ବରଗଡ଼ରେ ଆଜି ୯୩ ନୂଆ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୮ରେ ପହଞ୍ଚିଲା
ବରଗଡ଼ ଅଫିସ,୭ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ପୁଣି ୯୩ ଜଣ ନୂଆ ଆକ୍ରାନ୍ତ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୨୦ ଜଣ ରହିଛନ୍ତି । ସେହିପରି ଭେଡେନ ବ୍ଲକର…
ଡ୍ୟାମପଡ଼ାକୁ ନାହିଁ ବିଦ୍ୟୁତ୍ ସଂଯୋଗ: ଅନ୍ଧାରରେ ବିତୁଛି ଜୀବନ
ବରଗଡ଼ ଅଫିସ୍,୭ା୧୦:ବିକାଶର ସ୍ଲୋଗାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। କିନ୍ତୁ ଏଭଳି ଅନେକ ଗ୍ରାମ ଆଜି ବି ବିକାଶଠାରୁ ବହୁ ଦୂରରେ ରହିଛି। ଏଭଳି ଏକ ଗ୍ରାମ ହେଲା ବରଗଡ଼ ଜିଲା ପାଇକମାଳ…
ପରଲୋକରେ ଅତାବିରା ବ୍ଲକ ବିଜେଡି ସଭାପତି
ବରଗଡ଼ ଅଫିସ,୭ା୧୦: ବରଗଡ଼ ଜିଲା ଅତାବିରା ବ୍ଲକ ବିଜେଡି ସଭାପତି ଲମ୍ବୋଦର ମଲ୍ଲିକଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କ ଆକସ୍ମିକ ବିୟୋଗରେ ଅତାବିରା ନିିର୍ବାଚନ ମଣ୍ଡଳୀ ସମେତ ସମଗ୍ର ବରଗଡ଼ ଜିଲା ସ୍ତବ୍ଧ ହୋଇପଡ଼ଛି। ଉଚ୍ଚଶିକ୍ଷା ଲାଭ…
ଧରିତ୍ରୀ ଖବର ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସାମାଜିକ କର୍ମୀ
ବରଗଡ ଅଫିସ,୬।୧୦- ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ରାଇଶୋଭା ଗ୍ରାମର ମଙ୍ଗଳୁ ଭରାସାଗରଙ୍କ ସାଢେ ୪ମାସର ଶିଶୁପୁତ୍ର ସରୋଜଙ୍କ ଅଣ୍ଟାରେ ଜନ୍ମରୁ ଏକ ମାଂସ ପିଣ୍ଡୁଳା ବଢି ଚାଲିଛି। ମାଂସ ପିଣ୍ଡୁଳାଟି ଯେଭଳି ବଢୁଛି, ଶିଶୁପୁତ୍ରର ଯନ୍ତ୍ରଣା ମଧ୍ୟ ସେଭଳି…
ବରଗଡ଼ରୁ ୬୮ ନୂଆ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୬୯୮୫ରେ ପହଞ୍ଚିଲା
ବରଗଡ଼ ଅଫିସ,୬।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୮ ଜଣ ରହିଛନ୍ତି । ସେହିପରି ଭେଡେନ ବ୍ଲକର…
ଘରୋଇକରଣର ପ୍ରତିବାଦ: କଳାବ୍ୟାଜ ପିନ୍ଧିଲେ ବିଦ୍ୟୁତ୍ କର୍ମଚାରୀ
ବରଗଡ଼ ଅଫିସ,୫।୧୦: ରାଜ୍ୟର ବିଦ୍ୟୁତ ବିତରଣ ସଂସ୍ଥାଗୁଡିକୁ ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ ବଢିବାରେ ଲାଗିଛି। ସୋମବାର ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ, କର୍ମଚାରୀ ଏକତା ମଞ୍ଚ, ବରଗଡ଼ ଜିଲାର ସମସ୍ତ କର୍ମକର୍ତ୍ତା,…
ପ୍ଲାଜମା ଦାନ କଲେ ୨ ଟୋଲପ୍ଲାଜା କର୍ମଚାରୀ
ବରଗଡ଼ ଅଫିସ, ୫।୧୦: ବରଗଡ଼-ସମ୍ବଲପୁର ରାସ୍ତାର ବରାହଗୋଡା ଟୋଲପ୍ଲାଜା (ଟୋଲ୍ଗେଟ)ର ୨କର୍ମଚାରୀ ଶୁଭମ ଦେ(୨୮) ଏବଂ ଅଭିଜିତ୍ଦାଶ(୨୭) ସୋମବାର ଭୀମସାର, ବୁର୍ଲା ଯାଇ ପ୍ଲାଜମା ଦାନ କରିଛନ୍ତି। ଏକ ମାସ ପୂର୍ବରୁ ଉଭୟେ କରୋନା (କୋଭିଡ-୧୯)ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ସେମାନେ…
ବରଗଡରେ ୧୪୮ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୬୯୧୭ରେ ପହଞ୍ଚିଲା
ବରଗଡ ଅଫିସ,୫।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ ପୌରାଞ୍ଚଳର ସର୍ବାଧିକ ୨୬ ଜଣ ରହିଛନ୍ତି। ସେହିପରି ଭେଡେନ ବ୍ଲକର ୮, ବରଗଡ…
୧୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଆଶାକର୍ମୀ
ବରଗଡ଼ ଅଫିସ,୫ା୧୦: ବରଗଡ଼ ଜିଲା ଆଶାକର୍ମୀ ସଂଘ ୧୩ ଦଫା ଦାବିରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଆଶାକର୍ମୀଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ, ମାସିକ ୧୮ହଜାର ଟଙ୍କା ବେତନ, ଯୋଗ୍ୟତା ଭିତ୍ତିରେ ଏଏନ୍ଏମ୍ ପଦବୀକୁ…
ମିଳିନି ଫସଲ ବୀମା କ୍ଷତିପୂରଣ, ଜିଲାପାଳଙ୍କଠାରେ ଫେରାଦ ହେଲେ ଚାଷୀ
ବରଗଡ଼ ଅଫିସ,୫ା୧୦: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍. ଡୁମ୍ବେରପାଲି ଗ୍ରାମର ଅଧିକାଂଶ ଚାଷୀଙ୍କୁ ଗତ ଫସଲ କ୍ଷତିପୂରଣ ବୀମା ମିଳିପାରି ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଅନେକ ଚାଷୀ ଗତବର୍ଷ ବରଗଡ଼ରେ ଥିବା ଏକ ବ୍ୟାଙ୍କରେ ବୀମା ପ୍ରିମିୟମ…
ବରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୬୯କୁ ବୃଦ୍ଧି, ଆଜି ୯୪ ଚିହ୍ନଟ
ବରଗଡ଼ ଅଫିସ,୪ା୧୦: ବରଗଡ଼ରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଜିଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରବିବାର ପୁଣି ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୨ ମହିଳା ଏବଂ ୬୨ ପୁରୁଷ ଅଛନ୍ତି। ଏହାକୁ ମିଶାଇ…
ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ କଲା ବନ ବିଭାଗ, ୩ ଗିରଫ
ବରଗଡ଼ ଅଫିସ,୪ା୧୦: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଏଁଲାଭଟାରେ ଚାଲିଥିବା ଚୋରା କାଠ କାରବାର ଠାବ ହୋଇଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ବନ ବିଭାଗର ଅଧିକାରୀ, କର୍ମଚାରୀମାନେ ସେଠାରେ ଅତର୍କିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠଗଣ୍ଡି,…

