ରାଣୀତାଲ କେନାଲବନ୍ଧ କାମ ନିମ୍ନମାନର ଅଭିଯୋଗ
ଭଦ୍ରକ ଅଫିସ, ୩୧।୫: ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ଅଧୀନ ରାଣୀତାଲ କେନାଲର ବାମପାଶର୍ବରେ ଆର୍ଡି ୦୧.୫୦ କିଲୋମିଟରରୁ ୧୦.୫୦ କିଲୋମିଟର ପର୍ଯ୍ୟନ୍ତ ୪ କୋଟି ୨୯ ଲକ୍ଷ ୩୭ହଜାର ୫୧୦ଟଙ୍କା, ସେହି କେନାଲର ଆର୍ଡି ୧୦.୫୦ କି.ମି.ଠାରୁ ୧୩...
୨ ବାଇକ୍ ମୁହାଁମୁହିଁ: ଚାଲିଗଲା ଯୁବକଙ୍କ ଜୀବନ
ଭଦ୍ରକ ଅଫିସ, ୨୯।୫: ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହ ବାଇପାସ୍ ନିକଟରେ ସୋମବାର ୨ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସାବରଙ୍ଗ ଅଞ୍ଚଳର ଭଜୁ କିଶୋର ବେହେରାଙ୍କ ପୁଅ ପ୍ରଫୁଲ୍ଲ। ସେ ବାଇକ୍ରେ...
ଜେଇଙ୍କୁ ମାଡ ଘଟଣା : ସମିତି ସଭ୍ୟାଙ୍କ ସ୍ବାମୀ ନିଲମ୍ବିତ
ଭଦ୍ରକ ୨୯।୫: ଭଦ୍ରକ ଜିଲା ଧାମନଗରରେ ଜେଇଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ସୋମବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛ। ଏହି ଘଟଣାରେ ସମିତି ସଭ୍ୟାଙ୍କ ସ୍ବାାମୀ ନିଲମ୍ବିତ ହୋଇଛନ୍ତି । ସେହିପରି ସହକାରୀ ଶିକ୍ଷକ ସଞ୍ଜିତ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଜେଇଙ୍କୁ...
ଜନ ସମ୍ପର୍କ ଅଭିଯାନକୁ ଭାଜପାର ଗୁରୁତ୍ୱ
ଭଦ୍ରକ ଅଫିସ/ଭଦ୍ରକ (ସ୍ବ.ପ୍ର.),୨୬ା୫- ଭଦ୍ରକ ଜିଲା ଭାଜପାର କାର୍ଯ୍ୟକାରିଣୀ ବୈଠକ ସଂସ୍କୃତି ଭବନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଲୋକସଭା କ୍ଷେତ୍ରର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ...
୨୦ ବିଦ୍ୟାଳୟକୁ ଟିଭି ପ୍ରଦାନ
ଭଣ୍ଡାରିପୋଖରୀ,୨୬।୫ (ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍ର ୨୦ ବିଦ୍ୟାଳୟକୁ ଏଲ୍ସିଡି ଟିଭି ପ୍ରଦାନ କରାଯାଇଛି। ବଳଦେବଜୀଉ ନୋଡାଲ, ନାଆମୀ, ବୟାବନାପୁର, ସାରୋ, ରାଜେନ୍ଦ୍ରପୁର, ଆଖୁଆପଦା, ସଂପୋଇ, ବାହାଦୁଲନଗର, ଚଞ୍ଛିଣା, ଜଳମଣ୍ଡୁଆ, କୁରିଗାଁ, ମାଳଦା, ମୁଢ଼ାପଦା, ନିର୍ଗୁଣ୍ଡି, ପାଇମହୁରା,...
ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ଚାନ୍ଦବାଲି,୨୬ା୫(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ପ୍ରେମ ନିବେଦନ କରିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ଉକ୍ତ ନର୍ସ ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାନ୍ଦବାଲି ଥାନାରେ...
