ବାଲେଶ୍ୱର

ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ

ସୋର,୧୬।୫: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଜିରିତାଳ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ଜଣେ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ନାବାଳକ ଜଣକ ଘରେ ପାଣି ଦେଉଥିଲେ।…

ଓଡ଼ିଶାରେ ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ବୈପାରୀଗୁଡ଼ା,୧୬।୫(କଳ୍ପତରୁ ମହାନ୍ତି): ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ଅଧୀନରେ 326 ଜାତୀୟ ରାଜଥର ଗୌଡଗୁଦ ଛକ ନିକଟରେ ଘଟିଥିଲା, ଯେଉଁଥିରେ ତିନି…

ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ…

ଜଳେଶ୍ବର,୧୪।୫( ନବୀନ ସାହୁ): ବାଲେଶ୍ୱର ଏସ୍‌ପଙ୍କି ବିରୋଧର ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଜଳେଶ୍ୱର ଏସ୍‌ଡିପିଓ ବ୍ରଜ ମୋହନ ପ୍ରଧାନ। ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ କରିବାକୁ ଧମକ ଦିଆଯାଇଥିବା ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ…

ବଙ୍ଗୋପସାଗରରେ ଉଡ଼ିଲା ଡ୍ରୋନ୍‌, ଜଳପଥ ଦେଇ ଆସୁଥିବା ସନ୍ଦିଗ୍ଧଙ୍କ ଉପରେ ନଜର; Video

ଭୋଗରାଇ, ୧ ୩ l୫ ( ପ୍ରଦୀପ ଦାସ ): ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା ବିଭାଗ ଓ ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ…

ମନ୍ଦିରକୁ ୧ ଲକ୍ଷ ଦାନ

ନୀଳଗିରି,୧୩।୫(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ରାଧାକିଶୋରପୁର ପଞ୍ଚାୟତ ପୁନ୍ଦାଳ ଗ୍ରାମରେ ଥିବା ମା’ ମଙ୍ଗଳା ମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ରଣଜିତ୍‌ ୧ ଲକ୍ଷ ଟଙ୍କା ଅର୍ଥ ରାଶି…

ଏକାବେଳେ ୫ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଳିଗଲା ଦୋକାନ ଘର

ବାଲେଶ୍ୱର, ୧୨।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇଥିବା ଜଣାପଡିଛି l ଦୋକାନ…

ବସିଲା ବଡ଼ ବୈଠକ: ସୁରକ୍ଷାକୁ ନେଇ…

ବାଲେଶ୍ୱର,୯।୫: ବାଲେଶ୍ୱର ଚାନ୍ଦିପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସ୍‌ପି ଓ ଥାନାଧିକାରୀ ଉପସ୍ଥିତ ଅଛନ୍ତି। ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲି ଥିବା ବେଳେ ଶତ୍ରୁଙ୍କ ଟାର୍ଗେଟ ମଧ୍ୟରେ…

ବାଲେଶ୍ୱରର ଚାନ୍ଦିପୁରରେ ହାଇ ଆଲର୍ଟ

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି। ଜମ୍ମୁ-କଶ୍ମୀର ପହଲଗାମଠାରେ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି। ସମ୍ଭାବ୍ୟ ଯୁଦ୍ଧର…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବସିବ ସୁରକ୍ଷା ବୈଠକ

ଭୁବନେଶ୍ୱର,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଶୁକ୍ରବାର ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବୈଠକ ହେବ। ଏହି ସୁରକ୍ଷା ବୈଠକ ଡାକିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି। ଅପରାହ୍ନ ୨ଟାରେ PXE କ୍ୟାମ୍ପସରେ ବୈଠକ ହେବ। ବୈଠକରେ ITR ନିର୍ଦ୍ଦେଶକ,…

କବାଟ ତାଡ଼ି ଘରେ ପଶିଲେ: ହାତ ଗୋଡ ବାନ୍ଧି ….

ସିମୁଳିଆ,୬।୫(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତ ହରସିଂହପୁର ଅଞ୍ଚଳର ରାମଚନ୍ଦ୍ର ନାୟକଙ୍କ ଘର କବାଟ ତାଡି ଦୁର୍ବୃତ୍ତମାନେ ସୋମବାର ରାତିରେ ଲୁଟ୍‌ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ସିମୁଳିଆ ପେlଲିସ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ…

ଓଡ଼ିଶାରେ ପଶିଲେ ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ

ବାଲେଶ୍ବର,୬।୫: ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପହଞ୍ଚିଛନ୍ତି ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ। ହାତୀପଲ ନୀଳଗିରିରେ ବ୍ୟାପକ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି। ଏପରି କି ହାତୀପଲ ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ଏବେ ଗୋପାଳପୁର ଜଙ୍ଗଲ…

ଟ୍ରାକ୍ଟର-ବସ ଧକ୍କା ଭାରସାମ୍ୟ ହରାଇ ନୁଣିଆଯୋଡି ନଦୀକୁ ଖସିଲା ଯାତ୍ରୀବାହି ବସ

ବାଲେଶ୍ୱର,୬।୫(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ କସିମିଳା ଛକ ନିକଟରେ ମଙ୍ଗଳବାର ଏକ ଯାତ୍ରୀ ବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ ଭାରସାମ୍ୟ ହରାଇ ବସଟି ସ୍ଥାନୀୟ ନୁଣିଆଯୋଡି ନଦୀକୁ ଖସି ପଡିଛି l ଘଟଣା ସମ୍ପର୍କରେ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?