ବାଲେଶ୍ୱର

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ

ଭୋଗରାଇ,୧୫ା୩(ପ୍ରଦୀପ ଦାସ): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନୃଶଂସ ଭାବେ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛନ୍ତି ସ୍ବାମୀ। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରସଲପୁର ଗ୍ରାମ ନୂଆପାଲି ବଡାମ ବାସୁଳୀ ଛକରେ।…

୬୦ନଂ ଜାତୀୟ ରାଜପଥରେ ଦୁଇଦୁଇଟି ଦୁର୍ଘଟଣା

ବାଲେଶ୍ୱର,୧୩।୩(ମାନସ ବିଶ୍ୱାଳ) : ୬୦ ନଂ ଜାତୀୟ ରାଜପଥ ହଳଦୀପଦା ନିକଟରେ ପୃଥକପୃଥକ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୩ ଆହତଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ଅନୁଯାୟୀ, ବିଳମ୍ବିତ ରାତିରେ ୬୦ ନଂ ଜାତୀୟ…

ଭାଜପା ଛାଡ଼ିଲେ ସୋର ପୌରାଧ୍ୟକ୍ଷ

ସୋର,୧୩ା୩(ଜନ୍ମେଜୟ ମିଶ୍ର): ସୋର ପୌର ପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଦଳ ତାଙ୍କୁ କୌଣସି ଗୁରୁତ୍ୱ ଦେଉ ନ ଥିବାରୁ ସେ ଇସ୍ତଫା…

ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା… 

ଭୋଗରାଇ,୧୨। ୩ ( ପ୍ରଦୀପ ଦାସ ): ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଭୋଗରାଇ ହାଟ ସ୍ଥିତ ଚକପଳାସିଆ ସେବା ସମବାୟ ସମିତିରେ ସୋମବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଛି। କେତେକ ଦୁର୍ବୃତ୍ତଙ୍କ ଦ୍ୱାରା ସମବାୟ ସମିତିରୁ ଟଙ୍କା ପଇସା ସମେତ କମ୍ପୁଟର…

ଅଗ୍ନି-୫ର ସଫଳ ପରୀକ୍ଷଣ, ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ବାଲେଶ୍ବର,୧୧।୩(ମାନସ ବିଶ୍ୱାଳ): ଡିଆର୍‌ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ଡିଆର୍‌ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ ସ୍ବଦେଶୀ…

ହଠାତ୍‌ ପାଓାର ଗ୍ରିଡ୍‌ ଟ୍ରାନ୍ସଫର୍ମର ଜଳିଲା

ବାଲେଶ୍ୱର ଅଫିସ,୧୧।୩(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ବର ପାଓ୍ବାର ଗ୍ରିଡ୍‌ରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସୂଚନାନୁଯାୟୀ, ଜଳେଶ୍ୱର ପାଓ୍ବାର ଗ୍ରିଡ୍‌ରେ ଅଚାନକ ଟ୍ରାନ୍ସଫର୍ମର ନିଆଁ…

ପୂର୍ବ ଶତ୍ରୁତାରୁ ରାତିଅଧରେ ଲଗାଇଦେଲେ ନିଆଁ: ଜୀବନ୍ତ ଜଳିଗଲେ ୨୫ ଛେଳି, ୪ ଗୋରୁ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୫ ଛେଳି ଓ ୪ ଗୋର ଜୀବନ୍ତ ଜଳି ଯାଇଛନ୍ତି। ଗାଁର କୈଳାସ ମଲ୍ଲିକଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ପରିବାରର…

ଷୋଳସାପାଣ୍ଠ ଜମିରେ ଲଙ୍ଗଳରେ ଚାଷ କରିଥିଲେ ମହାଦେବ

କାଳିପଦା, ୮।୩(ରାଜଶ୍ରୀ ପାଣିଗ୍ରାହୀ): ବାଲେଶ୍ୱର ଜିଲାରେ ଥିବା ପ୍ରାଚୀନ ଶୈବପୀଠ ମଧ୍ୟରୁ ବାବା ଲଙ୍ଗଳେଶ୍ୱର ପୀଠରେ ପୂଜା ପାଉଛନ୍ତି ଉଭୟ ମହାଦେବ ଓ ମାତା ପାର୍ବତୀ। ବାଲେଶ୍ୱର ସଦର ମହକୁମାଠାରୁ ୪୮କି.ମି. ଓ ବାଲିଆପାଳ ବ୍ଲକ ସଦରଠାରୁ ୨୦ କି.ମି. ଦୂରରେ…

ଖଇରାରେ ସୁଦୃଢ଼ ହେଉଛି କଂଗ୍ରେସ

ଖଇରା,୧।୩(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ବ୍ଲକରେ କଂଗ୍ରେସର ୬ମାସ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଛୋଟ ବଡ ମିଶ୍ରଣ ପର୍ବ ମାଧ୍ୟମରେ କଂଗ୍ରେସ ଧୀରେ ଧୀରେ ସୁଦୃଢ ହେବାରେ ଲାଗିଛି। ୨୦୧୯ରେ ଦଳ ଛାଡି ଭାଜପାକୁ ମୁହାଁଇଥିବା ବହୁ କଂଗ୍ରେସ କର୍ମୀ ତଥା…

ଏମ୍‌ପିଙ୍କୁ ଅସମ୍ମାନ ପରେ ବାଲେଶ୍ୱର ଜିଲାପାଳଙ୍କ ବଦଳି ଚର୍ଚ୍ଚା

ବାଲେଶ୍ୱର,୨୯।୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କର ବଦଳି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଜେନେରାଲ ଆଡ୍‌ମିନିଷ୍ଟ୍ରେସନ ଆଣ୍ଡ ପବ୍ଲିକ ଗ୍ରିଭେନ୍ସ ଡିପାର୍ଟମେଣ୍ଟ ପକ୍ଷରୁ ବୁଧବାର ପ୍ରକାଶ ପାଇଛି। ଗତ କିଛିଦିନ ଧରି ବିବାଦୀୟ ପରିସ୍ଥିତିରେ ଥିଲେ ଜିଲାପାଳ। ଗତ ୨୦…

ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୮।୨ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀ ଭାବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ୨୦୨୧ ଏପ୍ରିଲ ୨୭ ତାରିଖରେ ପଣ୍ଡିଚେରୀରେ ପଦ୍ମଭୂଷଣ କଥାକାର…

ନନାଙ୍କୁ ମିଳିବନି କି ଭାଜପା ଟିକେଟ୍‌? ଏଥର ପ୍ରତାପ ଆଉ ଜିତିବେନିି କହିଲେ ଖାରବେଳ

ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍‌ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ। ଏ ନେଇ ସେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହା ସହ ସେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କଠାରୁ ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?