ଭଦ୍ରକ

ନିରାଡମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ ଅଫିସ,୧୭।୪: ନିରାଡ଼ମ୍ବର ଭାବେ ଶୁକ୍ରବାର ଭଦ୍ରକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ପରିସରରେ ସାମାଜିକ ଦୂରତ୍ୱ ରଖାଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା। ଏହି ସମୟରେ ଅନ୍ୟ ମାନଙ୍କ…

୧୪ ହଜାର ୪ ଶହ ଜରିମାନା ଦେଲେ ଆଇନ ଉଲ୍ଲଂଘନକାରୀ

ବନ୍ତ,୧୭।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ବେଳେ ଗୁରବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଧୀନରେ ୯ ଜଣ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ୧୪ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ା ବନ୍ତ ଥାନା…

କରୋନା ଯୁଦ୍ଧରେ କର୍ତ୍ତବ୍ୟରତ ମହିଳା ଅଧିକାରୀ, ଧନ୍ୟବାଦ ଜଣାଇଲା ଜିଲା ପ୍ରଶାସନ

ବନ୍ତ,୧୬ା୪(ଡି.ଏନ୍‌.ଏ.) : ମହାମାରୀ କରୋନା ଲକ୍‌ଡାଉନ୍‌ ସମୟରେ ରାତିରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର ୨ ମହିଳା ଅଧିକାରୀ ଲୋକମାନଙ୍କ ସୁରକ୍ଷା ପାଇଁ ରାତିରେ ଘୂରି ବୁଲୁଛନ୍ତି। ଏହି ଦୁଇ…

୧୦ ଗ୍ରାମ୍‌ ବ୍ରାଉନ ସୁଗାର ଜବତ

ଭଦ୍ରକ ଅଫିସ, ୧୬ା୪-ଭଦ୍ରକ ଜିଲା ପୁରୁଣାବଜାର ପୋଲିସ ବୁଧବାର ଧନାଟୋଲା ଅଞ୍ଚଳରୁ ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏନେଇ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଏଥିପୂର୍ବରୁ ଭଦ୍ରକ ଟାଉନ ପୋଲିସ ବନ୍ତଛକ ପୋଲ ତଳେ ପ୍ରାୟ ୩୨…

ଲକ୍‌ ଡାଉନ ଉଲ୍ଲଂଘନକାରୀ ଗଣିଲେ ଜରିମାନା

ବନ୍ତ,୧୬।୪(ଡି.ଏନ୍‌.ଏ.): କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ବୁଧବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଲକ୍‌ ଡାଉନ ଉଲଂଘନକାରୀଙ୍କ ଠାରୁ ୬ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ମାକ୍ସ ବ୍ୟବହାର କରି ନ…

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ

ଭଦ୍ରକ ଅଫିସ, ୧୫ା୪: ଭଦ୍ରକ ଜିଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରୁ କଟକଣା ବୁଧବାର ହଟାଇ ଦିଆଯାଇଥିଲେ ମଧ୍ୟ ଲକ୍‌ଡାଉନ ଜାରି…

ଭଣ୍ଡାରିପୋଖରୀରେ କଂଗ୍ରେସ ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

ଭଣ୍ଡାରିପୋଖରୀ,୧୫।୪ (ଡି.ଏନ୍‌.ଏ.): ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିନିଧିଭାବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପିସିସି ସଭ୍ୟ ସୁବ୍ରତ ଦାସ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତର ଗୁଣୁପୁର ଆଦିବାସୀ ସାହି, ପଦିନାରାୟନପୁର, ବଇଁଆ ବନାପୁର ଓ ନଗୁଆଁ ପଞ୍ଚାୟତର ବାଘମରା…

ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

ବନ୍ତ,୧୫ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଅସହାୟ ଲୋକମାନେ ଖାଇବା ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଘରପଦା, ଦୋଳପଦୀ…

ସାନିଟାଇଜେସନ୍‌ ହେଲା ବଜାର ଅଞ୍ଚଳ

ବନ୍ତ,୧୫ା୪(ଡି.ଏନ୍‌.ଏ.) : କରୋନା ମହାମାରୀ ସଂକ୍ରମଣ ପ୍ରତିହତ ପାଇଁ ସରକାରଙ୍କ ପକ୍ଷରୁ ବିିଭିନ୍ନ ବଜାର ଅଞ୍ଚଳକୁ ସାନିଟାଇଜେସନ କରାଯାଉଛି। ଏହିକ୍ରମରେ ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ତାରିଣୀ ଛକଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ସାନିଟାଇଜେସନ୍‌ କରାଯାଇଛି। ଆଗରପଡ଼ା…

ଯୁବକଙ୍କୁ ମାଡମାରି ୩ ଗିରଫ

ଆରଡି, ୧୫ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ସନ୍ତରା ଗ୍ରାମର ଜଣେ ଯୁବକକୁ ମାଡମାରି ୨ ଜଣ ପୁରୁଷ ଓ ଜଣେ ମହିଳା ବୁଧବାର ଗିରଫ ହୋଇଛନ୍ତିା ସୂଚନା ଅନୁସାରେ, ସନ୍ତରା ଗ୍ରାମର ଦଶରଥ ସେଠୀ…

ନିଆଁରେ ପୋଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ବନ୍ତ, ୧୫ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ନୂଆପୋଖରୀ ଗ୍ରାମରେ ମଙ୍ଗଳବାର ସକାଳେ ଜଣେ ବିବାହିତା ମହିଳା ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ…

ଧାମନଗର ବ୍ଲକରେ ହେଲା ସାନିଟାଇଜ

ଧାମନଗର,୧୪ା୪(ଡି.ଏନ.ଏ.)-ଧାମନଗର ବ୍ଲକରେ ପ୍ରମୁଖ ବଜାର ଗୁଡିକୁ ଧାମନଗର ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି। ଧାମନଗର ବ୍ଲକ, ଧାମନଗର ବଜାର, ଦୋବଲ, ଧୂଷୁରୀ, ଅସୁରାଳୀ ସମେତ ମଙ୍ଗଳବାର ସହିଦ ନଗର ବଜାରକୁ ସାଇନିଟାଇଜ କରାଯାଇଛି। ସମସ୍ତ ବଜାରରେ ଦୋକାନ ସମେତ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?