କଟକ

ପ୍ରତିପକ୍ଷଙ୍କୁ ଜବାବ ତଲବ

କଟକ ଅଫିସ,୧୧।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ଆସନ୍ତା ୧୩ ସୁଦ୍ଧା ଜବାବ ତଲବ ପାଇଁ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୩ ତାରିଖରେ…

ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେ ଥାନାଧିକାରୀ

ନିଶ୍ଚିନ୍ତକୋଇଲି,୧୦ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶେଷରେ ଜେଏମ୍‌ଏଫ୍‌ସି ଆଦେଶ ଆଗରେ ମୁଣ୍ଡ ନୁଆଇଁଛି ପୋଲିସ। ଶୁକ୍ରବାର କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନାଧିକାରୀ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜେଏମ୍‌ଏଫ୍‌ସି…

ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ

ବାରଙ୍ଗ,୧୦ା୧୨(ଡି.ଏନ୍‌.ଏ.): ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ। ଏହାର ଉନ୍ନତୀକରଣ କରାଯିବ। ବସ୍‌ଷ୍ଟାଣ୍ଡରେ ରହିବ ମାର୍କେଟ କମ୍ପ୍ଲେକ୍ସ। ମାର୍କେଟ କମ୍ପ୍ଲେକ୍ସରେ ନନ୍ଦନକାନନ ବସ୍‌ଷ୍ଟାଣ୍ଡ ବଣିକ ସଂଘର ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ଏନେଇ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱର ଆର୍‌ଆଣ୍ଡବି…

ପୁନର୍ବିଚାର ଆବେଦନକୁ ଖାରଜ କଲେ ଏଡିଜେ

ନିଶ୍ଚିନ୍ତକୋଇଲି/ସାଲେପୁର, ୯।୧୨(ସ୍ବ.ପ୍ର/ଡି.ଏନ୍‌.ଏ.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଲାଗିଛି ଝଟ୍‌କା। ହତ୍ୟା ଘଟଣାର ସାନି ତଦନ୍ତ ରିପୋର୍ଟ ଏବଂ ସିଡିଆର୍‌ ଦାଖଲ ସହ ମାହାଙ୍ଗା ଆଇଆଇସିଙ୍କୁ ନୋଟିସ ଜାରି ନେଇ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ…

ରୋଚକ ମୋଡ଼ ନେଉଛି ମାହାଙ୍ଗା ଡବଲ ମର୍ଡର ଘଟଣା, ଥାନାଧିକାରୀଙ୍କ ପାଇଁ ବଢୁଛି ଅଡୁଆ

ନିଶ୍ଚିନ୍ତକୋଇଲି,୮ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଏହି ଘଟଣାରେ ଜେଏମ୍‌ଏଫ୍‌ସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ୍‌ କେସ୍‌ ଡାଏରୀ ଓ ସିଡିଆର ସଂରକ୍ଷଣ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନାଧିକାରୀ…

ରାଜଧାନୀ ଏକ୍ସପ୍ରେସରୁ ମିଳିଲା ପୁଳାପୁଳା ଟଙ୍କା

କଟକ ୮।୧୨: କଟକ ରେଳ ଷ୍ଟେଶନରେ ରାଜଧାନୀ ଏକ୍ସପ୍ରେସରୁ ପୁଳାପୁଳା ଟଙ୍କା ଜବତ ହୋଇଛି। ଆରପିଏଫ୍‌ ୨୦ ଲକ୍ଷ ଟଙ୍କା ଜବତ କରିଛି। ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, କଟକ ରେଳ ଷ୍ଟେଶନରେ ରାଜଧାନୀ ଏକ୍ସପ୍ରେସ ଅଟକି…

