ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୧୮.୫ ଲକ୍ଷ ଠକେଇ
କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ କରିଛି।…
ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଶେଷ
କଟକ,୧ା୮ (କାର୍ତ୍ତିକ ସାହୁ):କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି କଟକ ପରିବାର ଅଦାଲତରେ ସୋମବାର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ପୂର୍ଣ୍ଣାଙ୍ଗ ସାକ୍ଷ୍ୟ ଗ୍ରହଣ ଶେଷ…
ହାଇକୋର୍ଟରେ ଏଏସ୍ଓ ପରୀକ୍ଷା ଅନିୟମିତତା ମାମଲା:ରିଭ୍ୟୁ, ରିଟ୍ ପିଟିଶନ ଖାରଜ: କାଏମ ରହିଲା ପୂର୍ବ ନିର୍ଦ୍ଦେଶ
କଟକ,୧ା୮ (କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପରୀକ୍ଷା ଅନିୟମିତତା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ପୂର୍ବ ରାୟକୁ କାଏମ ରଖିଛନ୍ତି। ଏଥିସହ ପୂର୍ବ…
ଓଏଏସ୍ ରେଜଲ୍ଟ ପ୍ରକାଶ
କଟକ,୩୧ା୭: ସୋମବାର ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍) ପରୀକ୍ଷା ଫଳ ପ୍ରକାଶ ପାଇଛି। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବା ବେଳେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ଓ ପ୍ରଣବ ରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପରୀକ୍ଷାରେ…
ଅନ୍ଲାଇନ୍ ଖଜଣା ଆଦାୟରେ ସମସ୍ୟା
କଟକ,୩୧।୭ (କାର୍ତ୍ତିକ ସାହୁ):ଜମି ଖଜଣା ଦେବାକୁ ନେଇ ଅଡୁଆରେ ପଡୁଛନ୍ତି ଯୁଗ୍ମଖାତାଧାରୀ। ଅନ୍ଲାଇନ୍ ଖଜଣା ଦେୟ ବ୍ୟବସ୍ଥାକୁ ନେଇ ଉପୁଜିଛି ସମସ୍ୟା। ଯୁଗ୍ମଖାତାର ଅଂଶୀଦାରମାନେ ନିଜ ଭାଗ ଜମିର ଖଜଣା ଦେଇପାରୁନାହାନ୍ତି। ପୂର୍ବରୁ ଗୋଟିଏ ଖାତାରେ ଅଂଶୀଦାର ଭାବେ ରହିଥିବା ଲୋକମାନେ…
ଅବକାରୀ ଏଏସ୍ଆଇ, ଡ୍ରାଇଭରଙ୍କୁ ଗୋଡ଼ାଇ ହାଣିଲେ
ଖୁଣ୍ଟୁଣୀ, ୨୯ା୭ (ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ମଦଭାଟି ଉପରେ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍, କଟକ ୟୁନିଟ୍-୧ର ମୋବାଇଲ…
ଅବକାରୀ ଏଏସ୍ଆଇ, ଡ୍ରାଇଭରଙ୍କୁ ଗୋଡାଇ ହାଣିଲେ
ଖୁଣ୍ଟୁଣୀ, ୨୮ା୭ (ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ମଦଭାଟି ଉପରେ ରାଜ୍ୟ ଫ୍ଲାଇଂ ସ୍କ୍ବାର୍ଡ, କଟକ ୟୁନିଟ୍-୧ର ମୋବାଇଲ…
ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା
କଟକ,୨୭ା୭: ଆସନ୍ତାବର୍ଷ ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବା ନେଇ ମଧ୍ୟ ବୋର୍ଡ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।…
୭ ଶ୍ରେଣୀ ପାଇଁ ଜଣେ ଶିକ୍ଷକ
ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନ ଖଣ୍ଡାୟତ ପଟିକିରା କ୍ଲଷ୍ଟରର ଓରତି ପଞ୍ଚାୟତରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ୭ଟି ଶ୍ରେଣୀ ଥିବାବେଳେ ୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।ଏମାନଙ୍କୁ ଜଣେ ମାତ୍ର ଭିନ୍ନକ୍ଷମ…
କେନ୍ଦୁପାଟଣା ଅସ୍ଥାୟୀ କୋଭିଡ୍ ହସ୍ପିିଟାଲ ଉଚ୍ଛେଦ
ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ କରୋନା ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ଅସ୍ଥାୟୀ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଥିଲା। କରୋନା ଛାଡ଼ି ଯିବା ପରେ ଏହି…
ଦିନକରେ ୭୫ ଫୌଜଦାରି ମାମଲାର ରାୟ ପ୍ରକାଶ
କଟକ,୨୫ା୭ (କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ସୁଦୀର୍ଘ ଗରିମାମୟ ଇତିହାସରେ ଯୋଡ଼ିହୋଇଛି ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ। ହାଇକୋର୍ଟ ବିଚାରପତି ଦେବବ୍ରତ ଦାଶ ଓ ଡ. ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସୋମବାର ଗୋଟିଏ ଦିନରେ ୭୫ଟି ଫୌଜଦାରି…
ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,୨୫ା୭ (କାର୍ତ୍ତିକ ସାହୁ):ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍ମାନ ଅଲ୍ଲୀଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର କେନ୍ଦ୍ରାପଡ଼ା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ଟିଟୋ ହାଇକୋର୍ଟଙ୍କ ସର୍ତ୍ତ ଖିଲାପ କରିଥିବାରୁ…
Archives


