ବୌଦ୍ଧ

କଣ୍ଟାମାଳ ତହସିଲ ଅଂଚଲରେ ବେଆଇନ୍‌ ଇଟାଭାଟି: ହାତ୍‌ ବାଁଧି ବସିଛେ ରାଜସ୍ବ ବିଭାଗ

ଗୁଡ଼ଭେଲିପଦର, ୧୬।୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ତହସିଲ ଅଧୀନ ଭିନେ ଭିନେ ଗାଁରେ ବେଆଇନ୍‌ ଇଟାଭାଟି ଦେଖ୍‌ବାକେ ମିଲୁଛେ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକେ ଅନ୍‌ଦେଖା କରି କଣ୍ଟାମାଳ ତହସିଲ ଅଂଚଲରେ ବେପାରୀମାନେ ୨୦ରୁ ଅଧ୍‌କା ବେଆଇନ୍‌ ଇଟାଭାଟି ଲଗେଇ…

ଉପାୟ ନାହିଁ

କୃଷି ପ୍ରଧାନ ବୌଦ୍ଧ ଜିଲାରେ ଲୋକଙ୍କ ମୁଖ୍ୟ ଆୟ ପନ୍ଥା ହେଲା ଧାନଚାଷ। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ ପାଇଁ ବର୍ଷସାରା ଜମିରେ ଲାଗିଥାଏ। ଫସଲ ଅମଳ ପରେ ବର୍ଷସାରା ପରିବାର ପୋଷଣ ପାଇଁ ଧାନ ରଖି…

ମାନସିକ୍‌ ରୋଗ୍‌ରେ ପୀଡ଼ିତ କାହ୍ନା: ସରିଗଲା ଟଁକା, ଅଧାରେ ରହିଲା ଚିକିଛା

ଘଣ୍ଟାପଡା, ୧୪।୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗାଁର ବଂଶୀଧର ବିଶିକଁର ପୁଓ କାହ୍ନା ବିଶି(୧୨)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ନିଜର ମାନ୍‌ସିକ ସଁତୁଲନ ହରେଇଛନ୍‌। ମା’ବାପ୍‌ ଯାହା ପାରଲେ ଚିକିଛା କରେଇ ସରବ୍‌ସୁଅଁାତ୍‌ ହେଇଛନ୍‌।…

ଯୋଗ୍ୟ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ବୌଦ୍ଧ,୯ା୨(ସ୍ବ.ପ୍ର):ବୌଦ୍ଧ କୃଷି ବିଭାଗ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ନେଇ ଏକ ଖବରଦାତା ସମ୍ମିଳନୀ ଜିଲା କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲାର ପ୍ରତ୍ୟେକ ଯୋଗ୍ୟ…

ଭତାର ଲାଗି ପଁଚେତ୍‌ରୁ ବ୍ଲକ ନରଦି ନିହାଲ

ତଳଗାଁ,୭।୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଅନେକ ବୁଢ଼ାବୁଢ଼ି ମଧୁବାବୁ ପେନ୍‌ସନ ଯୋଜନାରୁ ବଁଚିତ୍‌ ଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ହରଭଙ୍ଗା ବ୍ଲକ ରାଧାନଗର ପଁଚେତ୍‌ ଅଧୀନ କେଳାକଟା ଗଁାରେ। ସୂଚନା ଅନ୍‌ସାରେ କେଳାକଟା ଗଁାର…

ବର୍ଷାରେ ଭିଜୁଛି ଶହ ଶହ ଧାନ ବସ୍ତା

ବୌଦ୍ଧ,୫।୨(ସ୍ବ.ପ୍ର.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଖଟଖଟିଆ ଧାନ ମଣ୍ଡିରେ ଦୀର୍ଘ ୬ ଦିନ ହେଲା ୨୦ରୁ ୨୫ ଚାଷୀ ଟୋକନ ପାଇ ଧାନ ବିକ୍ରି କରିବାକୁ ଆଣିଥିଲେ। କିନ୍ତୁ ଯୋଗାଣ ବିଭାଗ ପକ୍ଷରୁ ଧାନ ଉଠା ଯାଇ ନ ଥିବାରୁ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବୌଦ୍ଧ ଜିଲା ବନ୍ଦ ଆରମ୍ଭ

ବୌଦ୍ଧ,୫।୨(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ବୌଦ୍ଧକୁ ଉତ୍ତରାଞ୍ଜଳ ରାଜସ୍ବ ଅଧିନରେ ସାମଲ କରାଯିବା ନେଇ ବୁଧବାର ବୌଦ୍ଧ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଆରମ୍ଭ ହୋଇଛି। ଓକିଲ ସଂଘର ପ୍ରତିନିଧିମାନେ ସକାଳ ୬ଟାରୁ…

ଜିଲାପାଳଙ୍କ ଶୁଣାଣିକୁ ବିରୋଧ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଜନପ୍ରତିନିଧି

ବୌଦ୍ଧ,୨୭।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ସୋମବାର ଜିଲାପାଳଙ୍କ ଜନଶୁଣାଣିକୁ ବିରୋଧ କରିଛନ୍ତି। ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଜନଶୁଣାଣି ହେବାର ଥିଲା। ମାତ୍ର ୯ ନଂ ଜୋନ୍‌ର ଜିଲା ପରିଷଦ…

ବୌଦ୍ଧରେ ୭୧ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ଜିଲାପାଳ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧ ସହରର କଚେରୀ ପଡ଼ିଆଠାରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମହାନ ଦେଶ ଭାରତ ପାଇଁ…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବୌଦ୍ଧ,୨୨।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସୁରୁଣ୍ଡି ଗ୍ରାମର ଜଣେ ବ୍ୟକ୍ତି ବୁଧବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ପବିତ୍ର ଦେହୁରୀ। ସକାଳୁ ପବିତ୍ର କାଠ ଆଣିବାକୁ ସୁରୁଣ୍ଡି ଗ୍ରାମ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ…

୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୧।୧(ସ୍ବ.ପ୍ର): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲାରେ ଜମି ହରାଇଥିବା ପ୍ରଜାମାନେ ବଜାର ଦର ଆଧାରରେ କ୍ଷତିପୂରଣ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜା ସମିତି ପକ୍ଷରୁ ସକାଳ ୬ଟାରୁ ସହରର ବ୍ରିଜ୍‌ ଛକଠାରେ…

ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ ମା’ ଭୈରବୀ ମହୋତ୍ସବ, ବୀରନରସିଂହପୁରରେ ଗଡଜାତ ଲୋକ ମହୋତ୍ସବ, ବୌଦ୍ଧରେ ଜିଲା ମହୋତ୍ସବ ପାଳନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri