୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ
ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍ କଟକଣା ମଧ୍ୟରେ ଏହି ପୂଜା ଆୟୋଜନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ରାଜ୍ୟର…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧୫ ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ,୧୯।୮(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ଅନ୍ତର୍ଗତ ପଞ୍ଚାୟତ କୁଲନା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଛି। ଏଥିରେ ୩ ପରିବାରର ୫ ଜଣ ଆହତ ହୋଇଥିଲେ। ସେମାନଙ୍କ…
ପ୍ରବାସୀଙ୍କୁ ନେଇ ଚାଲିଥିବା ଉନ୍ନୟନ କାର୍ଯ୍ୟ ତଦାରଖ
ଭଣ୍ଡାରିପୋଖରୀ,୧୯ା୮(ଡି.ଏନ୍.ଏ.): ଭଣ୍ଡାରିପୋଖରୀ ବ୍ଲକର ସରସଦା ଓ ରଣଜିତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଭଦ୍ରକ ଜିଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ। ପିଡିଙ୍କ ସହ ଭଣ୍ଡାରିପୋଖରୀ ବିଡିଓ ବିଜୟ କୁମାର ସାହୁ,…
ଭଦ୍ରକରେ ୧୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୧୯ା୮: ଭଦ୍ରକ ଜିଲାରେ ବୁଧବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪ରେ ପହଞ୍ଚିଛି। ଆଜି ଚି଼ହ୍ନଟମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା…
ରେବ, କପାଳୀ ନଦୀରେ ବନ୍ୟା : ବୁଡ଼ିଲା ଶତାଧିକ ଏକର ଚାଷ ଜମି
ଧାମନଗର,୧୮ା୮(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଦେଇ ପ୍ରବାହିତ ରେବ ଓ କପାଳି ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ଏହି ବ୍ଲକର ତଳିଆ ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ଚାଷୀମାନେ ଧାନ ରୁଆ ପୋତା କାମ…
ହୋଲସେଲ୍ ଗ୍ରୋସରୀ ଦୋକାନ ସିଲ୍, ଜାଣନ୍ତୁ କାହିଁକି ହେଲା
ବନ୍ତ,୧୭।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବଜାରରେ ଅବସ୍ଥିତ ପ୍ରକାଶ କୁମାର ସାହୁଙ୍କ ହୋଲସେଲ୍ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଉଲ୍ଲେଖ ଯେ, ତହସିଲଦାର ଇନ୍ଦିରା ସାହୁ ଓ ଥାନାଧିକାରୀ ମିନା ବିନ୍ଧାଣୀ କରୋନା କଟକଣା ତଦାରଖ…
ଜାତୀୟ ରାଜପଥରେ ଜଳିଗଲା ବିସ୍କୁଟ୍ ବୋଝେଇ କଣ୍ଟେନର୍
ଭଦ୍ରକ ଅଫିସ, ୧୬ା୮- ଭଦ୍ରକ ଜାତୀୟ ରାଜପଥ ସାହାପୁର ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବିସ୍କୁଟ ବୋଝେଇ କଣ୍ଟେନର ଜଳିଯାଇଛି। ସୂଚନା ମୁତାବକ, କଣ୍ଟେନର୍ (ନଂ ଓଡି ୦୭ କ୍ୟୁ ୬୨୧୧) ହାଇଦ୍ରାବାଦରୁ କଲିକତା ଅଭିମୁଖେ ଯାଉଥିଲା। ହଠାତ୍ ସାହାପୁର…
କନ୍ତିଆ ଗ୍ରାମର ୨ ସାହି କଣ୍ଟେନମେଣ୍ଟ, ଗଣିଜାଙ୍ଗ ବଜାର ୭ ଦିନ ଶଟ୍ଡାଉନ୍: ଜାଣନ୍ତୁ କାହିଁକି
ବନ୍ତ,୧୬।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ଦୁଇ ସାହି ଯଥା ରାଉତ ଓ ବିଶ୍ୱାଳ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଶନିବାର ୬ ପଜିଟିଭ୍ ଚିହ୍ନଟ ହେବା ପରେ କନ୍ତିଆ ଗ୍ରାମର ମୋଟ…
ଆଗରପଡ଼ାରେ ହେଲା ଆଣ୍ଟିଜେନ୍ ଟେଷ୍ଟ: ଜାଣନ୍ତୁ କେତେ ହେଲେ ପଜିଟିଭ୍
ବନ୍ତ,୧୬।୮(ଡି.ଏନ୍.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର କରୋନା ପରୀକ୍ଷଣ କ୍ୟାମ୍ପ ପଡ଼ଇଥିଲା। ଏଥିରେ ୪୯ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲାା ସେଥିମଧ୍ୟରୁ ଗୋପିନାଥପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁରରେ ୩ ଓ ବଡ଼ସନ୍ଦାଡୋରେ ୨ ଜଣ…
ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ
ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ ହୋଇଛି। ବ୍ଲକ ପରିସରରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବିଡିଓ ବିଜୟ କୁମାର ସାହୁ ଯୋଗ…
ବୈତରଣୀ ଜଳସ୍ତର ବୃଦ୍ଧି
ଭଣ୍ଡାରିପୋଖରୀ,୧୫ା୮: ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ବୈତରଣୀର ଜଳସ୍ତର ଆଖୁଆପଦା ଆନିକଟଠାରେ ଶନିବାର ସକାଳ ୯ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଛି। ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବନ୍ୟାଜଳ ଅପରାହ୍ନ ୨ଟାରେ ୧୭.୧୬…
ସ୍ବାଧୀନତା ଦିବସରେ ବୁଡ଼ିଲା ବ୍ଲକକୁ ସଂଯୋଗ କରୁଥିବା ପୋଲ: ଏନ୍ଏସି କାର୍ଯ୍ୟାଳୟରେ ପଶିଲା ବର୍ଷାଜଳ
ଧାମନଗର,୧୫।୮(ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଯଅ ନଦୀ ପୋଲ ଉପରେ ବର୍ଷା ଜଳ ମାଡିଯାଇଛି। ଫଳରେ ପୋଲଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ବେଳେ…
Archives


