ଭଦ୍ରକ

ଯାତ୍ରୀବାହୀ ବସ୍‌ରେ ନିଆଁ: ଯୁବତୀ ଆହତ

ତିହିଡ଼ି,୭।୩(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଏକ ଯାତ୍ରୀବାହୀ ବସ୍‌ରେ ଶନିବାର ନିଆଁ ଲାଗିଛି। ବ୍ୟାଟେରି ଜଳିଯିବାରୁ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ତିହିଡ଼ି ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଛି। ଓମ ବାବା ଟ୍ରାଭେଲ୍‌ସ ନାମକ ବସ୍‌ଟି ସକାଳେ ଚାନ୍ଦବାଲିରୁ…

ମୋବାଇଲ ଟାଓ୍ବାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ

ବାସୁଦେବପୁର,୬।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ସମିଆ ଗ୍ରାମରେ ୩ଟି ମୋବାଇଲ ଟାୱାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଛି। ଟାୱାର ବସାଇବାକୁ ଟଙ୍କା ଦେଇ ଠକାମିର ଶିକାର ହୋଇଥିବା ଗ୍ରାମର ଲକ୍ଷ୍ମୀଧର ଘୋଷ ଓ…

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୂପଣ ଦାବିରେ ଚାଲିଥିବା ଅନଶନ ପ୍ରତ୍ୟାହୃତ

ବନ୍ତ, ୬।୩(ସ୍ବ.ପ୍ର.): ଭଦ୍ରକ ଜିଲା ଚାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ଦାବିରେ ଚକ୍ରାପାଢୀ ଗ୍ରାମବାସୀ ଗୁରୁବାରଠାରୁ ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ତେବେ ପ୍ରତିଶ୍ରୁତି ପରେ ଶୁକ୍ରବାର ଗ୍ରାମବାସୀ ଅନଶନ ଭଙ୍ଗିଛନ୍ତି। ଅନଶନର ଦ୍ୱିତୀୟ…

୬ ବର୍ଷ ବିତିଲା, ଗଡ଼ିଲାନି ସିଟିବସ୍‌

ଭଦ୍ରକ ଅଫିସ,୬।୩ – ଦିନକୁ ଦିନ ଜନାକୀର୍ଣ୍ଣ ହେଉଛି ଭଦ୍ରକ ସହର। ସଡ଼କ ଓ ରେଳ ଯୋଗାଯୋଗ କ୍ଷେତ୍ରରେ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଭଦ୍ରକ ପୌରପାଳିକାରେ ସିଟିବସ୍‌ ସେବା ଏଯାଏ ଆରମ୍ଭ ହୋଇପାରି ନାହିଁ। ଫଳରେ ଦିନକୁ…

୪ ଦିନ ହେଲା ଗାଁରେ ଜଳୁନି ଚୁଲି

ବନ୍ତ,୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଏକ ଗାଁରେ ଗତ ୪ ଦିନ ହେବ ଅଗ୍ନିକାଣ୍ଡ ଗୁଜବ ବ୍ୟାପିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଭୟରେ କେହି ନିଜ ଘରେ ଚୁଲି ଜଳାଉ ନାହାନ୍ତି। ଏପରିକି ନିଆଁ ଲାଗିବା ଗୁଜବ…

ବିବାହ ବାର୍ଷିକରେ ରୋଗୀଙ୍କୁ ଫଳ ବାଣ୍ଟିଲେ

ବନ୍ତ,୫।୩(ସ୍ବ.ପ୍ର.)-ନିଜ ବିବାହ ବାର୍ଷିକରେ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବାଣ୍ଟି ପ୍ରଶଂସା ସାଉଣ୍ଟିଛନ୍ତି ବନ୍ତ ବ୍ଲକ ସରମରା ଗ୍ରାମର ଦମ୍ପତି ପ୍ରିୟବ୍ରତ ରାଉତ ଓ ଶୁଭଶ୍ରୀ ରାଉତ। ଏହି ଦମ୍ପତି ଗୁରୁବାର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବାଣ୍ଟିବା ସହ…