ଶ୍ୱଶୁର ଘରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ
ଭଦ୍ରକ ଅଫିସ,୨୫ା୫ ଭାଇ ବାହାଘରକୁ ସ୍ବାମୀଙ୍କୁ ନେଇ ସାଥୀରେ ଆସିଥିଲେ ଭଉଣୀ। ଭଲରେ ଖାଇପିଇ ରାତିରେ ସ୍ତ୍ରୀ-ସ୍ବାମୀ ଶୋଇଥିଲେ। କିନ୍ତୁ ରାତିରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଲା କେଜାଣି ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ ବେକକୁ ଧାରୁଆ ଛୁରିରେ କାଟି...
ଆଜି ଦେବ ଦମ୍ପତ୍ତିଙ୍କ ବିବାହ
ଆରଡି, ୨୪।୫( ଡି.ଏନ.ଏ.): ଆଜି ଶିବ ବିବାହ। ଏହି ଉପଲକ୍ଷେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ସକାଳଠାରୁ ଉତ୍ସବମୁଖର ହୋଇଉଠିଛି। ପୂର୍ବାହ୍ନ୍ଣରେ ହନୁମାନ ମହାପ୍ରଭୁ ବରଧରା ବେଶରେ ନଗର ଭ୍ରମଣ କରୁଛନ୍ତି। ଶହଶହ ଭକ୍ତ ବରଧରା ଶୋଭାଯାତ୍ରାରେ ସାମିଲ...
ଧୈର୍ଯ୍ୟ ସହ ପରୀକ୍ଷାକୁ ବୁଝିନେଲେ ସଫଳତା ନିଶ୍ଚିତ: ଶୁଭାଙ୍ଗୀ
ଭଦ୍ରକ ଅଫିସ/ସ୍ବ.ପ୍ର., ୨୪।୫: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୪୮ ର଼୍ୟାଙ୍କ୍ରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲାର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ(୨୬)। ଭଦ୍ରକ ବଙ୍କସାହିର ସାଇବର ଦୋକାନୀ ସତ୍ୟନାରାୟଣ ଖୁଣ୍ଟିଆ ଓ ସବିତା ଖୁଣ୍ଟିଆଙ୍କ ଝିଅ ଶୁଭାଙ୍ଗୀ। ସେ ପୂର୍ବରୁ...
ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା କଣ୍ଟେନର : କେନାଲରେ ପଡ଼ିଲେ ଯୁବକ
ଭଦ୍ରକ ଅଫିସ,୨୩।୫: ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ଛକ କଲ୍ୟାଣମଣ୍ଡପ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ବିଦ୍ୟୁତ୍ ଖୁଣ୍ଟକୁ କଣ୍ଟେନର ଧକ୍କା ଦେବାରୁ କେବୁଲ ତାର ଛଡ଼ି ପଡିଥିଲା। ସେହି ସମୟରେ ଜଣେ ଯୁବକ ଏକ...
ଅଧା କାମ କରି ଛାଡ଼ିଦେଲେ
ଭଦ୍ରକ ଅଫିସ, ୨୩ା୫ (ସ୍ବ.ପ୍ର.): ଭଦ୍ରକ ବ୍ଲକର ସାତଭଉଣି-ଚୁଡ଼ାକୁଟି ରାସ୍ତା କାମ ଅଧାପନ୍ତରିଆ ହୋଇ ରହିଛି। ଫଳରେ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାରୁ ମେଟାଲଗୁଡ଼ିକ ବାହାରିଯାଇଛି। ଦୁଇଚକିଆ କିମ୍ବା ଚାରିଚକିଆ ଯାନ ଯାତାୟାତ ବେଳେ ଚକ ମେଟାଲ...
ଦ୍ୱିତୀୟ ଦିନରେ ଉଚ୍ଛେଦ କାର୍ଯ୍ୟ
ଭଦ୍ରକ ଅଫିସ,୨୨ା୫: ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାରଠାରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ସୋମବାର ଦ୍ୱିତୀୟ ଦିନରେ ଚାଲିଛି l ପ୍ରଥମ ଦିନରେ ମୋଚି ଛକଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ...
Archives


