ବୌଦ୍ଧ

ଦୁଃଶାସନ ହତ୍ୟା ମାମଲା, ୪ଜଣଙ୍କୁ ଅଟକ ରଖି ପୋଲିସର ତନାଘନା

ବୌଦ୍ଧ, ୨୧ା୪(ସ୍ବ.ପ୍ର) ବୌଦ୍ଧ ଥାନା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାଶଲପୁର ଗ୍ରାମ ସମୀପ ଏକ କ୍ଷେତରୁ ରବିବାର ଗଁାର ଦୁଃଶାସନ ଗୁରୁ (୪୫)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା ା ବୌଦ୍ଧ ପୋଲିସ ମୃତଦେହ ଜବତ କରତ ତଦନ୍ତ ଆରମ୍ଭ କରିଥିଲା…

କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ଗଙ୍ଗାଧର ସ୍ବେଛାସେବୀ ସମିତିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ପଥପ୍ରାନ୍ତ…

ଲକ୍‌ ଡାଉନରେ ଭୁଲିଆଙ୍କ କୌଳିକ ବୃତ୍ତି ଠପ୍‌: ଦୁଃଖ ଦୁର୍ଦ୍ଦଶାରେ ପରିବାର

ମନମୁଣ୍ଡା, ୧୯।୪ (ଡି.ଏନ.ଏ.)- ଲାଭ ମିଳୁ ନ ମିଳୁ, କାମ ଛୋଟ ହେଉକି ବଡ କେହି ନିଜର କୌଳିକ ବୃତ୍ତିରୁ ବିଚ୍ୟୁତ ହେବାକୁ ଚାହାନ୍ତି ନାହିଁ । ଏହିପରି ଭୁଲିଆ ଜାତିର ଆବାଳ ବୃଦ୍ଧ, ବୃଦ୍ଧା ନିଜର କୌଳିକ ବୃତ୍ତି ହସ୍ତତନ୍ତ…

ହୋଟେଲ ଉପରକୁ ମାଡିଗଲା ଟ୍ରକ

ବୌଦ୍ଧ, ୧୮ା୪(ସ୍ବ.ପ୍ର.)-ବୌଦ୍ଧ ସହରର ପୂରୁଣା ବ୍ଲକ ଛକଠାରେ ଥିବା ଏକ ହୋଟେଲ ଉପରକୁ ଶନିବାର ଏକ ଟ୍ରକ ମାଡି ଯାଇଥିଲା। ଟ୍ରକ ହୋଟେଲର ଟିଣଛାତ ଓ କାନ୍ଥରେ ମାଡ ହୋଇ ଅଟକି ଯାଇଥିଲା। ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି। ତେବେ…

୨ ଅବକାରୀ ଏଏସ୍‌ଆଇ ନିଲମ୍ବିତ

ବୌଦ୍ଧ,୧୮ା୪(ସ୍ବ.ପ୍ର.)-ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଜୋରସୋର ଉଦ୍ୟମ ଚାଲିଛି। ଏଥିପାଇଁ ଜିଲାସ୍ତରରେ ମଧ୍ୟ କର୍ମଚାରୀମାନଙ୍କୁ କରୋନା ମୁକାବିଲା ପାଇଁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଅବକାରୀ କର୍ମଚାରୀମାନେ ବିଭିନ୍ନ ଥାନା କର୍ମଚାରୀମାନଙ୍କ ସହ ମିଶି କାମ କରିବାକୁ…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ୩ ମାସର ଚାଉଳ ଦେବା ସହିତ ହଜାରେ ଟଙ୍କା ମଧ୍ୟ ଦେବାର ବ୍ୟବସ୍ଥା…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

ପୁରୁଣାକଟକ, ୧୬୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବିଜେଡି ଉପସଭାପତି ତଥା ହରଭଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ ଗୁରୁବାର କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଏକ ଚେକ ଜିଲାପାଳ…

ବିଲରେ ବିଦ୍ୟୁତ ତାର ଲାଗି ଯୁବକଙ୍କ ଦେହ ପୋଡ଼ିଗଲା

ମନମୁଣ୍ଡା, ୧୬।୪ (ଡି.ଏନ.ଏ):ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ରତାଖଣ୍ଡିର ଲବ ପାଣ୍ଡେ(୨୨) ଗୁରୁବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କ ଶରୀରର ବହୁ ଅଂଶ ପୋଡି ଯାଇଛି। ତାଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନା ଏବଂ ପରେ ବୁର୍ଲା…

ସାମାଜିକ ଦୂରତାକୁ ମାନୁନାହାନ୍ତି ବ୍ୟବସାୟୀ

ଜହ୍ନାପଙ୍କ, ୧୫।୪ (ଡି.ଏନ.ଏ): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ହାଟପଦାରେ ବସୁଥିବା ଦୈନିକ ବଜାରରେ ବ୍ୟବସାୟୀମାନେ ଦଳ ଦଳ ହୋଇ ପନିପରିବା ବିକ୍ରି କରୁଥିବା ଦେଖାଯାଉଛି। ଚାଷୀମାନେ ଆଣୁଥିବା ପନିପରିବା ପହଞ୍ଚତ୍ବା ମାତ୍ରେ ତାଙ୍କ ଚାରିପାଖେ ଖୁଚୁରା ବ୍ୟବସାୟୀମାନେ ଘେରି…

ଲକ୍‌ଡାଉନ ଉଲଂଘନ, ୫୧ ଗାଡି ଜବତ

ବୌଦ୍ଧ, ୧୫ା୪(ସ୍ବ.ପ୍ର): ଲକଡାଉନ ନିୟମ ଅମାନିଆ ବାଇକ ଚାଳକଙ୍କୁ ସାବାଡ କରିବାକୁ ବୌଦ୍ଧ ପୋଲିସ ପକ୍ଷରୁ ଉଦ୍ୟମ ହୋଇଛି। ବୁଧବାର ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଗାଡିମୋଟର ଯାଞ୍ଚ କରାଯିବା ସହିତ ୫୧ ଗୋଟି ବାଇକ୍‌ ଜବତ କରାଯାଇଛି। ଜବତ ଗାଡିଗୁଡିକୁ…

ରେଡକ୍ରସ ରିଲିଫ ପାଣ୍ଠିକୁ ସଞ୍ଚିତ ଅର୍ଥ ଦେଲେ ଛାତ୍ରୀ

ବୌଦ୍ଧ, ୧୪ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ମଙ୍ଗଳବାର ବୌଦ୍ଧ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ମୃୁତି ଆରାଧନା ବେହେରା ନିଜ ସଞ୍ଚିତ ଅର୍ଥରୁ ରାଜ୍ୟ ରେଡକ୍ରସ ରିଲିଫ ପାଣ୍ଠିକୁ ୧୨ହଜାର ଟଙ୍କା ଆର୍ଥକ ସହାୟତା ପ୍ରଦାନ କରିଛନ୍ତି।…

ବୌଦ୍ଧରେ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟର

ବୌଦ୍ଧ,୧୩।୪(ସ୍ବ.ପ୍ର): ବୌଦ୍ଧ ପୁରଣା ଜେଲଠାରେ ନୂତନ ଭାବେ କୋଭିଡ୍‌-୧୯ ହେଲ୍‌ଥ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସେଣ୍ଟରର ଉଦ୍‌ଘାଟନ କରିଥିଲେ । ଏହି ହେଲ୍‌ଥ କେୟାର ସେଣ୍ଟରରେ ୧୨୦ଟି ନୂତନ ଶଯ୍ୟା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?