ଭଦ୍ରକ

ପଥିକଙ୍କୁ ବିଭ୍ରାନ୍ତ କରୁଛି ସୂଚନାଫଳକ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ରାସ୍ତାରେ ଲାଗିଥିବା ସୂଚନାଫଳକରେ ସ୍ଥାନର ନାମ ସହ ଦୂରତା ଭୁଲ୍‌ ଲେଖାଥିବା ଦେଖିବାକୁ ମିଳିଛି। ଭୁଲ୍‌ ସୂଚନା ଓ ସ୍ଥାନର ନାମ ଭୁଲ୍‌ ନେଇ...

ବେଆଇନ ମାଟି ଖୋଳା, ବଢ଼ୁଛି ଅସନ୍ତୋଷ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର କୃଷ୍ଣପୁର, ବିରସ, ବିଦେଇପୁର, ନାୟକାଣିଡିହି, ବାଲିମେଦ, କମାରଗାଁ, ଏଡ଼ତାଳ, ବ୍ରାହ୍ମଣଗାଁ ଓ ସଦର ରାଜସ୍ବ ସର୍କଲରେ ବେଆଇନ ଭାବେ ମାଟି ଖୋଳା ଚାଲିଥିବା ଅଭିଯୋଗ ହେଉଛି। ଜେସିବି ଲଗାଇ ଯିଏ ଯେଉଁଠି...

ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା, ଡ୍ରେନ

ବାସୁଦେବପୁର,୮।୫(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳ। ହେଲେ ସହରର ବିଭିନ୍ନ ସମସ୍ୟା ସହରବାସୀ ଏବଂ ବ୍ୟବସାୟୀଙ୍କୁ ଯନ୍ତ୍ରଣା ଦେଉଛି। ଧାମରା-ଜାମୁଝାଡ଼ି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଯୋଗୁ ଦୀର୍ଘ ୨...

ସାପ କାମୁଡ଼ାରେ ଚାଲିଗଲା ନାବାଳିକାଙ୍କ ଜୀବନ

ପଦ୍ମପୁର,୭।୫(ଡି.ଏନ୍‌.ଏ.): ସାପ କାମୁଡ଼ାରେ ବାସୁଦେବପୁର ବ୍ଲକ ଅଧୀନ ରାଜଘର ପୋଖରୀ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚକ୍ରଧର ଦାସଙ୍କ ଝିଅ ଲିଜାରାଣୀ ଦାସ(୭)। ମିଳିଥିବା ସୂଚନା ମୁତାବକ, ଲିଜା ବାଡ଼ିରେ ବିଲାତି ତୋଳୁଥିବା...

ଫେରାର ପୂର୍ବତନ ସରପଞ୍ଚ ଗିରଫ

ଧାମନଗର,୭ା୫(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ସମୟରେ ବୁଥ୍‌ ରିଗିଂ ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେରାର ଥିବା ପଧାନୀ ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ଜେନାଙ୍କୁ ଶୁକ୍ରବାର ଗିରଫ କରିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ...

୧୬ ଚୋରି ବାଇକ୍‌ ଜବତ, ୫ ଗିରଫ

ଭଦ୍ରକ ଅଫିସ, ୫।୫: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୬ଟି ଚୋରି ବାଇକ୍‌ ଜବତ କରିଛି। ଏଥିସହ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତିହିଡ଼ି ଥାନା ଅଞ୍ଚଳର ଚନ୍ଦନ ବେହେରା,...

ସରୁନି ପ୍ରକଳ୍ପ: ପାଣି ପାଇଁ ହାହାକାର

ବନ୍ତ, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ଥିବା ଯୋଗୁ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।...

ଇଦ୍‌ ପାଳି ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ୨ ଯୁବକଙ୍କ ଜୀବନ

ଚାନ୍ଦବାଲି, ୩।୫ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଥାନା କେନ୍ଦ୍ରାପଡ଼ା-ଚାନ୍ଦବାଲି ରାସ୍ତାର ତାରିଣୀ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍ଥାନୀୟ ମତୋ ମୁସ୍‌ଲିମ ସାହିର ସେକ୍‌ ଆସଲାମ...

ଜନବସତି ନିକଟରେ ବେଆଇନ ଇଟାଭାଟି

ଧାମନଗର, ୩।୫(ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଇଟାଭାଟି ଗଢ଼ିଉଠିଛି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ସ୍ଥିତିରେ ଜନବସତି ନିକଟରେ ଗଢ଼ି ଉଠିଥିବା ଇଟାଭାଟି...

ହ୍ବାଟ୍ସଆପ୍‌ ଡିପିରେ ଜିଲାପାଳଙ୍କ ଫଟୋ ରଖି ମାଗୁଛନ୍ତି ଟଙ୍କା

ଭଦ୍ରକ ଅଫିସ, ୨୯।୪: ଭଦ୍ରକ ଜିଲାପାଳଙ୍କ ଫଟୋକୁ କେହି ଜଣେ ବ୍ୟକ୍ତି ହ୍ବାଟ୍ସଆପ୍‌ ଡିପିରେ ରଖି ଟଙ୍କା ସାହାଯ୍ୟ ମାଗୁଛନ୍ତି। ଏହା ନଜରକୁ ଆସିବା ପରେ ଜିଲା ପ୍ରଶାସନ ପକ୍ଷରୁ ଟୁଇଟର ମାଧ୍ୟମରେ ଫେକ୍‌ ହ୍ବାଟ୍ସଆପ୍‌ ନମ୍ବର ବୋଲି ସଚେତନ...

ଝିଅ ସାମ୍ନାରେ ବାପାଙ୍କୁ ହାଣିଲେ

ପଦ୍ମପୁର,୨୯ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆନ୍ଦଲା ପଞ୍ଚାୟତର ଜୋରଗଡ଼ିଆ ଗ୍ରାମର କରୁଣାକର ପ୍ରଧାନ(୫୦)ଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୁଣାକରଙ୍କ...

ହସ୍ତାନ୍ତର ହେଉ ଅବ୍ୟବହୃତ ସ୍କୁଲ ଗୃହ

ବନ୍ତ,୨୯ ।୪(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତର ଅବ୍ୟବହୃତ ଅମରସିଂହପୁର ପ୍ରାଥମିକ ବିଦ୍ୟାଳୟ ଗୃହକୁ ହସ୍ତାନ୍ତର କରିବା ପାଇଁ ଆଞ୍ଚଳିକ ମଞ୍ଚ ପକ୍ଷରୁ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଛି। ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେବ ଉକ୍ତ...

Advertisement
Archives

Model This Week

Why Dharitri