‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’
ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୫।୧(ସ୍ବ.ପ୍ର./ଡି.ଏନ୍.ଏ.) କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ ଅଭିଯୁକ୍ତ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ଅନ୍ୟ ୧୨ ଅଭିଯୁକ୍ତଙ୍କୁ…
ମାହାଙ୍ଗା ଡବଲ ମର୍ଡର: ବିଜେଡିକୁ ଭାଜପାର ଅଙ୍ଗୁଳି
ଭୁବନେଶ୍ୱର,୪।୧(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ଯେପରି ଭାଜପା ନେତାଙ୍କୁ…
ଦୁଇ ଭାଜପା ନେତାଙ୍କୁ ହତ୍ୟା ଘଟଣା: ସମୀକ୍ଷା କଲେ ଡିଆଇଜି
ନିଶ୍ଚିନ୍ତକୋଇଲି,୩।୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ କୁରୁଜଙ୍ଗା ଗ୍ରାମର ଦୁଇ ଭାଜପା ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସେ ହେଲେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କୁଳମଣି ବରାଳ ଓ ତାଙ୍କ…
ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ଏସ୍. ମୁରଲୀଧର: ୪ରେ ଶପଥ ଗ୍ରହଣ ଉତ୍ସବ
କଟକ ଅଫିସ,୩ା୧: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏସ୍. ମୁରଲୀଧର ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୦ଟାରେ ଶପଥ ନେବେ। ହାଇକୋର୍ଟର ପୁରୁଣା କୋଠାରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଗୃହ ବିଭାଗ ପକ୍ଷରୁ ଜଣାପଡିଛି।…
ନକଲି ପନିର୍ ମାମଲା: ବ୍ୟବସାୟୀ ଗିରଫ
କଟକ ଅଫିସ୍,୩୧।୧୨: କଟକର ଚାଉଳିଆଗଞ୍ଜ ନକଲି ପନିର୍ ମିଳିବା ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ୨୭୨, ୨୭୩, ୪୨୦ ଏବଂ ୩୪ ଆପିସି ଧାରା ଏବଂ ଖାଦ୍ୟ ନିରାପତ୍ତା ଦଫାରେ ତାଙ୍କୁ ଗିରଫ କରାଯାଇଛି। କଟକର ଚାଉଳିଆଗଞ୍ଜ…
୧ କ୍ୱିଣ୍ଟାଲ ନକଲି ପନିର୍ ଜବତ
କଟକ ଅଫିସ୍,୩୦।୧୨: ନକଲି ମସଲା, ଘିଅ, ହଳଦୀ ପରେ ଏବେ ଜବତ ହୋଇଛି ୧ କ୍ୱିଣ୍ଟାଲ ନକଲି ପନିର୍। କଟକର ଚାଉଳିଆଗଞ୍ଜ ପୋଲିସ ଏବଂ ସିଏମସି ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର…
ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ
ଚୌଦ୍ୱାର, ୨୮ା୧୨(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ରବିବାର ରାତିରେ ପୁଣିଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ରାତିରେ ଏହି ବ୍ଲକ ଅଧୀନ ଦେବୀନଗର ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବାବେଳେ ରବିବାର ରାତିରେ ଶାଳଗଁା ପଞ୍ଚାୟତର ଦାମୋଦରପୁର ଗ୍ରାମରେ…
ଯୁବଚାଷୀଙ୍କ ପ୍ରେରଣା ନୀଳକଣ୍ଠ
ନିଶ୍ଚିନ୍ତକୋଇଲି,୨୭ା୧୨(ସ୍ବ.ପ୍ର.): ଦିନକୁ ଦିନ ଚାଷ ଜମି କମି ଯାଉଥିବାବେଳେ ପଲ୍ଲୀରୁ ଦିଲ୍ଲୀ ସବୁଠି କୋଠାବାଡ଼ି ଦେଖିବାକୁ ମିଳୁଛି। ଅପରପକ୍ଷେ ଅଧିକ ଲାଭ ଆଶାରେ କ୍ଷେତରେ ରାସାୟନିକ ସାର, କୀଟନାଶକ ବ୍ୟବହାର କରାଯାଉଛି। ଏହାକୁ ଖାଇ ଲୋକେ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଉଛନ୍ତି।…
ଦିଆଯିବ ପଦୋନ୍ନତି: ୧୦୯୨ କର୍ମଚାରୀଙ୍କୁ ମିଳିବ ଏଏସ୍ଆଇ ତାଲିମ
କଟକ ଅଫିସ, ୨୭ା୧୨: କନଷ୍ଟେବଳ, ଲାନ୍ସ ନାଏକ, ହାବିଲଦାର ଓ ସିଆଇ ହାବିଲଦାର ପଦବୀରୁ ଏଏସ୍ଆଇ ପଦବୀକୁ ପଦୋନ୍ନତି ଦିଆଯିବ। ଏହି ପଦୋନ୍ନତି ନିମନ୍ତେ ଆବଶ୍ୟକ ତାଲିମ ପାଇଁ ଡିଜିପି ଅଭୟ ଅନୁମୋଦନ କରିଛନ୍ତି। ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ…
ଯେତେ ଖୋଜିଲେ ସେତେ ମିଳୁଛି
କଟକ ଅଫିସ,୨୭ା୧୨: ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଘରେ ପୋଲିସ ଯେତେ ଖୋଜୁଛି ସେତେ ମିଳୁଛି ବନ୍ଧୁକ, ଗୁଳି ଓ ଟଙ୍କା। ଦୁଇଦିନର ତନାଘନା ପରେ କମିଶନରେଟ ପୋଲିସ ୩ ବନ୍ଧୁକ, ୫ ମାଗାଜିନ, ୧୭୫ ଗୁଳି ଓ ୧୬ ଲକ୍ଷ ୫୦…
ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବଡ଼ ମେଡିକାଲରେ ଭର୍ତ୍ତି
କଟକ ଅଫିସ,୨୫।୧୨: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି। ଡି. ପ୍ରକାଶ ରାଓ ଗୁରୁବାରଠାରୁ ଅସୁସ୍ଥ…
କଟକ କୋର୍ଟରେ ହାଜର ହେଲେ ଧଳସାମନ୍ତ ଭ୍ରାତା
କଟକ ଅଫିସ, ୨୫ା୧୨:ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ କମିଶନରେଟ ପୋଲିସ କଟକ ଏସ୍ଡିଜେଏମ୍(ସଦର) କୋର୍ଟରେ ଗୁରୁବାର ହାଜର କରିଛି। ଉଭୟଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ପୋଲିସ ଅଦାଲତରେ ଆବେଦନ କରିଥିବାବେଳେ କୋର୍ଟ ୨ଦିନ ଅର୍ଥାତ୍ ୨୫ ଓ ୨୬ତାରିଖ ପାଇଁ…
Archives


