ବନ୍ୟାରେ ୧୧ ପଞ୍ଚାୟତର ୫୦% ଚାଷ କ୍ଷତିଗ୍ରସ୍ତ
ତିହିଡ଼ି, ୧୬ା୯(ସ୍ବ.ପ୍ର.)- ତିହିଡ଼ି ବ୍ଲକରେ ଚଳିତ ବନ୍ୟା ଯୋଗୁ ୧୧ ପଞ୍ଚାୟତର ୫୦ ପ୍ରତିଶତ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ନେଇ ବ୍ଲକ କୃଷି ବିଭାଗ ପକ୍ଷରୁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ନିକଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ…
ଏଟିଏମ୍ ଲୁଟ୍ ଉଦ୍ୟମ
ଭଦ୍ରକ ଅଫିସ,୧୩ା୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ଛକରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍ ଶନିବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଗ୍ୟାସ କଟର ସାହାଯ୍ୟରେ ଏହାର ଚେଚିସ ବକ୍ସକୁ କଟା ଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳ ପୋଲିସ…
ଗେଙ୍ଗୁଟି ନଦୀ ବନ୍ଧ ୨୦୦ ଫୁଟ ଧସିଲା
ଧାମନଗର,୪ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ଧସିଯାଇଛି। ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସୂଚନା ଥାଉକି ୪ ବର୍ଷ ତଳେ ଗେଙ୍ଗୁଟି ନଦୀର…
ଧରାପଡ଼ିଲେ ୧୨ ଜାଲ୍ ଶିକ୍ଷକ
କେନ୍ଦୁଝର, ୩ା୯(ସ୍ବ.ପ୍ର.):ବାହାର ରାଜ୍ୟ ବିଶ୍ୱବିଦ୍ୟାଳୟରୁ ଜାଲ୍ ବିଏଡ୍ ପ୍ରମାଣପତ୍ର ଆଣି କେନ୍ଦୁଝର ଜିଲା ଅନ୍ତର୍ଗତ ୮ ଟି ବ୍ଲକରେ ଶିକ୍ଷକ ଚାକିରି କରୁଥିବା ୧୨ ଚୁକ୍ତିଭିତ୍ତିକ ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ ୭ଦିନ ମଧ୍ୟରେ ଥାନାରେ ଏତଲା ଦେବାକୁ ଜିଲା ପ୍ରକଳ୍ପ…
ମହିଳାଙ୍କୁ ଗଛରେ ବାନ୍ଧି ମାଡ଼: ଭିଡିଓ ଭାଇରାଲ ପରେ ପୋଲିସର ତନାଘନା
ଭଦ୍ରକ ଅଫିସ,୩ା୯ :ଭଦ୍ରକ ଟାଉନ ଥାନା ଅଞ୍ଚଳରେ ବକେୟା ଟଙ୍କା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୁଧବାର ମଧ୍ୟାହ୍ନରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ…
ସ୍ମାର୍ଟସିଟି ଯୋଜନା ବାଟବଣା
ଭଦ୍ରକ ଅଫିସ, ୩ା୯: ଭଦ୍ରକ ପୌରପାଳିକା ପକ୍ଷରୁ ୧୫ମାସ ପୂର୍ବେ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ପରିକଳ୍ପନା କରାଯାଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ମାତ୍ର ମହତାବ ଛକରୁ ଘୋଷରା ବଜାର ପର୍ଯ୍ୟନ୍ତ…
ଧସିଲା ଗେଙ୍ଗୁଟି ନଦୀବନ୍ଧ
ଧାମନଗର,୩ା୯(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀର ବାମପାଶର୍ବ ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ନଦୀ ଗର୍ଭକୁ ଧସିଯାଇଛି। ସୂଚନାଥାଉକି, ୪ ବର୍ଷ ତଳେ ଉକ୍ତ ସ୍ଥାନରେ ବନ୍ଧ ଭାଙ୍ଗି ବହୁ…
୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍ ପାଇଁ ଘୋଷଣା
ଚାନ୍ଦବାଲି,୩ା୯(ଡି.ଏନ୍.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍ ଘୋଷଣା ହୋଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶରେ ବିଡିଓ ଚାନ୍ଦବାଲି ଏନେଇ ବିଭିନ୍ନ ବିଭାଗ, ପଞ୍ଚାୟତ…
ଭଦ୍ରକରୁ ପୁଣି ୯୪ କରୋନା ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସ୍ଥାନୀୟ ଅଞ୍ଚଳର
ଭଦ୍ରକ ଅଫିସ,୧।୯: ଭଦ୍ରକ ଜିଲାରୁ ମଙ୍ଗଳବାର ୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୭କୁ ବୃଦ୍ଧି ପାଇଛି। ତେବେ ଚିହ୍ନଟ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।…
ଧସିଲା ବୈତରଣୀ ବନ୍ଧ: ୧୫ ପରିବାର ଆତଙ୍କିତ
ଧାମନଗର,୯।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଉପର ଅସ୍ତକ ଗ୍ରାମରେ ଥିବା ଗୋପବନ୍ଧୁ ନଗର ପୋଷ୍ଟ ଅଫିସ ନିକଟରେ ପ୍ରାୟ ୩୦ ଫୁଟ ଲମ୍ବର ବନ୍ଧ ନଦୀ ଗର୍ଭକୁ ଧସିଯାଇଛି। ଏଥିରେ ୧୫ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି…
ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ
ଭଦ୍ରକ ଅଫିସ,୧।୯: ପୁଣି ନଦୀ ଗର୍ଭକୁ ଧସିଛି ଦୁର୍ବଳ ବନ୍ଧ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀରେ। ବନ୍ଧ ନଦୀ ଗର୍ଭକୁ ଧସିଯାଇ ମଳିକ ସାହି ନିକଟରେ ବନ୍ଧର…
ମୋବାଇଲ ଚୋର ସନ୍ଦେହରେ ରାସ୍ତାରେ ଯୁବକଙ୍କୁ ବାନ୍ଧି ଘୋଷାଡି ଘୋଷାଡି ନେଲେ
ଭଦ୍ରକ ଅଫିସ,୩୧।୮: – ମୋବାଇଲ ଚୋରି ସନ୍ଦେହରେ ବିଚ ବଜାରରେ ଯୁବକଙ୍କୁ ରଶିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ ଅନ୍ୟ ଜଣେ ଯୁବକ। ଏପରି ଅଭାବନୀୟ ଘଟଣା ଘଟିଛି ଧୂଷୁରୀ ଥାନା ବେତାଳିଗାଁ ବଜାରରେ। ସୂଚନା ଅନୁଯାୟୀ, ବେତାଳିଗାଁ ଗ୍ରାମର ଦୁଇଜଣ…
Archives


