ଭଦ୍ରକ

ଆରଡ଼ିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆରଡି,୨୫ା୪(ଡି.ଏନ୍‌.ଏ.)- ଭଦ୍ରକ ଜିଲାର ଆରଡି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିିଆ ଶଟ୍‌ଡାଉନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛିା ଗୁରୁବାର ଆରଡି ଫାଣ୍ଡି ପୋଲିସ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗା ଓ ଗାଁରେ…

ସବୁଆଡେ ଖଁ। ଖଁ।

ଭଦ୍ରକ ଅଫିସ, ୨୫ା୪- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସବୁ ସ୍ତରରେ ଚିନ୍ତା ବଢିଛି। ଜିଲାବାସୀ ଏକ ପ୍ରକାର ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ଶୁକ୍ରବାର ଏକାଦିନେ ୫ ପଜିଟିଭ ଚିହ୍ନଟ ହେବା ପରେ…

ଭଦ୍ରକର ନୂଆ ବ୍ଲକ୍‌କୁ ଡେଇଁଲା କରୋନା: ଜିଲାରେ ପୁଣି ୪ କରୋନା ପଜିଟିଭ୍‌

ଭଦ୍ରକ ଅଫିସ, ୨୪।୪- ଶୁକ୍ରବାର ଭଦ୍ରକରେ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପୂର୍ବରୁ ଭଦ୍ରକ ସହର ସମେତ ଭଣ୍ଡାରିପୋଖରୀ ବ୍ଲକ ଓ ବାସୁଦେବପୁର ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଅପରାହ୍ନରେ…

ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଆକ୍ରାନ୍ତ ମାମଲାରେ ଯାଜପୁର, ବାଲେଶ୍ୱରକୁ ଟପିଲା ଭଦ୍ରକ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗୋଟିଏ ଦିନରେ ଭଦ୍ରକ ଜିଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ୱାରା ଜିଲାରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପ୍ରଥମେ ରାଜ୍ୟରେ ଖୋର୍ଦ୍ଧା ଅଧିକ ସଂକ୍ରମିତ ଜିଲା ଭାବେ ରେଡ୍‌ ଜୋନ୍‌ରେ ଥିବା ବେଳେ ଏବେ…

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବନ୍ତ,୨୪।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ଗ୍ରାମର ଯୁବକ ସଂଘ ତରଫରୁ ଛୟାଳସିଂ, ଆମ୍ବଗଢିଆ, ଗଣିଜାଙ୍ଗ ତରଡିପାଳ ଆଦିବାସୀ ସାହିର ପ୍ରାୟ ୭୦ ଜଣ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ସଚେତନ କରାଯାଇଛି। ଏହି କାର୍ଯ୍ୟରେ ଧର୍ମେନ୍ଦ୍ର…

ସଟ୍‌ ଡାଉନ୍‌ ଯୋଗୁ ରାସ୍ତାଘାଟ ଶୂନ୍‌ଶାନ୍‌

ବନ୍ତ,୨୪।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଗୁରବାର ରାତି ୧୦ଟା ଠାରୁ ୬୦ ଘଣ୍ଟା ପାଇଁ ସମଗ୍ର ଜିଲାକୁ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି। ସଟ୍‌ ଡାଉନ୍‌ ଘୋଷଣା ହେବା ପରେ ଗୁରବାର ସନ୍ଧ୍ୟାରେ…

ଭଦ୍ରକ ଜିଲା ସଟ୍‌ଡାଉନ୍‌: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍‌ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର ୨୩ଟି ସ୍ଥାନରେ ବିଭିନ୍ନ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମଞ୍ଜୁରୀରୋଡ ଅଞ୍ଚଳକୁ ସଂଯୋଗ…

ପ୍ରେମବିବାହ କରିଥିବା ସତ୍ତ୍ୱେ ନାବାଳିକାଙ୍କୁ ନେଇ ଫେରାର ହେଉଥିଲେ, ଆରଡି ପୋଲିସ ହାତରେ ଧରାପଡ଼ିଲେ ୩୨ ବର୍ଷୀୟ ଯୁବକ

ଆରଡି, ୨୪ା୪,(ଡି.ଏନ.ଏ.): ନାବାଳିକାଙ୍କୁ ନେଇ ଫେରାର ହେଉଥିବା ବେଳେ ଭଦ୍ରକ ଜିଲା ଆରଡି ଫାଣ୍ଡି ପୋଲିସ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଛି। ସେ ଜଣେ ୧୩ ବର୍ଷର ନାବାଳିକାକୁ ନେଇ ଏକ ସ୍କୁଟିରେ ଚମ୍ପଟ ମାରୁଥିବା ବେଳେ…

ସ୍ବତନ୍ତ୍ର ସଚିବଙ୍କ ଭଦ୍ରକ ଗସ୍ତ: ଆଇନଶୃଙ୍ଖଳା, ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ କଲେ ଆଲୋଚନା

ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲା ଗସ୍ତରେ ଆସି ସ୍ବତନ୍ତ୍ର ସଚିବ ଏସ୍‌କେ ଲୋହାନୀ ଶୁକ୍ରବାର ଜିଲାର ସ୍ଥିତି ସମୀକ୍ଷା କରିଛନ୍ତି। ସେହିଭଳି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଜିଲାରେ ଡେରା ପକାଇଛନ୍ତି। ଜିଲାପାଳ ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ…

ଆନନ୍ଦପୁର ପଞ୍ଚାୟତକୁ କରାଗଲା ବିଶୋଧନ

ଭଣ୍ଡାରିପୋଖରୀ,୨୪।୪ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତୟକୁ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁବାର ବିଶୋଧନ କରାଯାଇଛି। ପଞ୍ଚାୟତର ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର, ଆନନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଆନନ୍ଦପୁର ବଜ଼ାର, ଶିଶୁ…

ଆରଡ଼ି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆରଡି,୨୪ା୪( ଡି.ଏନ.ଏ.): ଭଦ୍ରକ ଜିଲାର ଆରଡ଼ି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ଆରଡ଼ି ଫାଣ୍ଡି ପୋଲିସ ବିଭିନ୍ନ ଛକଜାଗା ଓ ଗାଁକୁ ଯାଇ ସଟ୍‌ଡାଉନ୍‌ ନିୟମକୁ ଲୋକମାନେ କେତେ ମାନୁଛନ୍ତି…

ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା, ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ରୋଗୀ ସଂଖ୍ୟା ୧୨ରେ ପହଞ୍ଚିଛି। ତାଙ୍କର ବୟସ ୪୦ ବର୍ଷ। ଏହି ରୋଗୀ ଜଣକ ମଧ୍ୟ ବାସୁଦେବପୁର ବ୍ଲକର ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?