ଭଦ୍ରକ

‘ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ’

ଭଦ୍ରକ ଅଫିସ, ୧୧।୪: ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ ଗୋରାମାଟି ଗ୍ରାମରେ ବଧୂହତ୍ୟା ନେଇ ସୋମବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ତିହିଡ଼ି ଥାନା ଜିଞ୍ଝାରପୁର…

ଟ୍ରକ୍‌ ତଳେ ପଶିଗଲା କାର୍‌

ଭଦ୍ରକ ଅଫିସ,୯।୪: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ୪ ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଝାରଖଣ୍ଡ ନମ୍ବର ବିଶିଷ୍ଟ ଦୁଇଟି କାର ବାଲେଶ୍ୱର ଆଡ଼କୁ ଯାଉଥିବା…

ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଗଲା

ଧାମନଗର,୮ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅଧୀନ ଚିଲପଦୀ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଶନିବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦକ୍ଷିଣବାଡ଼ ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ପୁଅ କମଳ ଲୋଚନ(୧୭) ଓ ବାଲେଶ୍ୱର ଜିଲା…

କ୍ୟାନ୍‌ସର ରୋଗୀଙ୍କ ପାଇଁ କେଶ ଦାନ କଲେ ସୁଦାମ

ଆରଡ଼ି, ୮।୪ (ଡି.ଏନ୍‌.ଏ.): ସମାଜସେବା ହେଉଛି ଜୀବନର ବ୍ରତ। ଛାତ୍ର ଅବସ୍ଥାରୁ ଏହି ଭାବନା ନେଇ ଲୋକଙ୍କ ସେବା ଜାରି ରଖିଛନ୍ତି। କେତେବେଳେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଅନ୍ତି ତ ଆଉ କେତେବେଳେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି।…

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ ଅଫିସ,୬ା୪: ଭଦ୍ରକ ଜିଲା ତିହିଡ଼ି ଥାନା ଝିଙ୍କିରିଆରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଖେଳୁଥିବା ବେଳେ ୪ ଶିଶୁ କୀଟନାଶକ ପିଇ ଦେଇଛନ୍ତି। ଫଳରେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସମସ୍ତଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି…

‘ଯ’ ନଦୀରେ ନୂତନ ପୋଲ ନିର୍ମାଣ

ଧାମନଗର, ୬।୪ (ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମ ଦେଇ ଯାଇଥିବା ‘ଯ’ ନଦୀ ଉପରେ ଥିବା କଂକ୍ରିଟ ପୋଲ ଦୀର୍ଘବର୍ଷ ହେଲା ବିପଦସଙ୍କୁଳ ଅବସ୍ଥାରେ ଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା…

ତାତିଲେ ମହିଳା, ନିଆଁରେ ମଦ ଢାଳିଲେ

ଭଦ୍ରକ ଅଫିସ, ୫ା୪: ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ତାତିଲେ ମହିଳା। ବିକ୍ରେତାଙ୍କ କ୍ୟାବିନ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ନିଆଁରେ ମଦ ଢାଳି ନଷ୍ଟ କରିଛନ୍ତି। ଏପରିକି ଘଟଣାସ୍ଥଳକୁ ଯାଇଥିବା ପୋଲିସ ଭ୍ୟାନ୍‌କୁ ଅଟକାଇଥିଲେ। ଭଦ୍ରକ ବ୍ଲକ…

ଘରବାରି କିସମ ଜମିରେ ପୋଖରୀ ଖନନକୁ ବିରୋଧ

ଭଦ୍ରକ ଅଫିସ, ୫ା୪: ଘରବାରି କିସମ ଜମିରେ ବେଆଇନ ପୋଖରୀ ଖନନ ଯୋଗୁ ଘର ଭୁଶୁଡ଼ିବା ଆଶଙ୍କାରେ ପ୍ରତିବାଦ କରି ଏକ ପରିବାର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ…

ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ବର୍ଣ୍ଣ

ଭଣ୍ଡାରିପୋଖରୀ, ୫ା୪(ସ୍ବ.ପ୍ର.): କ୍ରୀଡ଼ା କ୍ଷେତ୍ରରେ ଭଦ୍ରକ ଜିଲା ସମେତ ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଦାସ ଏବେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଚଳିତ…

ଗାଧୋଇବା ବେଳେ ନଦୀରେ ବୁଡି ୩ ମୃତ

ଭଦ୍ରକ ଅଫିସ,୪।୪: ଭଦ୍ରକ ବ୍ଲକ ନାଳିଆ ନଦୀ ହରିପୁର ଘାଟରେ ମଙ୍ଗଳବାର ଗାଧୋଉଥିବା ବେଳେ ୩ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ହରିପୁର ଗ୍ରାମର ପ୍ରଣୟ ଲେଙ୍କା (୧୭), ସ୍ମୃତି ରଞ୍ଜନ ସ୍ବାଇଁ,…

ଜାତୀୟ ପ୍ରତିଯୋଗିତାରେ ମଧୁସ୍ମିତାଙ୍କ ସଫଳତା

ଧାମନଗର,୪।୪ (ଡି.ଏନ.ଏ.): ଜାତୀୟ ହ୍ବିଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇ ଗୌରବ ଆଣିଛନ୍ତି ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତ ରାମେଶ୍ବରପୁର ଗ୍ରାମର ମଧୁସ୍ମିତା ସାହୁ (୨୯)। ହରିଆଣାର କର୍ନାଲଠାରେ ଗତ ମାସରେ ଆୟୋଜିତ…

ରାତିରେ ଶୋଇଥିଲେ, ହେଲେ ସକାଳୁ ଉଠିଲେନି

ପଦ୍ମପୁର, ୩ା୪(ଡି.ଏନ.ଏ.): ଭଦ୍ରକ ବ୍ଲକ ଅଧୀନ ଜିତାନଗା ଗ୍ରାମରେ ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ରକରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ବାବୁଲି ଦାସ(୨୪)। ସୂଚନା ଅନୁଯାୟୀ, ରବିବାର ରାତିରେ ସେ ନିଜ ରୁମ୍‌ରେ ଶୋଇଥିଲେ। ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri