ଭଦ୍ରକ

ତେଲଙ୍ଗାନାରେ ଫଶିିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ

ପଦ୍ମପୁର,୨୭ା୩(ଡି.ଏନ୍‌.ଏ.)- କରୋନାର ମୁକାବିଲା ଲାଗି ସମଗ୍ର ଦେଶରେ ଲକ୍‌ ଡାଉନ୍‌ ଲାଗୁ ହୋଇଥିବା ଘରକୁ ଫେରି ନ ପାରି ଓଡ଼ିଶାର ଭଦ୍ରକ ଜିଲାର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ତେଲଙ୍ଗାନା ରାଜ୍ୟର ମେହବୁବନଗରରେ ଫଶିି ରହିଛନ୍ତି। କାମ ବନ୍ଦ ହୋଇଯାଇଥିବା ବେଳେ ନିତ୍ୟ…

ବାଉଁଶ ବାନ୍ଧି ଗାଁ ରାସ୍ତା ବନ୍ଦ କଲେ ମହିଳା

ଭଦ୍ରକ ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି। ହେଲେ କଟକଣାକୁ ନ ମାନି କେତେକ ଲୋକ ଲକ୍‌ଡାଉନ ସମୟରେ ବାହାନା ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ…

କରୋନା କଟକଣା: ନିୟମ ମାନିବାକୁ ତାଗିଦ୍‌, କାଲିଠୁ ନିଆଯିବ କାର୍ଯ୍ୟାନୁଷ୍ଠାନ

ଆରଡି,୨୬।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧୀନରେ ଥିବା ୪ ପଞ୍ଚାୟତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗାରେ ଧୂଷୁରୀ ଥାନା ପୋଲିସ ଓ ଚାନ୍ଦବାଲି ତହସିଲ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ମିଳିତ ଚଢାଉ କରାଯାଇଛି…

ଦୂରତା ଅବଲମ୍ବନ କରିବାକୁ ଶିଖାଇଲା ପୋଲିସ

ଆରଡି, ୨୬। ୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡିରେ ଥିବା ଏକ ଘରୋଇ ବ୍ୟାଙ୍କରେ ଗ୍ରାହକମାନେ ଧାଡ଼ିରେ ଛିଡ଼ାହୋଇ ଦୂରତା ଅବଲମ୍ବନ କରିବାକୁ ଆରଡି ଫାଣ୍ଡି ପକ୍ଷରୁ ଗୁରୁବାର ପଦକ୍ଷେପ ନିଆଯାଇଛି । ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସମ୍ପୃକ୍ତ…

ଗୋଟିଏ ବାଇକ୍‌କୁ ଲିଟରେ ପେଟ୍ରୋଲ

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକ ଲାଗି ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୋଟିଏ ବାଇକ୍‌କୁ ସର୍ବାଧିକ ଏକ ଲିଟର ପେଟ୍ରୋଲ ଦେବା ସକାଶେ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ସାରା…

୨୨ କଏଦୀ ସ୍ଥାନାନ୍ତର

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ସବ୍‌ଜେଲରେ କ୍ଷମତା ଠାରୁ ପ୍ରାୟ ଦୁଇଗୁଣା କଏଦୀ ରହି ଆସୁଥିଲେ। ଜେଲ୍‌ ପରିସରରେ ସାମାଜିକ ଦୂରତା ପାଳନ ହେଉ ନ ଥିବା ନେଇ ଧରିତ୍ରୀରେ ଏକ ଖବର ମଙ୍ଗଳବାର ପ୍ରକାଶ ପାଇଥିଲା। ଏହାପରେ ଜେଲ ଉଚ୍ଚ…

ପନିପରିବା, ଗ୍ରସେରି ଦୋକାନ ଲାଗି ପରିବର୍ତ୍ତିତ ନିୟମ

ଭଦ୍ରକ ଅଫିସ,୨୬ା୩ – ଲକ୍‌ଡାଉନ ପରିପ୍ରେକ୍ଷୀରେ ଭଦ୍ରକ ସହରରେ ସାମାଜିକ ଦୂରତା ଅବଲମ୍ବନ କରିବା ନିମନ୍ତେ ଜିଲା ପ୍ରଶାସନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ନିୟମର କେତେକ ପରିବର୍ତ୍ତନ ଆଣିଛନ୍ତି। ଲକ୍‌ଡାଉନ ସମୟ ମଧ୍ୟରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉଠା…

ଭଦ୍ରକ ସହରରେ ଲକ୍‌ଡାଉନ୍‌: ନିୟମ ଉଲ୍ଲଂଘନ କରି ୩, ଗୁଜବ ପ୍ରଚାର କରି ୧ ଗିରଫ

ଭଦ୍ରକ ଅଫିସ, ୨୫।୩: ଭଦ୍ରକ ସହରରେ ଲକ୍‌ଡାଉନ୍‌ ନିୟମ ନ ମାନି ପୋଲିସ ଦ୍ୱାରା ତିନି ଜଣ ଗିରଫ ହୋଇଛନ୍ତି। ଟାଉନ ପୋଲିସ ପଇଁତରା ମାରୁଥିବା ସମୟରେ ଏମାନେ କିଏ ଦୋକାନ ଖୋଲି ଗିରଫ ହୋଇଛନ୍ତି ତ ଅନ୍ୟ କିଏ ସହରରେ…

ଲକ୍‌ଡାଉନ୍‌କୁ ନେଇ କଳାବଜାରି ସକ୍ରିୟ: ଭଦ୍ରକ ସହର ବନ୍ଦ ଘରୁ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ

ଭଦ୍ରକ ଅଫିସ,୨୫।୩: ଭଦ୍ରକ ସହରର ଏକ ବନ୍ଦ ଘର ଭିତରୁ ବୁଧବାର ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ଖବର ପାଇ ଟାଉନ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ନରିପୁର ଅଞ୍ଚଳରେ ଚଢ଼ାଉ କରି ଏହି ମଦ ଜବତ…

ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି କରୁଛନ୍ତି ଦୋକାନୀ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ କରୋନା କଟକଣା ଦେଖିବାକୁ ମିଳୁନାହିଁା ସାରା ଜିଲା ଲକ୍‌ଡାଉନ ଘୋଷଣା ପରେ ବି ପଡୋଶୀ ଯାଜପୁର, କେନ୍ଦ୍ରାପଡା ଜିଲାର କିଛି ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ବାଇକ୍‌ରେ ବୁଲୁଛନ୍ତି। ବୁଧବାର ସକାଳ ୬ଟାରୁ ବେତାଳିଗାଁ,…

କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

ଧାମନଗର,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେସବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ କରୋନା ନେଇ ଗୁଜବ ପ୍ରଚାର ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବରହମପୁର ଗ୍ରାମର ଦୁର୍ଯ୍ୟୋଧନ କୁଣ୍ଡୁଙ୍କୁ ଗିରଫ କରିଛି । ଏହି ବ୍ଲକର ଧୂଷୁରୀ ଥାନା…

କରୋନା କଟକଣା: ନୀରବି ଯାଇଛି ଆରଡ଼ି ପୀଠ, ୩୫୦ ବର୍ଷ ମଧ୍ୟରେ ନ ଥିଲା ଏପରି ପ୍ରତିବନ୍ଧକ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥାଏ। ହେଲେ କରୋନା ଭାଇରସ୍‌ ପାଇଁ ଶୁକ୍ରବାରଠାରୁ କଟକଣା ଜାରି କରାଯାଇଛି। ଫଳରେ ୬ ଦିନ ହେଲାଣି ଆଉ ଶୁଭୁନି ହରିବୋଲ, ହୁଳହୁଳି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri