ବରଗଡ଼ରେ ପୁଣି କଫ୍ସିରପ କାରବାର: ୨ ଗାଡ଼ି ଜବତ, ୫ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୩ା୧୦: ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ଗୋରୁ ମାର୍କେଟ ଅଞ୍ଚଳରୁ ବିପୁଳ ପରିମାଣରେ କଫ୍ ସିରପ ଜବତ କରିଛି। ଏହା ସହିତ ଏହି କାରବାରରେ ବ୍ୟବହୃତ ୨ଟି ୪ଚକିଆ ଗାଡ଼ିକୁ ଜବତ କରିବା ସହିତ ୫ ଅଭିଯୁକ୍ତଙ୍କୁ ଗିରଫ…
ନିଶା କାରବାର ଯୋଗୁ ବଢୁଛି ଅପରାଧ: ଏସ୍ପିଙ୍କୁ ଫେରାଦ ହେଲା ଅଭିଭାବକ ସଂଘ
ବରଗଡ଼ ଅଫିସ,୩।୧୦: ବରଗ ଜିଲାରେ ନିଶା କାରବାର ବଢି ଚାଲିଛି। କଫ ସିରପ୍, ନିଶା ବଟିକା ଆଦି ସେବନ କରି ଯୁବପିଢି ପଥଭ୍ରଷ୍ଟ ହେଉଛନ୍ତି। ଏପରିକି ଚୋରି, ଡକାୟତି, ଲୁଟପାଟଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟାଇ ଚାଲିଛନ୍ତି ବୋଲି…
ବରଗଡ଼ରେ ୫ମାସର ଶିଶୁକୁ କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୬୬୭୫ରେ ପହଞ୍ଚିଲା
ବରଗଡ଼ ଅଫିସ,୩।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଶନିବାର ଜିଲାରେ ପୁଣି ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୫ମାସର ଶିଶୁ ମଧ୍ୟ…
କୃଷି ବିଲ୍କୁ ବିରୋଧ: ଗାନ୍ଧୀ ମୂର୍ତ୍ତିତଳେ ସତ୍ୟାଗ୍ରହ କଲେ ଚାଷୀ
ବରଗଡ଼ ଅଫିସ,୨।୧୦: କୃଷି ବିଲ୍କୁ ନେଇ ବିରୋଧର ସ୍ବର ଥମିବାର ନାଁ ନେଉ ନାହିଁ। ଏହାକୁ ନେଇ ଦିନକୁ ଦିନ ଆନ୍ଦୋଳନ ତେଜି ଉଠୁଛି । ବରଗଡ଼ ଜିଲାରେ ମଧ୍ୟ ବିରୋଧ, ଆନ୍ଦୋଳନର ତାତି ବଢ଼ି ଚାଲିଛି। ଶୁକ୍ରବାର ଜିଲାର ଜୟ…
ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ
ବରଗଡ଼ ଅଫିସ,୨।୧୦: କୃଷି ବିଲ୍କୁ ବିରୋଧ ଏବଂ ଉତ୍ତରପ୍ରଦେଶର ହତରସ ଅଞ୍ଚଳରେ ଗଣ ବଳାତ୍କାରରେ ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବରଗଡ଼ ଜିଲା କଂଗ୍ରେସ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଶୁକ୍ରବାର ବରଗଡ଼ ଗାନ୍ଧୀଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ…
ବରଗଡ଼ରୁ ୬୯ ନୂଆ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୬୨୭୪ରେ ପହଞ୍ଚିଲା
ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ ବ୍ଲକର ୫, ବରଗଡ଼ ବ୍ଲକର ୩, ବରଗଡ଼ ପୌରାଞ୍ଚଳର ୭, ଅତାବିରା ବ୍ଳକର…
୨୪ ଘଣ୍ଟାରେ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ
ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲା ପୋଲିସ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୧ଲକ୍ଷ ୩ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରିଛି। ସେଥିମଧ୍ୟରୁ ମାସ୍କ ପିନ୍ଧି ନ ଥିବାରୁ ୧୧ହଜାର ୫ଶହ, ସାମାଜିକ ଦୂରତ୍ୱ ଅବମାନନା ଯୋଗୁ…
ଚୋରି ଘଟଣାର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରେ ଗତ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରି ସାମଗ୍ରୀ ଜବତ ସହିତ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ,…
ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୮ ଗିରଫ
ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ପୋଲିସ ବୁଧିଆପାଲିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଚଢ଼ାଉରେ ଜୁଆଖେଳରେ ବ୍ୟବହୃତ ସାମଗ୍ରୀ ସହିତ ୧୨ଟି ବାଇକ୍, ନଗଦ ୧୫ ହଜାର ୮୧୦ ଟଙ୍କା ଜବତ କରିଛି। ଏହା ସହିତ…
ବରଗଡ଼ରେ ୧୩୭ ନୂଆ କରୋନା ପଜିଟିଭ୍: ଭେଡେନ୍ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ
ବରଗଡ଼ ଅଫିସ,୨୮।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭେଡେନ୍ ବ୍ଲକର ସର୍ବାଧିକ ୩୨ ଜଣ ରହିଛନ୍ତି । ସେହିପରି ବରଗଡ଼…
ବରଗଡ଼ରେ ପୁଣି ୧୫୪ ଜଣଙ୍କୁ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ଟପିଲା
ବରଗଡ଼ ଅଫିସ,୨୭।୯: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଗତ କିଛିଦିନ ହେଲା, ପ୍ରତିଦିନ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଏହା ଜିଲାବାସୀଙ୍କ ପାଇଁ ଚିନ୍ତାଜନକ ହୋଇ ପଡିଛି। ରବିବାର ଜିଲାରେ ୧୫୪…
ବରଗଡ଼ରେ ପୁଣି ୧୦୬ ଜଣଙ୍କୁ କରୋନା: ସଂକ୍ରମଣ ଅଣାୟତ୍ତ
ବରଗଡ଼ ଅଫିସ,୨୬।୯: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଗତ କିଛିଦିନ ହେଲା, ପ୍ରତିଦିନ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଏହା ଜିଲାବାସୀଙ୍କ ପାଇଁ ଚିନ୍ତାଜନକ ହୋଇ ପଡିଛି। ଶନିବାର ଜିଲାରେ ୧୦୬…

