କଟକ

ସରିଲା ଷଷ୍ଠୀ

କଟକ ଅଫିସ, ୧ା୧୦- ଦଶହରା ପାଇଁ ଉତ୍ସବ ମୁଖର କଟକ ସହର। କରୋନା ଯୋଗୁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା। ଚଳିତବର୍ଷ କରୋନା ହ୍ରାସ ପାଇଥିବାରୁ ଓ କଟକଣା ନ ଥିବାରୁ ଦୁର୍ଗାପୂଜାକୁ ଆଡମ୍ବରପୂର୍ଣ୍ଣ କରିବା ପାଇଁ ବିଭିନ୍ନ ପୂଜା…

ଦୁର୍ଗାପୂଜା ପାଇଁ ମୁତୟନ ହେବେ ୨୩୦ ପ୍ଲାଟୁନ୍‌ ଫୋର୍ସ

କଟକ ଅଫିସ,୧ା୧୦: ଚଳିତବର୍ଷ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲାର ପୋଲିସବାହିନୀ ସହ ଅଧିକ ୨୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସେଥିମଧ୍ୟରେ କଟକରେ ୫୦…

ଆଜିଠୁ ହାଇକୋର୍ଟର ପୂଜା ଅବକାଶ

କଟକ ଅଫିସ,୧।୧୦: ଅକ୍ଟୋବର ପହିଲାରୁ ହାଇକୋର୍ଟର ପୂଜା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହିବ । ୧୦ ତାରିଖରୁ ହାଇକୋର୍ଟରେ ପୂର୍ବ ପରି କାର୍ଯ୍ୟ ଚାଲିବ । ପୂଜା ଅବକାଶରେ ୩ ଦିନ…

ଏଚ୍‌ଏସ୍‌ଆର୍‌ପି ଅବଧି ମାସେ ବଢ଼ିଲା

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧।୧୦: ଜନ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚଏସ୍‌ଆରପି) ଲଗାଇବା ଅବଧି ଆଉ ୧ ମାସ ବୃଦ୍ଧି କରିଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଜଷ୍ଟିସ ଯଶୱନ୍ତ ସିଂ ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ଅଫିସ,୩୦।୯: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ଜଷ୍ଟିସ ଯଶୱନ୍ତ ସିଂ। ସୁପ୍ରିମକୋର୍ଟ କଲେଜିୟମ ଏ ନେଇ ନିଷ୍ପତ୍ତି ନେଇଛନ୍ତି। ଜଷ୍ଟିସ ଯଶୱନ୍ତ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି। ସୂଚନାଯୋଗ୍ୟ, ୧୯୬୧ ଫେବୃଆରୀ ୨୩ରେ…

ଏସ୍‌ସିବିରେ ଖୁବ୍‌ଶୀଘ୍ର ହେବ ଯକୃତ ପ୍ରତିରୋପଣ

କଟକ ଅଫିସ,୩୦ା୯: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଖୁବ୍‌ଶୀଘ୍ର ଯକୃତ ପ୍ରତିରୋପଣ ଆରମ୍ଭ ହେବ। ଏଥିପାଇଁ ରୋଗୀଙ୍କୁ ଦେୟ ଦେବାକୁ ପଡ଼ିବ ନାହିଁ। ସମ୍ପୂର୍ଣ୍ଣ ସରକାରୀ ଖର୍ଚ୍ଚରେ ରୋଗୀଙ୍କଠାରେ ଯକୃତ ପ୍ରତିରୋପଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘୋଷଣା କରିଛନ୍ତି।…

ଜେଲ୍‌ ଦଣ୍ଡାଦେଶ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ମୋକିମ

କଟକ ଅଫିସ,୨୯।୯: ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବଲ୍ଡର୍ସର ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହାକୁ ନେଇ ମୋକିମ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି…

ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନର ୧୫ଦିନ ପରେ କାନ୍ଥରେ ଫାଟ

ସାଲେପୁର,୨୯।୯ (ଡି.ଏନ୍‌.ଏ.): ଉଦ୍‌ଘାଟନର ୧୫ ଦିନ ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାଥରୁମ୍‌ରେ ଲାଗିଥିବା ଟ୍ୟାପ୍‌ରୁ ପାଣି ବାହାରୁ ନାହିଁ। ଇନଭର୍ଟର କାମ କରୁନାହିଁ ତ ଟାଇଲ ଉଠିଗଲାଣି। ଏପରି ଦେଖିବାକୁ ମିଳିଛି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।…

କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣା: ସୁରକ୍ଷାକର୍ମୀଙ୍କୁ ବହିଷ୍କାର

କଟକ ଅଫିସ,୨୮।୯: କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଅବହେଳା ଦର୍ଶାଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଥିବା ଜଣାପଡ଼ିଛି। ଏହା ସହିତ ଆଇସିୟୁରେ ଥିବା ୪…

ଯୋବ୍ରା ବ୍ୟାରେଜରୁ ହାତୀ ମୃତଦେହ ଠାବ

କଟକ ଅଫିସ, ୨୮।୯: କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ବୁଧବାର ଏକ ହାତୀର ମୃତଦେହ ଠାବ ହୋଇଛି। ବ୍ୟାରେଜର ୧୫ ନମ୍ବର ଗେଟ୍‌ରେ ହାତୀଟିର ମୃତଦେହ ଲାଗିଥିଲା। ହାତୀଟି ନଦୀ ପାର ହେଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।…

ବାରବାଟୀରେ ଲିଜେଣ୍ଡ୍ସ ଲଢ଼େଇ

କଟକ, ୨୮।୯(ସ୍ପୋଟର୍‌ସ ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗର ନବମ ମ୍ୟାଚରେ ଭିଲୱାରା କିଙ୍ଗ୍ସ ୫୭ ରନରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୨୨୨ ରନ୍‌…

ଯୋଜନାବଦ୍ଧ ପିଲାଚୋରି

କଟକ ଅଫିସ,୨୮।୯: ପିଲା ଚୋରିକୁ ନେଇ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବିଶ୍ୱସ୍ତରୀୟ ହେବାକୁ ଯାଉଥିବା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ। ସୋମବାର ଏସ୍‌ଏନ୍‌ସିୟୁରେ ଚିକିତ୍ସିତ ହେଉଥିବା ଏକ ନବଜାତ ଶିଶୁ କନ୍ୟା ଚୋରି ଘଟଣା ଏଠାକାର ସୁରକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri