ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ କଟିଗଲେ କର୍ମଚାରୀ
ତିହିଡ଼ି,୨୪ା୯(ସଞ୍ଜିତ ବଳ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମୁକୁନ୍ଦପୁର ଗ୍ରାମର ଆର୍ଏମ୍ଏସ୍ (ରେଲଓ୍ବେ ମେଲ୍ ସର୍ଭିସ) କର୍ମଚାରୀ ପ୍ରମୋଦ ନାୟକ(୫୦)ଙ୍କ ଟ୍ରେନ୍ରେ କଟି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରମୋଦ କୋଲକାତାରେ ଆରଏମ୍ଏସ୍ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସେ…
ସ୍ବାସ୍ଥ୍ୟକର୍ମୀଙ୍କୁ ହତ୍ୟା ଅଭିଯୋଗ
ଧାମନଗର,୧୭।୯(ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ ବସନ୍ତ ସାହୁ (୪୦)ଙ୍କ ମୃତଦେହ ଶନିବାର ସକାଳେ ଏକ ପୋଖରୀ ହୁଡ଼ାରୁ ପୋଲିସ ଜବତ କରିଛି। ମୃତ ବସନ୍ତଙ୍କ…
ବିଦ୍ୟୁତଖୁଣ୍ଟରେ ପିଟିହେଲା ସ୍କୁଟି: ଜଣେ ଛାତ୍ର ମୃତ, ଦୁଇ ଗୁରୁତର
ଚାନ୍ଦବାଲି,୧୫ା୯(ଅଶୋକ କୁମାର ପଣ୍ଡା): ଚାନ୍ଦବାଲି କଲେଜ ଇଣ୍ଡୋର ଷ୍ଟାଡିୟମ ରୋଡ୍ରେ ଶୁକ୍ରବାର ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ, ତିନି…
୧୪୬ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନିଜସ୍ବ ଗୃହ
ଧାମନଗର,୧୫।୯(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକରେ ୧୪୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଘର ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠି ଅଙ୍ଗନୱାଡି କର୍ମୀଙ୍କ ଘରେ ପାଠ ପଢ଼ୁଛନ୍ତି। ସେହିପରି ଆଉ କେଉଁଠି…
ଜୁଲୁସ୍ରେ ବାହାରିବ ୬୦ ମେଢ଼
ଭଦ୍ରକ,୧୨।୯(ସନାତନ ରାଉତ): ବଡ଼ ସରକାର ବାବାଙ୍କ ଉର୍ସ ଉତ୍ସବ ଓ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଏସ୍ପି ବରୁଣ…
ବିନା ଟେଣ୍ଡରରେ ଚାଲିଛି ୨.୬୮ କୋଟିର କାର୍ଯ୍ୟ
ଚାନ୍ଦବାଲି, ୧୨।୯ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ଡାକ୍ତରଖାନା ଯୋଜନାରେ ଆରମ୍ଭ ହୋଇଛି ବିକାଶମୂଳକ କାର୍ଯ୍ୟ। ୨ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଡାକ୍ତରଖାନା ପରିସରରେ ସୌନ୍ଦର୍ଯ୍ୟକରଣ ଓ ରୋଗୀମାନଙ୍କ ବିଭିନ୍ନ ସୁବିଧା…
ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ
ତିହିଡ଼ି,୧୦ା୯(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକରେ ରବିବାର ମଧ୍ୟାହ୍ନରେ ଏକ ଟ୍ରକ୍ ସହ ମାଲବାହୀ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ କେଦାରପୁର ଗ୍ରାମର…
ଏବେ ନଦୀକୂଳକୁ ନା
ଚାନ୍ଦବାଲି,୬।୯(ଅଶୋକ ପଣ୍ଡା): ଏବେ ବିଭିନ୍ନ ନଦୀରେ କୁମ୍ଭୀର ଭୟ। ଏପରିକି ନଦୀକୂଳରୁ ଲୋକଙ୍କୁ ଟାଣି ନେଇ କୁମ୍ଭୀର ମାରି ଦେଉଛି। ଗତ ୩ ମାସ ମଧ୍ୟରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଡ଼ୋଶୀ କେନ୍ଦ୍ରାପଡ଼ା, ଯାଜପୁର ଜିଲାର ବ୍ରାହ୍ମଣୀ ଓ ବିରୂପା…
ଶରତ ପାଢ଼ୀ ଆର୍ପିଏଫ୍ର ଅତିରିକ୍ତ ମହାନିର୍ଦ୍ଦେଶକ
ତିହିଡ଼ି,୪।୯ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ଗ୍ରାମର ଶରତ ଚନ୍ଦ୍ର ପାଢ଼ୀ ଆରପିଏଫ୍ର ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ ପ୍ରଥମ ଓଡ଼ିଆ ଭାବେ ଅବସ୍ଥାପିତ ହୋଇଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ରୀୟ ରେଳବାଇର ପ୍ରଧାନ ମୁଖ୍ୟ ସୁରକ୍ଷା…
ଚାଉଳ ମିଳିଲାନି, ଯୋଗାଣ ଅଧିକାରୀଙ୍କୁ ପିଟିଲେ
ବାସୁଦେବପୁର, ୫ା୯(ନାରାୟଣ ପ୍ରସାଦ ବାରିକ):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କରଞ୍ଜଆଡ଼ିଆ ପଞ୍ଚାୟତର ୭ଶହ ହିତାଧିକାରୀ ଚଳିତବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚ ମାସର ପିଡିଏସ୍ ଚାଉଳ ପାଇ ନାହାନ୍ତି। ତାହା ସେମାନେ କେବେ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇପାରିଲା ନାହିଁ। ଏନେଇ…
ବିଜେଡିର ମିଶ୍ରଣ ପର୍ବ
ବାସୁଦେବପୁର,୪।୯ (ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ଶନିମନ୍ଦିର ନିକଟରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା…
ଖରିଫ ଧାନ ବିକ୍ରିରେ କମିଲା ଚାଷୀଙ୍କ ପଞ୍ଜୀକରଣ
ଭଦ୍ରକ, ୪।୯(ସନାତନ ରାଉତ): ଭଦ୍ରକ ଜିଲାରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଶେଷ ହୋଇଛି। ଜିଲାରେ ୧୫୫ ମଣ୍ଡିରେ ୮୩ ହଜାର ୮୬୭ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା ସତ୍ତ୍ୱେ ଚାଷୀ…
Archives


