ବୌଦ୍ଧ

ମଧ୍ୟପ୍ରଦେଶ ଯାଉଥିବା ୨୪ ଶ୍ରମିକଙ୍କୁ ଅଟକାଇଲା ପ୍ରଶାସନ

ବୌଦ୍ଧ, ୩୦ା୩(ସ୍ବ.ପ୍ର): ଢେଙ୍କାନାଳ ଜିଲା ଭୁବନରୁ ମଧ୍ୟପ୍ରଦେଶର ଗୋଆଲିୟରକୁ ଚାଲି ଚାଲି ଯାଉଥିବା ୨୪ ଜଣ ଶ୍ରମିକଙ୍କୁ ବୌଦ୍ଧ ଜିଲା ପ୍ରଶାସନ ଅଟକାଇଛି। ଉକ୍ତ ଶ୍ରମିକମାନେ ଲକଡାଉନ ଯୋଗୁଁ କୌଣସି ଯାନବାହାନ ସୁବିଧା ନପାଇବାରୁ ଚାରିଦିନ ହେଲା ଦିନ ରାତି ଚାଲି…

ଅଜଣା ବୃଦ୍ଧଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବୌଦ୍ଧ, ୩୦ା୩ (ସ୍ବପ୍ର): ବୌଦ୍ଧ ବୁଟୁପାଲିର ଗଙ୍ଗାଧର ସ୍ବେଚ୍ଛାସେବୀ ସମିତି ରବିବାର ଜଣେ ବୃଦ୍ଧଙ୍କ ଶବ ସତ୍କାର କରଛି। ବୌଦ୍ଧ ଆଦର୍ଶ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ନାରାୟଣପୁର ସ୍ବଧାର ଗୃହରେ ରହୁଥିବା ଜଣେ ବୃଦ୍ଧଙ୍କ ରବିବାର ମୃତ୍ୟ ଘଟିଥିବା ନେଇ…

 ୮ ମାସ ହେଲା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଅଚଳ

କଣ୍ଟାମାଳ,୨୫ା୩ (ଡି.ଏନ.ଏ.) ବୌଦ୍ଧ ଜିଲା ଘିକୁଣ୍ଡି ପଞ୍ଚାୟତର ଆମ୍ବଗହଣାରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଏଠିକାର ଜଳଯୋଗାଣ ବ୍ୟବସ୍ଥା ଅଚଳ ହୋଇ ପଡିଥିଲେ ବି ବିଭାଗୀୟ ଅବହେଳାରୁ ଏହା ସଜଡା ଯାଇ ପାରୁନାହିଁ। ଖରାଦିନ ପାଖେଇ ଆସିଥିବାରୁ ପାନୀୟ…

ଜହ୍ନାପଙ୍କ ଛକରେ ବସିଲା ମଙ୍ଗଳବାର ବଜାର

ଜହ୍ନାପଙ୍କ, ୨୫।୩ (ଡି.ଏନ.ଏ): କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରଠାରେ ମଙ୍ଗଳବାର ବସୁଥିବା ସାପ୍ତାହିକ ହାଟ ଜହ୍ନାପଙ୍କ ଛକଠାରେ ବସିଥିବା ଦେଖିବାକୁ ମିଳିଥିଲା । ଏ ନେଇ ପ୍ରଶାସନର ଥିବା ନିର୍ଦ୍ଦେଶକୁ ବ୍ୟବସାୟୀମାନେ ମାନିଥିଲେ…

କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ

କଣ୍ଟାମାଳ,୨୫ା୩(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ୬ଟି ପଦବୀ ଥିବା ଏହି ଡାକ୍ତରଖାନାରେ ୨ ଜଣ ଡାକ୍ତର ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ଜଣେ ଡାକ୍ତର ସ୍ବତନ୍ତ୍ର ଭାବରେ କରୋନା ନିରାକରଣ ପାଇଁ ନିୟୋଜିତ ଥିବା ବେଳେ କେତେଜଣ…

