ବଲାଙ୍ଗୀର

କରୋନା କଟକଣା ବୁଡ଼ାଇଛି ବ୍ୟବସାୟ

ଦେଓଗାଁ,୧୯ା୮(ଡି.ଏନ.ଏ.)  – ବଲାଙ୍ଗୀର ଜିଲା ସଦର ଓ ଦେଓଗାଁ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ବାଉଁଶ କାରିଗରମାନେ କରୋନା କଟକଣା ଯୋଗୁ ସଙ୍କଟରେ ପଡିଛନ୍ତି। ଏଥିପାଇଁ ବିବାହ, ବ୍ରତ ସହିତ ଅନ୍ୟାନ୍ୟ ମାଙ୍ଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୋକ୍‌ ଲାଗିଛି...

ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ

ଗୁଡ୍‌ଭେଲା,୧୮।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ରୁଷୁଡା ସରପଞ୍ଚ ସବିତା ବେହେରା ତାଙ୍କ ପତ୍ର ସଂଖ୍ୟା ୩୭ରେ ପଞ୍ଚାୟତକୁ ୭୨...

୪ ବ୍ୟବସାୟୀ ଗିରଫ, କାର, କଫ୍‌ସିରପ ଜବତ

ପାଟଣାଗଡ଼୧୭।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ରବିବାର ୪ ଜଣ କଫସିରପ୍‌ ବ୍ୟବସାୟୀଙ୍କୁ ଗିରଫ୍‌ କରିଛି। ସେମାନେ ହେଲେ ପାଟଣାଗଡ କାଦୋପଡାର ସୁମନ୍ତ ମେହେର, ବାସୁଦେବ ସେଠ, ଲାଇନ ପଡାର ଶାନ୍ତ ମାହାର ଏବଂ କୁତମୁଣ୍ଡା ଗ୍ରାମର ସୁଜ୍ଞାନୀ ମେହେର।...

ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିବା ଘଟଣା: ଜେଲ ଗଲେ ସରପଞ୍ଚ, ତାଙ୍କ ସ୍ବାମୀ

ଲୋଇସିଂହା,୧୬।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗ୍ରାମର କେତେକ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ଥାନୀୟ ସରପଞ୍ଚ ଓ କେତେକ ମୁଷ୍ଟିମେୟ ବ୍ୟକ୍ତି ଜେସିବି ମେଶିନ ଲଗାଇ ଭାଙ୍ଗି ଦେଇଥିଲେ ।ଏହି...

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ : ଆଖିବୁଜିଲେ ଝିଅ, ପରିବାରର ୪ ଗୁରୁତର

ପାଟଣାଗଡ଼,୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦେଉଲଗାଁ ପଞ୍ଚାୟତ ଘୁନଘୁଟିପାଲି ଗ୍ରାମରେ ଶୁକ୍ରବାର ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡି ପଡ଼ିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।...

ସାମାଜିକ ଦୂରତା ରକ୍ଷା କରି ଉତ୍ତୋଳନ ହେଲା ପତାକା

ଲାଠୋର,୧୫।୮(ଡି.ଏନ.ଏ)- ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରସନ୍ନ ଦାସଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରକ୍ଷା କରି ସ୍ବାଧିନତା...

ବନ୍ୟାକୁ ବର୍ଷେ ପୂରିଲା: ମରାମତି ହେଲାନି ଚେକ୍‌ଡ୍ୟାମ

ଦେଓଗାଁ, ୧୪ା୮(ଡି.ଏନ.ଏ.)- ବଲାଙ୍ଗୀର ସଦର ବ୍ଲକ କୁଡାସିଂହା ଆଖପାଖ ଚାଷୀଙ୍କ ଏକମାତ୍ର ଭରସା ଶିରିଶ କେନାଲ। ଖରିଫ ଋତୁରେ ବର୍ଷା ନିଅଣ୍ଟ ହେଲେ ଏହି କେନାଲ ପାଖରେ ଥିବା ଚେକ୍‌ଡ୍ୟାମର ଗଚ୍ଛିତ ଜଳକୁ ଭରସା କରିଥାନ୍ତି କୁଡାସିଂହା, ଶିରିଶ, ଅର୍ଡା,...

କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ବିକ୍ଷୋଭ

କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ସିଲ୍‌ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ...

ପ୍ରାଥମିକ ସ୍କୁଲରୁ ଚୋରି, ଥାନାରେ ଏତଲା

କଣ୍ଟାବାଞ୍ଜି, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ କୁକୁଡ଼ାହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ରବିବାର ରାତିରେ ଚୋରି ହୋଇଛି। ପ୍ରଧାନଶିକ୍ଷକ ଶଶୀଧର ନିଆଲ ପରିଚାଳନା କମିଟି ସଦସ୍ୟଙ୍କ ସହିତ ସୋମବାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ୯ଟି ପଙ୍ଖା,...

ହରିଶଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚାରାରୋପଣ

ଖପ୍ରାଖୋଲ, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ତରଣୀ ସୁନା, ଖପ୍ରାଖୋଲ ଥାନା ଆଇଆଇସି...

ମିଶନ ‘ଗଗନଯାନ’ ପାଇଁ ମନୋନୀତ ହେଲେ ବଲାଙ୍ଗୀରର ଓ୍ବିଙ୍ଗ୍‌ସ କମାଣ୍ଡର ନିଖିଲ ରଥ

ବଲାଙ୍ଗୀର ଅଫିସ,୮ା୮: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ‘ଗଗନଯାନ’ ପାଇଁ ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗସ୍‌ କମାଣ୍ଡର ନିଖିଲ ରଥ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ମିଶନ୍‌ ପାଇଁ ତାଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜାଣିବା ପରେ...

ବଲାଙ୍ଗୀର ୪ ଦିନ ଶଟ୍‌ଡାଉନ୍‌ ଘୋଷଣା: ବନ୍ଦ ରହିବ ଏସବୁ କାର୍ଯ୍ୟ

ବଲାଙ୍ଗୀର ଅଫିସ,୬।୮: ବଲାଙ୍ଗୀର ଜିଲାକୁ ଗୁରୁବାର ୪ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ନେଇ ଜିଲାପାଳ ଘୋଷଣା କରିଛନ୍ତି। ଏହି ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri