ବୌଦ୍ଧ

ପରମ୍ପରା ଆଗରେ ହାର ମାନିଲା କଟକଣା : ବୌଦ୍ଧରେ ପାଳନ ହେଲା ଦଣ୍ଡଯାତ୍ରା

ବୌଦ୍ଧ,୧୩।୪(ସ୍ବ.ପ୍ର): ସୋମବାର ଝାମୁଯାତ୍ରା ଅବସରରେ ପରମ୍ପରା ଆଗରେ ହାର ମାନିଛି ସବୁ କଟକଣା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଗ୍ରାମରେ ଦଣ୍ଡପର୍ବ ସହ ବହୁ ପୀଠରେ ଝାମୁଯାତ୍ରା ପାଳନ କରାଯାଇଛି। ଲକଡାଉନ କଟକଣା ଯୋଗୁ ଯଦିଓ ଯାତ୍ରାରେ ସାଧାରଣ ଲୋକ ଅଧିକ…

୪ ଦୋକାନକୁ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୧୨।୪(ସ୍ବ.ପ୍ର): ସାମାଜିକ ନିୟମ ପାଳନ ନ କରିବା ଅଭିଯୋଗରେ ବୌଦ୍ଧ ସହରର ୪ଟି ଦୋକାନକୁ ସିଲ୍‌ କରାଯାଇଥିବା ବେଳେ ଅନେକ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ରବିବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ ସାଇକେଲ ଯୋଗେ ସହର…

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ବୌଦ୍ଧ,୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତର ମହୁମୁଣ୍ଡିଆରେ ଶନିବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୬ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଗ୍ରାମର ଭୋଳେଶ୍ୱର ବେହେରା, ରାଜକିଶୋର ବେହେରା ଓ ତାଙ୍କ…

ବୌଦ୍ଧ ଆରଏସଏସ ପକ୍ଷରୁ ମାସ୍କ ବଣ୍ଟନ

ବୌଦ୍ଧ, ୯ା୪(ସ୍ବ.ପ୍ର)-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ଶାଖା ପକ୍ଷରୁ କରୋନା ସଚେତନତା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାନିଟାଇଜେସନ ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଜିଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଓ ନଗର କାର୍ଯ୍ୟବାହ ପଦ୍ମ…

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ବୌଦ୍ଧ, ୯ା୪(ସ୍ବ.ପ୍ର) ରାଜ୍ୟ ସରକାର ଲକଡାଉନ ସମୟରେ ଗରିବ ଖଟିଖିଆଙ୍କ ପାଇଁ ସହାୟତା ଘୋଷାଣା କରିଛନ୍ତି। ଏହିକ୍ରମରେ ବୌଦ୍ଧ ଜିଲାରେ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ବଣ୍ଟନ ଆରମ୍ଭ ହୋଇଛି। ବାପୁଜୀନଗରଠାରେ ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞନ…

ବୌଦ୍ଧ ଜିଲାର କୋଭିଡ୍‌-୧୯ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ, ୯ା୪(ସ୍ବ.ପ୍ର) କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ବୌଦ୍ଧ ଜିଲାର ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀ, ପୋଲିସ, ଗଣମାଧ୍ୟମ ଏବଂ ସ୍ବେଚ୍ଛାସେବୀମାନେ ଦିନରାତି ନିଜର ସେବା ଜାରି ରଖିଛନ୍ତି। ବୌଦ୍ଧ ସହରର ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ…

ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ ବୌଦ୍ଧ ମଡେଲ ପୋଲିସ ୨୧ଟି ବାଇକ ଜବତ କରି ଚାଳକମାନଙ୍କ ନିକଟରୁ ପାଞ୍ଚଶହ ଟଙ୍କା…

କଲରାପତରିଆ ବାଘର ମୃତ୍ୟୁ

ବୌଦ୍ଧ,୫।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ମହାନଦୀ କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଲେଦେରାକେନ୍ଦୁ ତଥା ନୂଆପଡ଼ା ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବାଘଟି ଜଙ୍ଗଲରେ ମରି ପଡିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ।…

କରୋନା ମୁକାବିଲା ଲାଗି ସଚେତନତା ସୃଷ୍ଟି କରନ୍ତୁ ସ୍ବେଚ୍ଛାସେବୀ : ଜିଲାପାଳ

ବୌଦ୍ଧ, ୨ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ବୌଦ୍ଧ ଜିଲାର ସ୍ବେଚ୍ଛାସେବୀ ସଂଗଠନମାନଙ୍କ ସହିତ ଜିଲାପାଳ ଆଲୋଚନା କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ଲଲାଟେନ୍ଦୁ ମିଶ୍ର ସାମାଜିକ ଦୂରତା ହିଁ…

କରୋନା ଯୋଗୁ ଫିକା ପଡିଲା ବୌଦ୍ଧର ପ୍ରସିଦ୍ଧ ରାମଲୀଳା

ବୌଦ୍ଧ, ୨ା୪(ସ୍ବ.ପ୍ର): ବୌଦ୍ଧ ଜିଲାର ଗଣପର୍ବ ରାମଲୀଳା କରୋନା ଯୋଗୁ ଫିକା ପଡିଛି। ରାମଲୀଳା ଯାତ୍ରା ଆୟୋଜନ ସମ୍ଭବ ନ ଥିବାରୁ ନାଟକ ପ୍ରଦର୍ଶନକୁ ବନ୍ଦ କରାଯିବା ସହିତ ନିରାଡମ୍ବର ଭାବରେ କେବଳ ପ୍ରଭୁଙ୍କ ରୀତିନୀତି ପାଳନ କରାଯିବାକୁ ଯାତ୍ରା କମିଟି…

ବୌଦ୍ଧ ଜିଲାରେ ୮୨ ସଙ୍ଗରୋଧ କେନ୍ଦ୍ର

ବୌଦ୍ଧ, ୩୧ା୩(ସ୍ବପ୍ର): କରୋନା ସଂକ୍ରମଣ ମୁକାବିଲା ପାଇଁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜିଲାରେ ୩ଟି ବ୍ଲକ ଓ ଏନଏସିରେ ୮୨ଟି ସ୍ଥାନକୁ ସଙ୍ଗରୋଧ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି।…

ଲକ୍‌ଡାଉନ କଟକଣାରେ ମଦ ଦେକାନ ଖୋଲା

ବୌଦ୍ଧ, ୩୦ା୩(ସ୍ବପ୍ର): ସାରାଦେଶ ଲକଡାଉନରେ ରହିଥିବାବେଳେ କେବଳ ଜରୁରୀ ସାମଗ୍ରୀ ଦୋକାନଗୁଡିକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସୋମବାର ବୌଦ୍ଧ ଜିଲାର କେତେକ ସ୍ଥାନରେ ମଦ ଦୋକାନଗୁଡିକ ହଠାତ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ମଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?