ଟ୍ରେନ୍ଲାଇନରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ଭଣ୍ଡାରିପୋଖରୀ,୧୫।୯(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ରେଳ ଧାରଣାରୁ ଗୁରୁବାର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଲଓ୍ବେ ପୋଲିସ ଜବତ କରିଛି। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଚୁଆଗଡିଆ ଦେଇ ଯାଇଥିବା ରେଳଧାରଣା ଉପରେ…
ବାଇକ୍ରେ ଆସି ଝାମ୍ପିନେଲେ ସୁନା ଭର୍ତ୍ତି ବ୍ୟାଗ
ପଦ୍ମପୁର,୧୪।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବେତଡାବଜାରରେ ଥିବା ଏକ ଗହଣା ଦୋକାନରୁ ବୁଧବାର ବଡ଼ଧରଣର ଲୁଟ୍ ହୋଇଛି। ସକାଳେ କାଶିଶ୍ୱର୍ ଜୁଏଲାରୀ ମାଲିକ ଦୋକାନ ଖୋଲି ବ୍ୟାଗରୁ ଗହଣା କାଢି ଶୋକେସ୍ରେ ରଖୁଥିଲେ । ସେହି ସମୟରେ ଏକ…
ଆଖଣ୍ଡଳମଣି ପୀଠ ବିକାଶ ଲାଗି ଖର୍ଚ୍ଚ ହେବ ୭୨ କୋଟି
ଆରଡ଼ି, ୧୪।୯ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେବ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ମଙ୍ଗଳବାର ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୀଠକୁ…
ଅସ୍ଥାୟୀ କ୍ୟାମ୍ପ୍ରେ ଚଢିଗଲା ଡମ୍ଫର: ଚାଲିଗଲା ଜଣଙ୍କ ଜୀବନ, ୫ ଆହତ
ଭଦ୍ରକ ଅଫିସ୍,୧୩।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଛକ ନିକଟରେ ମଙ୍ଗଳବାର ଭୋରରୁ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ତମ୍ବୁ ଟାଣି ରହୁଥିବା ଶ୍ରମିକଙ୍କ ଉପରେ ବାଲି ବୋଝେଇ ଡମ୍ଫର ଚଢିଯାଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ…
ଆଖି ବୁଜିଲେ ଆଇଟିଆଇ ଛାତ୍ର : ସୁଇସାଇଡ୍ ନୋଟ୍ ଆଧାରରେ ପୋଲିସର ତଦନ୍ତ
ଭଦ୍ରକ ଅଫିସ, ୧୨ା୯-ବିଷପିଇ ଗୁରୁତର ଥିବା ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଆଇଟିଆଇ କଲେଜ ଛାତ୍ର ଆଶୁତୋଷ ମଲ୍ଲିକ(୨୦) ରବିବାର ରାତିରେ ଆଖି ବୁଜିଛନ୍ତି। ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ଜେଜେମା ରଜନୀରାଣୀ ମଲ୍ଲିକ…
ପାଣି ପ୍ରକଳ୍ପ କେବୁଲ ତାର ଚୋରି: ଜଳ ଯୋଗାଣ ବନ୍ଦ
ଆରଡ଼ି,୧୦ା୯(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡ଼ି ବସଷ୍ଟାଣ୍ଡ ଓ କୋଇଲଖା ବାତ୍ୟା ଆଶ୍ରୟସ୍ଥଳ ନିକଟସ୍ଥ ଜଳ ପ୍ରକଳ୍ପରୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ପ୍ରକଳ୍ପ ଓ ପାଣିପମ୍ପ୍କୁ ସଂଯୋଗ କରୁଥିବା କେବୁଲ ତାର କାଟି ନେଇଛନ୍ତି। ଉଭୟ ପ୍ରକଳ୍ପ କର୍ମଚାରୀ ଜଳ ଯୋଗାଣ…
ସଡ଼କ ଦୁର୍ଘଟଣାରେ ବିଜେଡି କର୍ମୀଙ୍କ ପରଲୋକ
ଚାନ୍ଦବାଲି,୧୦।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ଜୋନ କରଞ୍ଜମାଳ ପଞ୍ଚାୟତ ବିଜେଡି କର୍ମୀ ତଥା ଚାନ୍ଦବାଲି ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ବେହୁରାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଜୟନ୍ତ ଧାମରା…
ବିପଦସଙ୍କୁଳ ପୋଲ
ବନ୍ତ,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଶାସନ ନିକଟ କପାଳୀ ନଦୀ ଉପରେ ନିର୍ମିତ ପୋଲ ମରାମତି ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲର ଉଭୟପାର୍ଶ୍ୱର…
ଚୋରା କୋଇଲା ବୋଝେଇ ପିକ୍ଅପ୍ ଜବତ
ପଦ୍ମପୁର,୯ା୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ଏକ ଚୋରା କୋଇଲା ପିକ୍ଅପ୍କୁ ପଦ୍ମପୁରଠାରୁ ଜବତ କରିଛି। ଗାଡ଼ିରେ ୨୪ କ୍ୱିଣ୍ଟାଲ କୋଇଲା ଥିବା ବେଳେ ଚାଳକ ଫେରାର ହୋଯାଇଛନ୍ତି। ଥାନାରେ ଏ ନେଇ କେସ୍ ନଂ ୪୦୦/୨୨ରେ ମାମଲା ରୁଜୁ ହୋଇଛି।
କର୍ନାଟକରେ କମାଲ କଲେ ସାଇପ୍ରକାଶ
ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା ଯୋଗ ଗୁୁରୁମାନଙ୍କ ପକ୍ଷେ କଷ୍ଟସାଧ୍ୟ, ସେହି ଆସନ ଅତି ସହଜରେ ସେ କରିପାରନ୍ତି। ଯୋଗରେ…
ବାଲି ବୋଝେଇ ହାଇଓ୍ବା ଧରିଥିଲେ ତହସିଲଦାର: କେମିତି ହେଲା ଫେରାର
ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରୁ ବୁଧବାର ସନ୍ଧ୍ୟାରେ ଏକ ବେଆଇନ ବାଲି ବୋଝେଇ ଗାଡ଼ିକୁ ସ୍ଥାନୀୟ ତହସିଲଦାର ଜବତ କରିଥିଲେ। ପରେ ଉକ୍ତ ଗାଡ଼ି ନେଇ ଚାଳକ ଫେରାର ହୋଇଯାଇଥିବା ତହସିଲଦାର ସରୋଜକାନ୍ତ ନାୟକ ଭଣ୍ଡାରିପୋଖରୀ…
ଗ୍ୟାରେଜରୁ ନେଇଗଲେ ଟ୍ରକ୍
ଭଦ୍ରକ ଅଫିସ, ୮।୯: ଭଦ୍ରକ ପୌରପାଳିକା ଅଧୀନ କୁଅଁାସ ଗ୍ରାମର ଶୁଭଙ୍କର ମହାପାତ୍ରଙ୍କର ଏକ ୧୨ ଚକିଆ ଟ୍ରକ୍ ଗ୍ୟାରେଜରୁ ଚୋରି ହୋଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାସୁଦେବପୁର ଥାନା ଅଧୀନ ପଦ୍ମପୁରର…
Archives


