ଅବହେଳିତ ବୌଦ୍ଧ କୀର୍ତ୍ତିରାଜି
ବନ୍ତ,୧।୪(ଡି.ଏନ.ଏ.)-ଯେଉଁ ସ୍ଥାନରେ ବୌଦ୍ଧ, ଜୈନ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରଭାବ ପଡ଼ିଥିଲା, ବୌଦ୍ଧ ମହାଯାନ ପନ୍ଥିମାନେ ସେହି ସ୍ଥାନରେ ସମବେତ ହୋଇ ଧର୍ମାଲୋଚନା କରୁଥିଲେ। ସେତେବେଳେ ସେହି ସ୍ଥାନ ଚଳଚଞ୍ଚଳ ହୋଇଉଠୁଥିଲା। ଏବେ ସେହି ସ୍ଥାନ ଅବହେଳିତ ଅବସ୍ଥାରେ ଅତୀତର…
ଈପ୍ସିତାଙ୍କୁ ପର୍ସନାଲିଟି ୱିଙ୍ଗ୍ ଟାଇଟଲ
ଭଦ୍ରକ ଅଫିସ, ୩୧।୪: ଅନ୍ଲାଇନରେ ହୋଇଥିବା ମିସେସ୍ ଫେମିନା-୨୦୨୧ ପ୍ରତିଯୋଗିତାରେ ଓଡ଼ିଶାର ଈପ୍ସିତା ପ୍ରିୟଦର୍ଶିନୀ(୨୭) ପର୍ସନାଲିଟି ୱିଙ୍ଗ୍ରେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ଫ୍ୟାଶନ, ବିୟୁଟି, କୁକିଙ୍ଗ୍ ଓ ପର୍ସନାଲିଟି ୱିଙ୍ଗ୍ ପ୍ରତିଯୋଗିତା କରାଯାଇଥିଲା। ପର୍ସନାଲିଟି ୱିଙ୍ଗ୍ ଟାଇଟଲ୍ ବିଜୟିନୀ ଈପ୍ସିତା ଭବିଷ୍ୟତରେ…
୩୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଭଦ୍ରକ ଅଫିସ,୩୧।୩: ଭଦ୍ରକରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ମଙ୍ଗଳବାର ରାତିରେ ଭଦ୍ରକ-ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରୁ ପୁରୁଣାବଜାର ଥାନା ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୩୩୦ ଗ୍ରାମର ବ୍ରାଉନସୁଗାର ଜବତ…
ଜଳିଗଲା ୧୦ ବଖରା, ମହିଳା ଜୀବନ୍ତ ଦଗ୍ଧ
ପଦ୍ମପୁର,୨୬।୩(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଉଚୁଡ଼ିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁରେନ୍ଦ୍ର ବାରିକ, ନରେନ୍ଦ୍ର ବାରିକ,ନିଶାକର ବାରିକ,ଗୌରାଙ୍ଗ ବାରିକଙ୍କର ୧୦ ବଖରା ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଘରେ ଶୋଇଥିବା କନକଲତା ବାରିକ(୪୫) ନିଆଁରେ…
ମିସେସ୍ ଫେମିନା ୨୦୨୧: ଟପ୍-୨୦ରେ ଈପ୍ସିତା
ଭଦ୍ରକ ଅଫିସ, ୨୫।୩: ସାରା ଭାରତବର୍ଷର ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍ ଫେମିନା-୨୦୨୧ ପ୍ରତିଯୋଗିତାରେ ଟପ୍ ୨୦ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ବୋହୂ ଈପ୍ସିତା ପ୍ରିୟଦର୍ଶିନୀ(୨୭)। ପେସାରେ ସଫ୍ଟଓ୍ବେୟାର ଇଞ୍ଜିନିୟର ହୋଇଥିଲେ ହେଁ ମଡେଲିଂ ନିଶା…
ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ
ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏସ୍କାର୍ଟ ପାର୍ଟିଙ୍କ ଆକ୍ରମଣରେ ୩ ଜଣ ଗୋରକ୍ଷକ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୧୬…
ଯୋଗାସନରେ ମାହିର ସାଇପ୍ରକାଶ
ବନ୍ତ, ୨୧।୩ (ସ୍ବ.ପ୍ର.)-ବୟସ ମାତ୍ର ୬ ବର୍ଷ। ଏହି ବୟସରୁ ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର। ଆଖି ପିଛୁଳାକେ କରି ଦେଖାଉଛନ୍ତି କଷ୍ଟସାଧ୍ୟ ଯୋଗାସନ। ମଣ୍ଡୁକ ଆସନ, ଚକ୍ରାସନ, ସର୍ପାକୃତି, କଚ୍ଛପ ଆସନ ସମେତ ଯେଉଁ ଆସନ କରିବା ଯୋଗଗୁୁରୁଙ୍କ ପକ୍ଷେ…
ଜାଲରେ ପଡ଼ିଲା ବିରଳ ପ୍ରଜାତିର ପ୍ରାଣୀ
ଭଦ୍ରକ ଅଫିସ, ୧୮।୩: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତ ସୁନାରୀପୋଖରୀଠାରେ ଗୁରୁବାର ଏକ ବିରଳ ପ୍ରଜାତିର ପ୍ରାଣୀ ଉଦ୍ଧାର କରାଯାଇଛି। ଗ୍ରାମର ମତ୍ସ୍ୟଜୀବୀମାନେ ଏକ କେନାଲରେ ଜାଲ ପକାଉଥିବା ବେଳେ ଏହି ପ୍ରାଣୀ ଜାଲରେ ପଡ଼ିଥିଲା। ଏହାର…
ଜମିବାଡ଼ି ପାଇଁ ହତ୍ୟା, ମା’-ଭାଉଜ ଗୁରୁତର
ଭଦ୍ରକ ଅଫିସ, ୧୭।୩: ପୂର୍ବଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁ ରାଜୁଆଳିବିନ୍ଧା ବେହେରାସାହିରେ ବୁଧବାର ପୂର୍ବାହ୍ନରେ…
ଯୌତୁକ ପାଇଁ ଯାଇଛି ମୋ ଝିଅର ଜୀବନ
ଭଣ୍ଡାରିପୋଖରୀ,୧୪।୩: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦାଣ୍ଡକୁଳ ଗ୍ରାମରେ ଅଧିକ ଯୌତୁକ ପାଇଁ ମିନତି ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝିଅକୁ ହତ୍ୟା କରି ଶାଶୁଘର ଲୋକେ ଆତ୍ମହତ୍ୟାର ରୂପ ଦେଉଥିବା ଶନିବାର ଥାନାରେ…
ତେଜିଲା ବସ୍ ସିଣ୍ଡିକେଟ ବିବାଦ: ୧୪୪ ଧାରା ଜାରି
ଭଦ୍ରକ ଅଫିସ, ୧୪।୩- ଭଦ୍ରକ ବସ୍ ସିଣ୍ଡିକେଟରେ ବିବାଦ ତେଜିବାରେ ଲାଗିଛି। ସଂଘର ଆର୍ଥିକ ହେର୍ଫେର୍କୁ ନେଇ ମୁଣ୍ଡ ଟେକିଥିବା କର୍ମକର୍ତ୍ତା ଚୟନ ବିବାଦ ମାଲି ମକଦ୍ଦମାଠାରୁ ଆରମ୍ଭ କରି ହାତାହାତି ପର୍ଯ୍ୟନ୍ତ କଥା ଗଲାଣି। ପରିସ୍ଥିତିକୁ ନଜର ରଖି ଜିଲା…
ଶର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ମହିଳା
ଭଦ୍ରକ ଅଫିସ,୧୩।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ପଞ୍ଚାୟତ ମହଲାସାହିରେ ଶନିବାର ରାତିରେ ବିଦ୍ୟୁତ୍ ଶର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ତାଙ୍କ ସ୍ବାମୀ ଓ ୧୦ ବର୍ଷର ଝିଅ ପୋଡ଼ିଯାଇ…
Archives