୬୦ ଦିନରେ ୬୦ ଗଳ୍ପ ଲେଖିଲେ ଜୟଶ୍ରୀ

କଟକ ଅଫିସ, ୮।୧୨: ଲଗାତର ୬୦ ଦିନରେ ୬୦ ଗଳ୍ପ ଲେଖି ଚର୍ଚ୍ଚାରେ ରହିଛନ୍ତି କଟକର ଝିଅ ଜୟଶ୍ରୀ ସାହୁ। ବାଙ୍ଗାଲୋରର ଏକ ଜାତୀୟ ସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ଅନ୍‌ଲାଇନ ମାଧ୍ୟମରେ ୬୦ ଦିନରେ ୬୦ ଗଳ୍ପ ପ୍ରତିଯୋଗିତା…

ଜେଏମ୍‌ଏଫ୍‌ସିଙ୍କ ଆଦେଶ ବିରୋଧରେ ଏଡିଜେଙ୍କ ଦ୍ୱାରସ୍ଥ

ନିଶ୍ଚିନ୍ତକୋଇଲି/ସାଲେପୁର,୭।୧୨(ସ୍ବ.ପ୍ର/ଡି.ଏନ୍‌.ଏ.): ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁଦିନ ରୋଚକ ମୋଡ଼ ନେଉଛି। ଥାନା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଡିସେମ୍ବର ୧୦ତାରିଖ ସୁଦ୍ଧା ସିଡିଆର ରିପୋର୍ଟ ଦାଖଲ କରିବାକୁ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍‌ଏଫ୍‌ସି) ଗତ…

ପାଣିରେ ଭାସିଲା ପାଚିଲା ଧାନ

ନିଶ୍ଚିନ୍ତକୋଇଲି,୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ମୁଖ୍ୟତଃ ଧାନ ଫସଲ ନଷ୍ଟ ହୋଇଛି। ବର୍ଷା ପବନ ବଢ଼ିଥିବାରୁ ଲୋକେ ଗୃହବନ୍ଦୀ ହୋଇ ରହିଛନ୍ତି। ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। କିଛି ଚାଷୀ ତରବରିଆ ଭାବେ ଧାନ କାଟି…

ହାଇକୋର୍ଟ ରେକର୍ଡ ରୁମ୍‌ରେ ୨ ଶହ ବର୍ଷର ନଥି

କଟକ ଅଫିସ,୫ା୧୨: ଓଡ଼ିଶା ହାଇକୋର୍ଟର ରେକର୍ଡ ରୁମ୍‌ରେ ରହିଛି ୧୮୧୭ ମସିହାର ରେକର୍ଡ ଅର୍ଥାତ୍‌ ୨ ଶହ ବର୍ଷ ତଳର ନଥି। ବର୍ତ୍ତମାନ ସୁଦ୍ଧା କ୍ରିମିନାଲ ଓ ସିଭିଲ୍‌ର ମୋଟ୍‌ ୧୦ ଲକ୍ଷ ୧୧ହଜାର ରେକର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ରହିଛି।…

ମାହାଙ୍ଗା ଡବଲ ମର୍ଡର ଘଟଣା: ହାଜର ହେଲେନି ଥାନାଧିକାରୀ

ନିଶ୍ଚିନ୍ତକୋଇଲି,୩ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ଡବଲ ମର୍ଡର ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହଜାର ହେବାକୁ ମାନ୍ୟବର କୋର୍ଟ ଗୁରୁବାର ଆଦେଶ ଦେଇଥିଲେ। ତେବେ ଆଜି ଉକ୍ତ ମାମଲା ଶୁଣାଣି ହେଉଥିବା ବେଳେ ଥାନାଧିକାରୀ ଅନୁପସ୍ଥିତ ଥିଲେ।…

ମମିତା ହତ୍ୟା ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ,୩।୧୨: ରାଜ୍ୟ ସରକାର ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ଶୁକ୍ରବାର ହାଇକୋର୍ଟରେ ଦାଖଲ କରିଛନ୍ତି। ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି। ସୂଚନାନୁସାରେ, ମମିତାଙ୍କ ପରିବାର ଲୋକେ ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri