ଭଦ୍ରକ

୧୧ ଦିନ ପାଇଁ ୫୭ ଟ୍ରେନ୍‌ ବାତିଲ

ଭଦ୍ରକ ଅଫିସ,୨୪ା୨:ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ ଅଧୀନ ଭଦ୍ରକ ରାଣୀତାଲ ରେଳଷ୍ଟେଶନ ନିକଟରେ ଭଦ୍ରକ-ନାରାୟଣଗଡ଼ ତୃତୀୟ ଲାଇନ ରେଳପଥ ନିର୍ମାଣ ଲାଗି ଆସନ୍ତା ୨୫ ତାରିଖଠାରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ୧୧ ଦିନ ପାଇଁ ୫୭ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିସହ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଭଦ୍ରକ ଅଫିସ, ୨୧।୨: ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପରିବାର ଆମରଣ ଅନଶନରେ ବସିଛନ୍ତି। ବିନା କବଲାରେ ଜମି ମାଲିକଙ୍କ ଅଗୋଚରରେ ଅନ୍ୟ ବ୍ୟକ୍ତିଙ୍କ ନାମକୁ ଜମି ଚାଲି ଯାଇଥିଲା। ଉକ୍ତ ଜମିକୁ ନିଜ ନାମକୁ ଫେରାଇ ଆଣିବା ପାଇଁ…

ନକଲି ଜର୍ଦା ଜବତ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭଦ୍ରକ ଅଫିସ,୨୧।୨: ଭଦ୍ରକ ପୁରୁଣାବଜ଼ାର ଥାନା କାଯିମହଲାରୁ ପୋଲିସ ନକଲି ଜର୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସୋମବାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ସେକ୍‌ ଅବଦୁଲ କୁମାରଙ୍କୁ ଗିରଫ କରାଯାଇଥିବା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି…

୫ ବର୍ଷ ବିତିଲା, ଦାବି ପୂରଣ ହେଲାନି

ଭଦ୍ରକ ଅଫିସ, ୨୧।୨: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକମାନଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା, କ୍ୟାଡର ପୁନର୍ଗଠନ, ଦୁଇବର୍ଷିଆ ଡିପ୍ଲୋମା ଓ ତା’ର ନାମକରଣ, କାର୍ଯ୍ୟସାରଣୀର ସଂଶୋଧନ ଆଦି ଦାବି ହୋଇଛି। ଏନେଇ ସଂଘ…

୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ, ଜଣେ ଅଟକ

ଭଦ୍ରକ ଅଫିସ, ୨୦।୨: ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହିରେ ପୋଲିସ ସୋମବାର ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ଓ ତିଆରି ସାମଗ୍ରୀ ଜବତ କରିଛି। ଉକ୍ତ ଗ୍ରାମରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବେ ନକଲି…

ଚଳଚଞ୍ଚଳ ତପନେଶ୍ୱର ପୀଠ

ଧୁଷୂରୀ, ୧୮ା୨(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଇଛଦା ଗ୍ରାମରେ ଥିବା ତପନେଶ୍ୱର ପୀଠ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି। ଶନିବାର ମହାଶିବରାତ୍ରି ଉପଲକ୍ଷେ ମନ୍ଦିର ପରିସର ସଜ୍ଜିତ କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି…

ଆଜି ମହାଶିବରାତ୍ରି: ସୁନାବେଶରେ ଦର୍ଶନ ଦେବେ ଆଖଣ୍ଡଳମଣି

ଆରଡି,୧୮।୨( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଉଠିଛି । ଭୋର ୪ଟାରୁ ବାବାଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ହରିବୋଲ, ହୁଳହୁଳି, ଓଁନମୋ ଶିବାୟ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ…

ମହାଶିବରାତ୍ରି: ଆଖଣ୍ଡଳମଣିରେ ବଢ଼ିଲା ସୁରକ୍ଷା

ଆରଡ଼ି,୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠ ଦୁଇବର୍ଷ ପରେ ପୁଣି ମହାଶିବରାତ୍ରିରେ ଉତ୍ସବମୁଖର ହେବ। ଏନେଇ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଦ୍ୱାରା ଶିବରାତ୍ରି ନୀତିକାନ୍ତି ପ୍ରସ୍ତୁତ ହୋଇସାରିଛି।…

ଆଖଣ୍ଡଳମଣି ପୀଠରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆରଡ଼ି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠର ଉନ୍ନତୀକରଣ ପାଇଁ ୬ବର୍ଷ ତଳେ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ତଦନୁଯାୟୀ କାର୍ଯ୍ୟ ମଧ୍ୟ ଚାଲୁ ରହିଥିଲା। ନଭେମ୍ବର ସୁଦ୍ଧା ମନ୍ଦିର ବେଢ଼ା ସମ୍ପ୍ରସାରଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବ…

ଧାନ ବିକ୍ରି ଅପେକ୍ଷାରେ ୩୪ହଜାର ଚାଷୀ

ଭଦ୍ରକ ଅଫିସ, ୧୬।୨: ଭଦ୍ରକ ଜିଲାକୁ ସରକାରଙ୍କ ପକ୍ଷରୁ ମିଳିଥିବା ଟାର୍ଗେଟ୍‌ ସରି ଆସୁଥିବା ବେଳେ ଧାନ ବିକି ନ ପାରିବା ନେଇ ଚାଷୀଙ୍କ ଅସନ୍ତୋଷ ବଢ଼ି ଚାଲିଛି। ଧାନ ବିକି ପାରି ନ ଥିବା ଚାଷୀମାନେ ବିଭିନ୍ନ ସମୟରେ ରାସ୍ତାରୋକୋ…

ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭଦ୍ରକ ଅଫିସ,୧୫।୨: ରାଜ୍ୟରେ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରୁଛି। ବିଜେଡି ଶାସନରେ ଲୋକ ସୁରକ୍ଷିତ ନୁହଁନ୍ତି । ରାଜ୍ୟ ସରକାରଙ୍କ ଅରାଜକତା ଓ ଦୁର୍ନୀତି ବରୋଧରେ ବୁଧବାର ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଭଦ୍ରକରେ ପୂର୍ବତନ…

ବଦଳିଲା ୧୬ ଗାଁର ଠିକଣା

ଧାମନଗର, ୧୫।୨(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ୧୧ ଓ ଭଣ୍ଡାରିପୋଖରୀ ବ୍ଲକର ୫କୁ ମିଶାଇ ମୋଟ ୧୬ ଗଁାର ଠିକଣା ବଦଳିଛି। ଆଗରୁ ଏସବୁ ଗଁାର ଠିକଣା ଯାଜପୁର ଜିଲାର ସମ୍ପୃକ୍ତି ରହୁଥିଲା। ଲୋକେ ଯେତେବେଳେ ଠିକଣା ଲେଖୁଥିଲେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri