଲିଧରଙ୍କ ନାମ ସୁପାରିସ
କଟକ ଅଫିସ, ୧୬।୧୨: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଏସ୍. ମୁରଲିଧରଙ୍କ ନାମକୁ ସୁପ୍ରିମ୍କୋର୍ଟଙ୍କ କଲେଜିୟମ୍ ସୁପାରିସ କରିଛନ୍ତି। ଆଇନ୍ ମନ୍ତ୍ରଣାଳୟର ଅନୁମୋଦନ ପରେ ମୁରଲିଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ…
ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୁରୀ ଏସ୍ପି
କଟକ ଅଫିସ,୧୫।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ ା ଏହି ମାମଲାର ଅଗ୍ରଗତି…
ଅନ୍ଲାଇନରେ ହେବ ଓପିଏସ୍ସି ପରୀକ୍ଷା
କଟକ ଅଫିସ,୧୪ା୧୨:ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି)ର ସମସ୍ତ ପରୀକ୍ଷା ଏଣିକି ଅନ୍ଲାଇନରେ କରାଯିବ। କରୋନା ମହାମାରୀ ଲାଗି ଆସନ୍ତା ୨୦ରେ ହେବାକୁ ଥିବା ମେଡିକାଲ ଅଫିସର ପଦବୀ ନିମନ୍ତେ ପରୀକ୍ଷା ଅନ୍ଲାଇନରେ କରାଯିବ। ପରୀକ୍ଷା ପରିଚାଳନା ନିମନ୍ତେ ଏକ ବେସରକାରୀ…
ଟୋଲ୍ଗେଟ୍ରେ ବିନା ଶୁଳ୍କରେ ଗାଡି ଛାଡିଲେ
ଚୌଦ୍ୱାର/କଟକ ସଦର, ୧୩ା୧୨(ଡି.ଏନ୍.ଏ.): କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି, କୃଷକ ମୋର୍ଚ୍ଚା କଟକ ଜିଲା କମିଟି ଓ ଅନ୍ୟ ସଙ୍ଗଠନ ପକ୍ଷରୁ…
ଠକେଇର ଶିକାର ହୋଇଥିଲେ ରିପୋର୍ଟ କର
କଟକ ଅଫିସ,୧୩ା୧୨: ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍ଡି ପରିଚୟ ଦେଇ ଚାକିରି କରାଇ ଦେବାକୁ କହି ବହୁ ଯବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା ଠକି ନେଇଛନ୍ତି। ଏହି ଠକେଇରେ ଗୋପାଳପୁର ବିଧାୟକଙ୍କ ସହଯୋଗ କରିଛନ୍ତି। ଏ ନେଇ ୬ଜଣ…
ଆକାଉଣ୍ଟ ସେଟେଲ କର, ନଚେତ ଦରମା ବନ୍ଦ
କଟକ ଅଫିସ,୧୨।୧୨: ସମ୍ବଲପୁର ହୀରାକୁଦ ଡ୍ୟାମର ଜଣେ ପୂର୍ବତନ କର୍ମଚାରୀଙ୍କ ଆକାଉଣ୍ଟ ଦୀର୍ଘ ବର୍ଷ ଧରି ସେଟେଲମେଣ୍ଟ ହୋଇ ନ ଥିବା ଘଟଣାରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅର୍ଥାତ ୨୧।୧୨।୨୦୨୦ ପୂର୍ବରୁ ଆକାଉଣ୍ଟ ସେଟେଲମେଣ୍ଟ କରା ନ…
ରାସ୍ତା ମଝିରେ ମହିଳାଙ୍କ ଉନ୍ମତ୍ତକାଣ୍ଡ: ପାଟିତୁଣ୍ଡ କରି ରାସ୍ତା ମଝିରେ ଶୋଇଲେ
ଚୌଦ୍ୱାର,୧୨।୧୨(ଡି.ଏନ୍.ଏ.): ୫୫ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ପୌରାଞ୍ଚଳ ଅନ୍ତର୍ଗତ ଧୂମାବତୀ ଛକ ରାସ୍ତା ମଝିରେ ଶୁକ୍ରବାର ଜଣେ ମହିଳାଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଏଥିଯୋଗୁ ରାସ୍ତା ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ମୋଟର ଅଧଘଣ୍ଟାଏ ପର୍ଯ୍ୟନ୍ତ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା। ଶୁକ୍ରବାର…
ଖୋଲିଲା ବନ୍ଧୁକ କାରବାର ଗୁମର
କଟକ ଅଫିସ୍, ୧୨।୧୨: ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୪ବର୍ଷ ହେଲା ଜେଲରେ ଥିବା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କ ଏବେ…
Archives


