୧.୪୦ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ
ଭଦ୍ରକ ଅଫିସ, ୧୯ା୬(ସନାତନ ରାଉତ): ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧୀନ ୨୧ ନଂ. ୱାର୍ଡର ହେଲାସାହିରେ ୨ଟି ଜାଗାରେ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା...
ଗୋରୁ ବୋଝେଇ ଗାଡ଼ି ଜବତ, ଚାଳକ ଫେରାର
ଭଣ୍ଡାରିପୋଖରୀ, ୧୯।୬ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ରବିବାର ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ କରିଛି। ସୂଚନା ଅନୁଯାୟୀ, ଟ୍ରକ୍ଟି କଟକ ପଟୁ ୧୯ ଗୋରୁଙ୍କୁ ବୋଝେଇ କରି ବାଲେଶ୍ୱର ଅଭିମୁଖେ ଆସୁଥିବା...
ବିଦ୍ୟୁତ୍ ଶର୍ଟସର୍କିଟରୁ ଜଳିଗଲା ୩ ବଖରା
ବାସୁଦେବପୁର,୧୮।୬(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଶୁଙ୍ଗୁଡ଼ା ଗ୍ରାମରେ ବିଦ୍ୟୁତ୍ ଶର୍ଟସର୍କିଟ୍ ଯୋଗୁ ସେକ୍ ସମସୁଲଙ୍କ ୩ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ତାଙ୍କ ଘରୋଇ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ବିଧାୟକ ବିଷ୍ଣୁବ୍ରତ ରାଉତରାୟ,...
ରୂପାନ୍ତରଣ ହେବ କାନ୍ତକବିଙ୍କ ଜନ୍ମପୀଠ
ଚାନ୍ଦବାଲି/ବାସୁଦେବପୁର/ଧାମନଗର/ଭଣ୍ଡାରିପୋଖରୀ,୧୩ା୬ (ଡି.ଏନ.ଏ./ସ୍ବ.ପ୍ର.): ୫-ଟି ସଚିବ ଭି. କେ. ପାଣ୍ଡିଆନ ଭଦ୍ରକ ଗସ୍ତ ଅବସରରେ ସୋମବାର ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ବନ୍ଦେ ଉତ୍କଳ ଜନନୀର...
ସଭାସ୍ଥଳରେ ଅସୁସ୍ଥ ହୋଇପଡ଼ିଲେ ୫ ମହିଳା
ବାସୁଦେବପୁର, ୧୨।୬ (ଡି.ଏନ.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରିପ୍ରେକ୍ଷୀରେ ସୋମବାର ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମିଶନ ଶକ୍ତି ମହିଳାମାନଙ୍କୁ ନେଇ ସଭା ଚାଲିଥିଲା। ଏହି ସମୟରେ ପ୍ରଚଣ୍ଡ...
ଅର୍ଥ ଶୋଷ ଅଭିଯୋଗ ଖଣ୍ଡନ କଲେ କଳାକାର ସଙ୍ଘ ଉପ ସଭାପତି
ଭଦ୍ରକ ଅଫିସ, ୧୨।୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଳାକାର ସଙ୍ଘ ଉପ ସଭାପତିଙ୍କ ବିରୋଧରେ ଗତ ୯ ତାରିଖରେ ବାସୁଦେବପୁର ସଙ୍ଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜିଲା ସଂସ୍କୃତି କାର୍ଯ୍ୟାଳୟରେ ଅବାଧ ପ୍ରବେଶ ସହ...
ତିହିଡ଼ି ବଜାରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ
ତିହିଡ଼ି,୧୨ା୬ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବଜାରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନେ ବର୍ଷା ହେଲେ ସପ୍ତାହକ ପର୍ଯ୍ୟନ୍ତ ପାଣି ଜମି ରହୁଛି। ରାସ୍ତାର ଉଭୟପାର୍ଶ୍ୱରେ ବର୍ଷା ପାଣି ଜମି ରହିବା ଫଳରେ ଦୁର୍ଗନ୍ଧ ହେବା ସହ ପରିବେଶ...
ପୋତିଦେଲେ ନାଳ, ସମସ୍ୟା ଭୋଗିବେ ଚାଷୀ
ବନ୍ତ,୧୨।୬(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତ କୁଆଁର୍ଦ୍ଦା ଗ୍ରାମରେ ପାଣି ନାଳକୁ ପୋତି ଦିଆଯାଇଥିବାରୁ ଚାଷୀମାନେ ସମସ୍ୟା ଭୋଗିବେ ବୋଲି ଅଭିଯୋଗ କରିଛନ୍ତି। ନାଳର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ...
ପରିତ୍ୟକ୍ତ ଅବସ୍ଥାରେ ତିହିଡ଼ି ଡାକବଙ୍ଗଳା
ତିହିଡ଼ି, ୧୧।୬(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଡାକବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏକଦା ଚଳଚଞ୍ଚଳ ରହୁଥିବା ଡାକବଙ୍ଗଳାର ସବୁ କୋଠରୀରେ ଏବେ ତାଲା ଝୁଲୁଛି। ଉପର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ପାଣି ଗଳି କୋଠରୀ ଭିତର ଅବସ୍ଥାକୁ...
ଯାତ୍ରାକୁ ଆସିଲେନି ନିଶା ମହାରଣା: ଦର୍ଶକ ବୋହିନେଲେ ଚେୟାର
ପଦ୍ମପୁର,୯ା୬(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଞ୍ଚାୟତର ଏକଡାଳଠାରେ ଯାତ୍ରା ଚାଲିଥିଲା। ଗୁରୁବାର ରାତିରେ ନିଶା ମହାରଣା ଆସିବେ ବୋଲି କମିଟି ପକ୍ଷରୁ ପ୍ରଚାର କରାଯାଇଥିଲା। ହେଲେ ନିଶା ନ ଆସିବାରୁ ଦର୍ଶକ ରାଗି ଚେୟାର ସବୁ ଷ୍ଟେଜ୍କୁ...
ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ
ତିହିଡି,୭।୬(ଡି.ଏନ.ଏ): ଭଦ୍ରକ-ଚାନ୍ଦବାଲି ରାସ୍ତାର ସିନ୍ଦୋଳ ପଣ୍ତା ପୋଖରୀ ଛକରେ ବୁଧବାର ସକାଳେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଜଳଧର ମଳିକ (୫୮) ଏବଂ ତାଙ୍କ ଘର ତିହିଡି ଥାନା ବାରୋ ପଞ୍ଚାୟତ...
ମୃତକଙ୍କୁ ଏମ୍ପିଙ୍କ ଶ୍ରଦ୍ଧାଞ୍ଜଳି
ତିହିଡ଼ି,୬ା୬ (ଡି.ଏନ.ଏ.)-ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୁବେରା ଗ୍ରାମର ହରିହର ସାହୁଙ୍କ ମୃତ୍ୟୁ ଘଟିଛି। ଏମ୍ପି ମଞ୍ଜୁଲତା ମଣ୍ଡଳ ମଙ୍ଗଳବାର କୁବେରା ଗ୍ରାମକୁ ଯାଇ ମୃତ ହରିହରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ...
Archives


