ଭଦ୍ରକ

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାସୁଦେବପୁର,୭।୧(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର- ଜାମୁଝାଡ଼ି ରାସ୍ତାର ମଖଲପୁର ଛକଠାରେ ୨ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।…

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଦାବି ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ହେବ

ଭଦ୍ରକ,୬।୧(ସନାତନ ରାଉତ): ଡ୍ରାଇଭର ସଙ୍ଘ ନିଷ୍ପତ୍ତି କ୍ରମେ ଶନିବାର ଭଦ୍ରକ ଡ୍ରାଇଭର ସଙ୍ଘ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ବସିଛନ୍ତି । ହିଟ୍‌ ଆଣ୍ଡ ରନ୍‌ ଘଟଣାରେ ଡ୍ରାଇଭରଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ପ୍ରଣୟନ ହୋଇଥିବା ଆଇନ ପ୍ରତ୍ୟାହାର…

ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ସଂଗ୍ରାମ କରୁଛି ବିଜେଡି: ସଞ୍ଜୟ

ଭଦ୍ରକ,୩।୧(ସନାତନ ରାଉତ): କୃଷି, ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ରେଳ ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ହକ୍‌ ପ୍ରଦାନ ଓ ରାଜ୍ୟ ସ୍ବାର୍ଥ ରକ୍ଷା ପାଇଁ ବିଜେଡି ସବୁବେଳେ ସଂଗ୍ରାମ ଜାରି ରଖିଛି ବୋଲି ମଙ୍ଗଳବାର ଭଦ୍ରକସ୍ଥିତ ଦଳୀୟ କାର୍ଯ୍ୟାଳୟରେ…

ଋଣ ଆଣି କରିଥିଲେ ଚାଷ: ଜଳିଗଲା ଫସଲ

ଚାନ୍ଦବାଲି,୨ା୧(କିଷାନ ପାତ୍ର): ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାଲିଦାଣ୍ଡି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ଟି ଧାନଗଦା ଜଳିଯାଇଛି। ଗ୍ରାମର ଦେବେନ୍ଦ୍ର ନାୟକ ୫ ଏକର ଜମିର ଦୁଇଟି ଧାନ ଗଦା ବିଲରେ ରଖିଥିବା ବେଳେ ନିଆଁ ଲାଗି ଯାଇଥିଲା। ଦମକଳ…

ପୋଲିସ ମାଡ଼ରେ ଜଣେ ଗୁରୁତର

ଭଦ୍ରକ,୩୧ା୧୨(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡ଼ା ପୋଲିସ ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଆଗରପଡ଼ା ଥାନା ଅଧୀନ କାଣ୍ଡବା ପୋଲ ନିକଟରେ ପୋଲିସ ଶନିବାର ରାତିରେ ଏହି ଘଟିଛି ଘଟଣା।…

ରାଜନୀତିକୁ ବ୍ୟବସାୟୀକରଣ କରାଯାଉଛି: ନିରଞ୍ଜନ

ଭଣ୍ଡାରିପୋଖରୀ, ୨୯।୧୨ (ରବିନାରାୟଣ ଖିଲାର): ରାଜନୀତିକୁ ବ୍ୟବସାୟୀକରଣ କରାଯାଉଛି। ସରକାରୀ ଅର୍ଥକୁ ବିପୁଳ ଭାବେ ଅପବ୍ୟୟ କରାଯାଉଛି। ଆଜିର ଦିନରେ ରାଜ୍ୟରେ ସାମାଜିକ, ଗଣତାନ୍ତ୍ରିକ, ଅର୍ଥନୈତିକ, ନ୍ୟାୟର ସୁରକ୍ଷା ପାଇଁ କଂଗ୍ରେସ ସବୁବେଳେ ଲଢ଼େଇ ଜାରି ରଖିଛି। ଭଣ୍ଡାରିପୋଖରୀର ଦୁଃଖ କଣ୍ଟିଘାଇ…