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୂପଣ ଦାବିରେ ଅନଶନ

ବନ୍ତ,୫।୩(ସ୍ବ.ପ୍ର.): ଭଦ୍ରକ ଜିଲା ଚାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ଦାବିରେ ଚକ୍ରାପାଢ଼ୀ ଗ୍ରାମବାସୀ ଗୁରୁବାର ଅନଶନରେ ବସିଛନ୍ତି। ଚକ୍ରାପାଢ଼ୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବରେ ଚାଲିଥିବା ପଞ୍ଚାୟତ ଗୃହ ସମ୍ମୁଖରେ ଏହି ଅନଶନ ଜାରି…

ଆଜିଠୁ ଭଣ୍ଡାରିପୋଖରୀ ମୁନ୍‌ସୀ ମେଳଣ: ସମ୍ପର୍କ ଯୋଡ଼େ ଫଗୁଖେଳ

ଭଣ୍ଡାରିପୋଖରୀ,୫।୩(ଡି.ଏନ.ଏ.)- ଭଦ୍ରକ ଜିଲାର ପ୍ରସିଦ୍ଧ ଭଣ୍ଡାରିପୋଖରୀ ମୁନସୀ ମେଳଣ ଗୁରୁବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ମେଳଣ ଚାଲିବ। ଏ ନେଇ ପୋଲିସ ଓ ମୁନସୀ ମେଳଣ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଫଗୁ ରଙ୍ଗରେ ଭିଜିବେ ରାଧାଗୋବିନ୍ଦଜୀଉ ଠାକୁର।…

ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା: ରିଟେଲର ନିଲମ୍ବିତ

ତିହିଡ଼ି,୪।୩(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗରେ ରିଟେଲର ମୁରଲୀଧର ମାଝୀଙ୍କୁ ଉପଜିଲାପାଳ ନିଲମ୍ବନ କରିଛନ୍ତି। ଉପଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ. ୫୪ ତା ୩।୩।୨୦ ରିଖରେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।…

କଣ୍ଟେନରକୁ ପଛରୁ ଧକ୍କା ଦେଲା ଇଣ୍ଡିକା: ଜଣେ ମୃତ, ତିନି ଗୁରୁତର

ଭଦ୍ରକ ଅଫିସ, ୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା-ଧାମରା ଓଭରବ୍ରିଜ ନିକଟରେ ଇଣ୍ଡିକା ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ବାସୁଦେବପୁର ସୁରେଶରପୁର ଗ୍ରାମର କଟି ମଲ୍ଲିକ ବୋଲି ଜଣାପଡିଛି। ପ୍ରକାଶ…

ଫାଇଲ୍‌ରେ ଅଟକିଛି ଭଦ୍ରକର ମାଷ୍ଟରପ୍ଲାନ

ଭଦ୍ରକ ଅଫିସ, ୪ା୩- ସରକାରଙ୍କ ଗେଜେଟ୍‌ ନୋଟିଫିକେସନ୍‌କୁ ଇତି ମଧ୍ୟରେ ୩ ବର୍ଷ ପୂରିଲା, ହେଲେ ଭଦ୍ରକ ମାଷ୍ଟର ପ୍ଲାନ ଭିତ୍ତିରେ ଆଶାତୀତ କାର୍ଯ୍ୟକାରୀ ହୋଇ ପାରିଲାନି। ଯୋଜନା କାର୍ଯ୍ୟକାରୀ ହେବା ଦୂରେ ଥାଉ ଯୋଜନାର ଅଗ୍ରଗତିକୁ ନେଇ ଏବେ ଅନ୍ଧାରରେ…

ରିଟେଲରଙ୍କୁ ନିଲମ୍ବନ ଦାବିରେ ଭାଜପା କର୍ମୀଙ୍କ ଅନଶନ

ତିହିଡ଼ି,୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଭାଜପା ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା କରିଥିବା ରିଟେଲରଙ୍କୁ ନିଲମ୍ବନ ଦାବିରେ ଭାଜପା କର୍ମୀ ଅନଶନରେ ବସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?