ଭଦ୍ରକ

ପୋଡି ହୋଇ ଯୁବତୀଙ୍କ ଜୀବନ ଗଲା

ତିହିଡି,୫।୪(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡି ଥାନା ବାରସର ପଞ୍ଚାୟତ ଅଧୀନ ମୁଟୁରିଗଡ ଗ୍ରାମରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ତ ଘଟି ଭାବଗ୍ରାହୀ ରାଉତଙ୍କର ୩ବଖରା ଘର ଜଳିଯାଇଛି। ନିଆଁରେ ପୋଡି ହୋଇ ଭାବଗ୍ରାହୀଙ୍କ ଝିଅ କବିତା ରାଉତଙ୍କ ମୃତ୍ୟୁ ଘଟିଛି। ପୋଲିସ ଏକ…

ଗାଁକୁ ସାନିଟାଇଜ କଲେ ଯୁବଗୋଷ୍ଠୀ

ଆରଡ଼ି,୫।୪(ଡି. ଏନ.ଏ.): କରୋନା ମୁକାବିଲା ଲାଗି ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନ ଷାଠିବାଙ୍କୁଡା ଗ୍ରାମର କେତେକ ଯୁବକ ରବିବାର ନିଜ ଗାଁକୁ ସାନିଟାଇଜ କରିଛନ୍ତି। ସେମାନେ ନିଜ ଖର୍ଚ୍ଚରେ ସାନିଟାଇଜ କିଣି ଗାଁ…

ଅସହାୟଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

ଭଣ୍ଡାରିପୋଖରୀ ,୫।୪ (ଡ଼ି.ଏନ.ଏ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ଵସବାସ କରୁଥିବା ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ସରପଞ୍ଚ ମନୋଜ ନାୟକଙ୍କ ତତ୍ତ୍ଵାବଧାନରେ ରାନ୍ଧଖାଦ୍ୟ ବିତରଣ କରାଯାଉଛି। ପଞ୍ଚାୟତର ସିମିଳିଆ,ମଳିପଦି,ମହାମାଲ୍ୟା ପ୍ରଭୃତି…

ଶଟଡାଉନ ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ଭଦ୍ରକ ଅଫିସ,୫।୪ : ଭଦ୍ରକ ସହରର ଶଟଡାଉନ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଏ. ଅଭୟ। ସେ ସହରର ମୁଖ୍ୟ ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ପୁରୁଣା ବଜାର ଅଞ୍ଚଳ ବୁଲି ଥିଲେ। ତାଙ୍କ ସହ ବାଲେଶ୍ୱର ଆଇଜି…

ଭିକାରି ଓ ଭୋକିଲାଙ୍କୁ ରନ୍ଧା ଖାଦ୍ୟ

ଭଦ୍ରକ ଅଫିସ, ୪।୪: ୪୮ ଘଣ୍ଟିଆ ଶଟଡାଉନ ସମୟରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ପୌରପାଳିକା ପକ୍ଷରୁ ନିକଟରେ ବନ୍ତ ଛକ ବସ ଷ୍ଟାଣ୍ଡ ପୋଲ ତଳୁ ଉଦ୍ଧାର କରାଯାଇଥିବା ଭିକାରି, ଭୋକିଲା, ଅସ୍ଥାୟୀ ଶିବିର ରେ ଥିବା…

ବିଶୋଧନ ହେଲା ଭଦ୍ରକ ସହର

ଭଦ୍ରକ ଅଫିସ , ୪।୪- ଭଦ୍ରକରେ ଗତକାଲି ୨ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଗତକାଲିଠାରୁ ଭଦ୍ରକ ପୌରାଞ୍ଚଳରେ…

ସଟ୍‌ଡାଉନ୍‌ ପରିସୀମା ବଢିଲା

ଭଦ୍ରକ ଅଫିସ, ୪।୪- ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଗାଁ ରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତିରେ ଭଦ୍ରକର ଦୁଇ ଜଣ କରୋନା ରୋଗୀ ଚି଼ହ୍ନଟ ହେବାପରେ ଚରମ୍ପା ନିକଟସ୍ଥ ଏରେଇଁ ପଂଚାୟତ ଅଞ୍ଚଳ କୁ ମଧ୍ୟ ଏହି…

ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ୯ ଗିରଫ

ଭଦ୍ରକ ଅଫିସ,୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର, କଟକ…

୪୮ ଘଣ୍ଟା ଭଦ୍ରକ ସଟ୍‌ ଡାଉନ୍‌

ଭଦ୍ରକ ଅଫିସ,୩।୪ – ଭଦ୍ରକ ପୌରାଞ୍ଚଳ ତଥା ପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ରାତି ୮ରୁ ରବିବାର ରାତି ୮ ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ୪୮ ଘଣ୍ଟା ମଧ୍ୟରେ…

ମେଡିକାଲ ପରିସରରେ ନାଗ

ଭଣ୍ଡାରିପୋଖରୀ, ୩ା୪ (ଡ଼ି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଗୁରୁବାର ଅପରାହ୍ନରେ ଏକ ନାଗ ସାପ ଉଦ୍ଧାର କରାଯାଇଛି। ପ୍ରାୟ ୫ ଫୁଟ ଲମ୍ବର ଏହି ସାପଟି ମେଡିକାଲ ପରିସରରେ ବୁଲୁଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲା। ଖବରପାଇ…

ପ୍ରଶାସନ ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ

ଭଦ୍ରକ ଅଫିସ, ୨ା୪-ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ନିରାଶ୍ରୟ, ବହିରାଗତ, ଦିନମଜୁରିଆ, ବାହାରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ବାହାର ଜିଲା ତଥା ବାହାର ରାଜ୍ୟରୁ ଆସି ଭଦ୍ରକରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଜିଲାର…

ଜନ୍ମଦିନରେ ବାଣ୍ଟିଲେ ସାନିଟାଇଜର, ମାସ୍କ

ବନ୍ତ,୨ା୪(ଡି.ଏନ୍‌.ଏ.)-ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଆତଙ୍କିତ ହୋଇପଡିଥିବା ବେଳେ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆସ୍ଥିତ ଫ୍ରେଣ୍ଡସ୍‌ କ୍ଲବର ସମ୍ପାଦକ ମୁକ୍ତିକାନ୍ତ ପଣ୍ଡା କରୋନା ପାଇଁ ନିଜର ଜନ୍ମ ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?