ଦିନିକିଆ ଭଦ୍ରକ ଗସ୍ତରେ ରାଜ୍ୟପାଳ

ଭଦ୍ରକ,୨୯ା୧୨(ସନାତନ ରାଉତ): ଦିନିକିଆ ଭଦ୍ରକ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାଶ। ଶୁକ୍ରବାର ସକାଳେ ରାଜ୍ୟପାଳ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ପିଲା ଓ ତାଙ୍କ ଅଭିଭାବକମାନଙ୍କ ସହ ପୋଷଣ ଯୋଜନା, ପାଠପଢ଼ା ଓ ପୁଷ୍ଟିକର ଖାଦ୍ୟ…

ଜମିବାଡ଼ି ବିବାଦକୁ ନେଇ ହଣାକଟା, ୬ ଗୁରୁତର

ଭଦ୍ରକ,୨୯ା୧୨(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଚରମ୍ପା ବରଳାପୋଖରୀରେ ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ହଣକଟା ହୋଇଛି। ଫଳରେ ଉଭୟ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁଯାୟୀ,…

ଘରେ ପଶି ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ଼

ଭଦ୍ରକ,୨୨ା୧୨: ଜଣେ ଅବସରପ୍ରାପ୍ତ ସିଡିଏମ୍‌ଓଙ୍କ ଘରେ ପଶି ଦୁର୍ବୃତ୍ତମାନେ ଛୁରାମାଡ଼ କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲାର ଟାଉନଥାନା ଅନ୍ତର୍ଗତ ଚାରିଘରିଆରେ। ଯାଜପୁରର ପୂର୍ବତନ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ରଘୁନାଥ ପାଢ଼ୀ ତାଙ୍କ ନିଜ ଘର…

ବାଲେଶ୍ୱର-ଭଦ୍ରକ ଲୋକାଲ ଟ୍ରେନ ଭଡ଼ା କମିବ

ଭଦ୍ରକ,୨୧ା୧୨(ସନାତନ ରାଉତ): କୋଭିଡ୍‌ ସମୟରୁ ଓଡ଼ିଶାରେ ସମସ୍ତ ଲୋକାଲ ଟ୍ରେନ୍‌ରେ ଏକ୍ସପ୍ରେସ୍‌ ଭଡ଼ା ଲାଗୁ କରାଯାଇଥିଲା। ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଲୋକାଲ ଟ୍ରେନ୍‌ରେ ୨୦ ଟଙ୍କା ଭଡ଼ା ନିଆଯାଉଥିବା ବେଳେ ଭଦ୍ରକରୁ ବାଲେଶ୍ୱର ଯାଉଥିବା ଯାତ୍ରୀଙ୍କଠାରୁ ୪୦ ଟଙ୍କା ଭଡ଼ା ନିଆଯାଉଥିଲା।…

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ

ଭଦ୍ରକ, ୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାକୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମିଳିଥିବା ଭ୍ରାମ୍ୟମାଣ ଗାଡ଼ିରେ ଚିକିତ୍ସା ପାଇଁ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ ଯାଇଥିବା ବେଳେ ଘଟଣାସ୍ଥଳରେ ହଟହଟା ହେବାକୁ ପଡ଼ିଛି। ସୋମବାର ଭଦ୍ରକ ସହର ଜାନୁଗଞ୍ଜରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର…

ମିଲେଟ ଚାଷ ପାଇଁ ବଢୁଛି ଆଗ୍ରହ

ଭଦ୍ରକ,୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାରେ ଚଳିତ ଖରିଫ ଋତୁରେ ନୂଆକରି ମିଲେଟ ଚାଷ କରାଯାଇଛି। ବ୍ୟବସାୟିକ ଫାଇଦା ଓ ସରକାରୀ ପ୍ରୋତ୍ସାହନ ବିଶେଷ କରି ମାଣ୍ଡିଆ ଚାଷୀଙ୍କୁ ଆକୃଷ୍ଟ କରିଛି। ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ମିଲେଟ୍‌ ମିଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri