ବନ୍ଧା ହେଲେ ପୂର୍ବତନ ସରପଞ୍ଚ
ଭଦ୍ରକ ଅଫିସ, ୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ପୂର୍ତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି । ଗତ ୬ ତାରିଖରେ ବାରଭାଗ ଶାସନ ଗ୍ରାମରେ ବିଭିନ୍ନ ଫଣ୍ଡରୁ ମୋଟ ୩୯ ଲକ୍ଷ…
ଆଉ ୪୮ ଘଣ୍ଟା ୧୪୪ ବଳବତ୍ତର
ଭଦ୍ରକ ଅଫିସ,୧୫।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀରେ ଗତ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଅଁା ଲାଗି ୨ ଅପରେଟର ଗୁରୁତର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଶାସନ ପକ୍ଷରୁ…
ଆମ୍ବ ଚୋରି ପାଇଁ ୫ ନାବାଳକଙ୍କୁ ପିଟିଥିଲେ : ବାନ୍ଧିଲା ପୋଲିସ
ଭଦ୍ରକ ଅଫିସ, ୧୪।୪: ଗଛରୁ ଆମ୍ବ ଚୋରି ପାଇଁ ଦଣ୍ଡ ଘଟଣାରେ ପୋଲିସ ଗଛ ମାଲିକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଜଳଙ୍ଗା ଆଦିବାସୀ ସାହିର ୫ଜଣ ନାବାଳକ ଗୁରୁବାର ଅପରାହ୍ନରେ ଗଁା ମୁଣ୍ଡରେ ଥିବା ଏକ ଆମ୍ବ ଗଛରୁ ଆମ୍ବ…
ଆମ୍ବ ଚୋରି କରିବାରୁ ୫ ଜଣ ପିଲାଙ୍କୁ ନିସ୍ତୁକ ମାଡ: ମାଲିକ ଥାନାରେ ଅଟକ
ଭଦ୍ରକ ଅଫିସ,୧୪।୪: ଆମ୍ବ ଚୋରି କରିବାକୁ ନେଇ ଗଛ ମାଲିକ ୫ ଜଣ ପିଲାଙ୍କୁ ନିର୍ମମ ଭାବେ ପିଟିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ମାଡ ମାରିଥିବା…
ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିବା ଘଟଣା: ଜାରି ହୋଇଥିବା ୧୪୪ ଧାରା ଆଉ ୪୮ଘଣ୍ଟାକୁ ବୃଦ୍ଧି
ଭଦ୍ରକ ଅଫିସ, ୧୪।୪: ଭଦ୍ରକ ଜିଲାର ଏକ କମ୍ପାନୀ ଗେଟ୍ର ୨୦୦ ମିଟର ଅଞ୍ଚଳରେ ବୁଧବାରରୁ ଜାରି ରହିଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ଦୁଇ…
ଆଜି ମହାବିଷୁବ ସଂକ୍ରାନ୍ତି: ବାବା ଆଖଣ୍ଡଳମଣିଙ୍କ ପୀଠ ଉତ୍ସବ ମୁଖର
ଆରଡ଼ି,୧୪ା୪(ଡି.ଏନ୍.ଏ.): ଆଜି ମହାବିଷୁବ ସଂକ୍ରାନ୍ତି। ଏହି ଉପଲକ୍ଷେ ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଉତ୍ସବ ମୁଖର ହୋଇଉଠିଛି। ବାବା ଆଖଣ୍ଡଳମଣି ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଶୁକ୍ରବାର ଭୋର୍ ୪.୩୦ରେ ମନ୍ଦିର ପହଡ଼ ଖୋଲାଯାଇ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି…
ଦୁଇ ଶ୍ରମିକ ପୋଡ଼ି ଗୁରୁତର ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଭେଟିଲା ଶ୍ରମିକ ସଂଘ
ଭଦ୍ରକ ଅଫିସ,୧୩ା୪: ଭଦ୍ରକ ରାନ୍ଦିଆ ଫେକର କମ୍ପାନୀରେ ଦୁଇ ଶ୍ରମିକ ପୋଡ଼ି ଗୁରୁତର ଘଟଣାରେ ତଦନ୍ତ କରି ଅବହେଳା କରିଥିବା ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକ ସଂଘ ଗୁରୁବାର ଜିଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛି। ଏହି ଘଟଣାରେ ପୋଲିସ ଅଟକ…
ଜଳିଗଲା ୩ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଆରଡ଼ି,୧୨ା୪(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଭୂଇଁପୁର ଗାଁର ସୁସ୍ମନ୍ତ ବିଶ୍ୱାଳଙ୍କ ୩ ବଖର ବୁଧବାର ସମ୍ପୂର୍ଣ୍ଣ ଜଳିଯାଇଛି । ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀ ନିଆଁକୁ ଆୟତ୍ତ…
ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ଘଟଣା: ୧୪୪ ଧାରା ଜାରି
ଭଦ୍ରକ ଅଫିସ, ୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉକ୍ତ କମ୍ପାନୀ ଗେଟ୍ର ୨୦୦ ମିଟର ଅଞ୍ଚଳରେ ବୁଧବାର ୧୪୪ ଧାରା ଜାରି…
ପୋଡ଼ିହୋଇ ୨ ଶ୍ରମିକ ଗୁରୁତର
ଭଦ୍ରକ ଅଫିସ,୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଅଁା ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏଥିପାଇଁ ଅନ୍ୟ ଶ୍ରମିକ ଓ କର୍ମଚାରୀମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି କାର୍ଯ୍ୟବନ୍ଦ କରିଥିଲେ। ଏହାକୁ ନେଇ…
ଟ୍ରାକ୍ଟରରୁ ଖସିପଡି ନାବାଳିକା ମୃତ
ଭଦ୍ରକ ଅଫିସ,୧୧।୪: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଝାଟିଆ ଅଞ୍ଚଳ କେନାଲ ବନ୍ଧଠାରେ ମଙ୍ଗଳବାର ଟ୍ରାକ୍ଟରରୁ ଖସିପଡି ୪ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକା ଝିଅଟି ଟ୍ରାକ୍ଟରରେ ବସି ଯାଉଥିବା ବେଳେ ଖସି ପଡିଥିଲା l ପଡିଯିବା ପରେ ଟ୍ରାକ୍ଟରଟି…
‘ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ’
ଭଦ୍ରକ ଅଫିସ, ୧୧।୪: ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ ଗୋରାମାଟି ଗ୍ରାମରେ ବଧୂହତ୍ୟା ନେଇ ସୋମବାର ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ତିହିଡ଼ି ଥାନା ଜିଞ୍ଝାରପୁର…
Archives