ଲକ୍‌ ଡାଉନକୁ ନେଇ ଦିନ ମଜୁରିଆ ଓ ବ୍ରାହ୍ମଣ ଚିନ୍ତାରେ

ମନମୁଣ୍ଡା,୨୫।୩ (ଡି.ଏନ.ଏ): କରୋନାକୁ ନେଇ ଲକ୍‌ ଡାଉନ ବୋଝ ଉପରେ ନଳିତା ବିଡା ସଦୃଶ ଦେଖାଦେଇଛି । ବିଶେଷ କରି ଦିନ ମଜୁରିଆ, ଶ୍ରମିକ, ମନ୍ଦିର ପୂଜକ ଓ କର୍ମକାଣ୍ଡ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ନାହିଁ ନ ଥିବା ଅସୁବିଧା…

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ

ଜହ୍ନାପଙ୍କ, ୨୦।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ନିଅଁ।ସି, ଦିବ୍ୟାଙ୍ଗମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକାଘର ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ବୌଦ୍ଧ ଜିଲା ସଦର ବ୍ଲକରେ ଇ ଯୋଜନା ବାଟ୍‌ବନା…

ଧାନବସ୍ତା ରଖି ଚାଷୀଙ୍କ ରାଜପଥ ଅବରୋଧ

ବୌଦ୍ଧ, ୧୨ା୩(ସ୍ବପ୍ର): ବୌଦ୍ଧ ଜିଲାରେ ଅଦିନିଆ ବର୍ଷା ଓ ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥାକୁ ନେଇ ଧାନକ୍ରୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଚାଷୀଙ୍କ ଶହଶହ ବସ୍ତାଧାନ ମଣ୍ଡିରେ ପଡିରହି ନଷ୍ଟ ହେଉଛି। ଏପେଟ ଧାନକିଣା ନେଇ ପ୍ରଶାସନର ସବୁ ପ୍ରସ୍ତୁତି ଫେଲ ମାରିଥିବାବେଳେ…

ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨ ହଜାର ଜରିମାନା

ବୌଦ୍ଧ, ୫।୩(ସ୍ବ.ପ୍ର.): ମୋଟର ଯାନ ଆଇନକୁ ଗତ ୧ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ଦିଆଯାଇଥିବା ସମୟ ପୂରଣ ହେବା ପରେ ସବୁଠି ଜୋରଦାର ଧରପଗଡ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨…

ମନ୍ଦିରକୁ ଧକ୍କା ଦେଲା କାର୍‌, ଦମ୍ପତି ଆହତ

ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ଜିଲା ମନମୁଣ୍ଡାର ମେଟାକାନୀ ମନ୍ଦିରରେ ଗୁରୁବାର ଏକ କାର୍‌ ଧକ୍କା ଦେବାରୁ ମନ୍ଦିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି । ସେହିପରି ସମ୍ପୃକ୍ତ କାର୍‌ ମଧ୍ୟ ଚୂରମାର ହୋଇଯାଇଛି । ଅପରାହ୍ନ ପ୍ରାୟ ସାଢ଼େ ୨ଟା…

ମନ୍ଦିର କାନ୍ଥରେ ପିଟିହେଲା କାର୍‌

କଣ୍ଟାମାଳ,୨୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଖଟଖଟିଆ ମେଟାକାନୀ ମନ୍ଦିର କାନ୍ଥରେ ଗୁରୁବାର ମଧ୍ୟାହ୍ନରେ ଏକ କାର୍‌ ପିଟି ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ବେଳେ ଡ୍ରାଇଭରଙ୍କ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନାହିଁ। ଦୁର୍ଘଟଣାରେ ମନ୍ଦିର…

ଉପାନ୍ତ ଗାଁ ବାତେପଙ୍ଗା, ମୌଳିକ ସୁବିଧା ଅପହଞ୍ଚ

ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ବ୍ଲକର ୪୩ଟି ଗ୍ରାମକୁ ନେଇ ଗଠିତ ଶଗଡା ପଞ୍ଚାୟତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇରହିଛି। ମନମୁଣ୍ଡାଠାରୁ ୩୦ କିମି ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ ବାତେପଙ୍ଗା ସମେତ କକଟପଙ୍ଗା, ଶିଗାଡି, ମିନକାସାହି, ଚୁହୁରାକନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?