ଅଧିକ ଚିକିତ୍ସା ପାଇଁ ଏମ୍ସ ଗଲେ ବାଲେଶ୍ୱର ଏମ୍ପି
ବାଲେଶ୍ୱର ଅଫିସ,୩।୧: ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୋମବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ତାଙ୍କୁ ଅଧିକ ଚିତ୍କାର ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।…
ଧାନ କିଣିଲେ ମହିଳା ଗୋଷ୍ଠୀ
ରୂପସା,୨।୧(ଡି.ଏନ.ଏ.): ବାଲେଶ୍ୱର ସଦରବ୍ଲକ ଅନ୍ତର୍ଗତ ଆଙ୍କୋ ପଞ୍ଚାୟତରେ ବିଧାୟକ ସ୍ବରୂପ କୁମାର ଦାସ ସୋମବାର ଜିପିଏଲ୍ଏଫ୍ର ଧାନମଣ୍ଡି ଉଦ୍ଘାଟନ କରିଛନ୍ତି। ମହିଳାମାନେ ପ୍ରଥମ ଥର ଧାନ କିଣିଥିବାରୁ ବିଧାୟକ ସେମାନଙ୍କୁ ମଣ୍ଡିରେ କୃତଜ୍ଞତା ଜ୍ଞାପନ କରିଥିଲେ। ସମସ୍ତ ଚାଷୀ କିପରି ସୁରୁଖୁରୁରେ…
ଚଳନ୍ତା ମାଲବାହୀ ଗାଡ଼ିରେ ଲାଗିଲା ନିଆଁ
ବାଲେଶ୍ବର ଅଫିସ ୨।୧: ବାଲେଶ୍ବର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଚଳନ୍ତା ମାଲବାହୀ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉକ୍ତ ମାଲବାହୀ ଗାଡ଼ିଟି…
ଚିଟ୍ଫଣ୍ଡ ଠକେଇ ମାମଲା: ଜେଲ୍ ଗଲେ ୫
ବାଲେଶ୍ବର ଅଫିସ,୨୭।୧୨: ବାଲେଶ୍ବର ଜିଲାର ଚିଟ୍ଫଣ୍ଡ ଅଦାଲତରେ ଏକ ମାମଲାର ବିଚାର କରି ବିଛାରପତି ବିଶ୍ବଜିତ ଦାଶ ୨ ଜଣ ଅଭିଯୁକ୍ତଙ୍କୁ ୭ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ୩ ବର୍ଷ ଦଣ୍ଡାଦେଶ କରିଛନ୍ତି।…
୨୩୨ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
ବାଲେଶ୍ବର ଅଫିସ,୨୭।୧୨: ବାଲେଶ୍ବର ଖନ୍ତାପଡା ଅଞ୍ଚଳରେ ଅବକାରୀ ପୋଲିସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ୨୩୨ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅନୁଜ ମହାନ୍ତି। ଅନୁଜ ବ୍ରାଉନସୁଗାର ବିକ୍ରି…
ଦୁଇଟି ଘରୁ ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ଗହଣା
ସୋର, ୨୭ା୧୨(ଡି.ଏନ୍.ଏ.): ରବିବାର ରାତିରେ ସୋର ପୌରପାଳିକା ଅଧୀନ କମରପୁର ମୌଜାରରେ ଥିବା ଅନ୍ନପୂର୍ଣ୍ଣା ରାଇସ୍ ମିଲ୍ ନିକଟସ୍ଥ ବଢ଼େଇ ସାହିରେ ଥିବା ଦୁଇଟି ଘରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଇସ୍ ମିଲ୍…
ଟ୍ରକ ପଛକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୫ ଗୁରୁତର
ବାଲେଶ୍ୱର ଅଫିସ:୨୭।୧୨: ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ଏକ ଆମ୍ବୁଲାନ୍ସ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି।…
କୋବି ଗୋଟାକୁ ୩ ଟଙ୍କା
ଜଳେଶ୍ୱର, ୨୬ା୧୨(ଡି.ଏନ.ଏ.):ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ କୋବି ଚାଷୀମାନେ ଉଚିତ୍ ମୂଲ୍ୟ ନ ପାଇ ହତାଶ ହୋଇପଡିଛନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଫୁଲ ଓ ବନ୍ଧାକୋବି ଗୋଟାକୁ ୩ଟଙ୍କାରେ ବିକ୍ରି କରି ବ୍ୟାପକ କ୍ଷତି ସହୁଛି। ୧ ଏକର…
ଦୋଷୀଙ୍କୁ ୭ ବର୍ଷ ଜେଲ୍
ବାଲେଶ୍ୱର ଅଫିସ,୨୪।୧୨: ନାବାଳିକାଙ୍କୁ ବଳାତ୍କାର କରି ୭ ମାସ ଗର୍ଭବତୀ କରିବା ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ଜଜ୍ (ପୋକ୍ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତ ତାଙ୍କ ବଡ଼ବାପା ପୁଅଙ୍କୁ ଦୋଷୀ…
ନୀଳଗିରିରେ ହେବ ପଥର ଶିଳ୍ପ କରିଡର
ନୀଳଗିରି,୨୨।୧୨(ସ୍ବ.ପ୍ର): ଚମକିବ ନୀଳଗିରି ଉପଖଣ୍ଡରେ ଥିବା ପଥରଶିଳ୍ପ। ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଜନ୍ମଦିନ ଅବସରରେ ବୁଧବାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠର ଦର୍ଶନ କରିବାକୁ ଆସିଥିବାବେଳେ ଦୀର୍ଘଦିନ ଧରି ସନ୍ତରାଗଡି଼ଆ,…
ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଜି
ବାଲେଶ୍ୱର ଅଫିସ, ୨୨।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ। ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ୍ (ଏଲ୍ସି-୭୯)ର ଉଦ୍ଘାଟନ ହେବା ସହିତ ୬୯ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ…
ଫିଟ୍ନେସ୍ ସାର୍ଟିଫିକେଟ୍ ନ ଥିବା ଦର୍ଶାଇ ଜିଲାପାଳଙ୍କୁ ପତ୍ର
ବାଲେଶ୍ୱର ଅଫିସ, ୨୨।୧୨: ରେଳ ମନ୍ତ୍ରଣାଳୟର ସେଫ୍ଟି ସାର୍ଟିଫିକେଟ୍ ବିନା ରେଳ ଓଭରବ୍ରିଜ୍ର ଉଦ୍ଘାଟନକୁ ନେଇ ଜିଲା ପ୍ରଶାସନ ଓ ରେଲଓ୍ବେ ମଧ୍ୟରେ ବିବାଦ ଦେଖାଦେଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସି ଶୋଭାରାମପୁରଠାରେ ରେଲଓ୍ବେ ଓଭରବ୍ରିଜ୍ (ଏଲ୍ସି-୭୯) ଉଦ୍ଘାଟନ କରିବାର…
Archives


