ବଲାଙ୍ଗୀର

ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ

ଖପ୍ରାଖୋଲ,୨୫।୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା କୃଷି ସମବାୟ ସମିତି ଜୁରିଆ ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ଶହଶହ ବସ୍ତା ଧାନ। ଏହି ମଣ୍ଡିରେ ଚଳିତ ବର୍ଷ ୮୦୯ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ...

ଏକଦିବସୀୟ ଭଲିବଲ ଟୁର୍ନାମେଣ୍ଟ : ବଲାଙ୍ଗୀର ଚାମ୍ପିୟନ

ବଲାଙ୍ଗୀର ଅଫିସ, ୨୩ା୧୨ – ବଲାଙ୍ଗୀର ସଦର ବ୍ଲକ ଶିବତଲା ଭଲିବଲ ଆସୋସିଏଶନ ପକ୍ଷରୁ ଏକଦିବସୀୟ ଭଲିବଲ ପ୍ରତିଯୋଗିତା ଶିବତଲା ମିନିଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର, ପାଟଣାଗଡ, ଶିବତଲା ସମେତ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ମୁଖ୍ୟଅତିଥି ଭାବେ...

ସ୍ପେଶାଲ ପ୍ଲାନିଂ ଅଫିସ ଟ୍ରେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୨୧ା୧୨-ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍‌ ବଲାଙ୍ଗୀର ସ୍ପେଶାଲ ପ୍ଳାନିଂ ଅଫିସର ଟ୍ରେସର(ନକ୍ସା ଅଙ୍କନକାରୀ)ଜୀବଦୀଶ ପାତ୍ରଙ୍କ ଘର ଓ ଅଫିସରେ ସୋମବାର ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ୍‌ ପାତ୍ରଙ୍କ ବଲାଙ୍ଗୀର ସହର ଆଦର୍ଶପଡାସ୍ଥିତ ଘର, ଭାଇଙ୍କ ଘର,...

ଫଳ ବଜାରରେ ଲାଗିଲା ନିଆଁ

ବଲାଙ୍ଗୀର ଅଫିସ,୧୮ା୧୨: ବଲାଙ୍ଗୀର ଫଳ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଫଳରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଅଗ୍ନିକାଣ୍ଡରେ ଜଣେ...

ପୁଅକୁ ବିଷ ଦେଇ ମା’ ପିଇଲେ

ସଇଁତଳା, ୧୬ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଦୁଇବର୍ଷର ପୁଅକୁ ବିଷ ପିଆଇବା ପରେ ସ୍ତ୍ରୀ ରିକି ରଣା(୨୫) ନିଜେ ବିଷ...

ମଣ୍ଡି ବ୍ୟବସ୍ଥା ନାହିଁ: ମକାଚାଷୀ ଶୋଷଣର ଶିକାର

ଲାଠୋର, ୧୪।୧୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମକାଚାଷୀ ସଙ୍କଟରେ ପଡିଛନ୍ତି। ଏଠାରେ ମଣ୍ଡିର ସୁବିଧା ନ ଥିବା ଯୋଗୁ ଶୋଷଣର ଶିକାର ହେଉଥିବା ରବୀନ୍ଦ୍ରନାଥ ବିଶ୍ବାଳ, ବିରଞ୍ଚି ମାଝି, ଅମୂଲ୍ୟ ବିଶ୍ବାଳ, ଶିବ ରଣା, ଭିକାରି...

ଆଦିବାସୀ କପ୍‌ କ୍ରିକେଟ ଟୁର୍ନାମେଣ୍ଟ : ପତ୍ରାପାଲିକୁ ଟାଇଟଲ

ଖପ୍ରାଖୋଲ, ୧୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଅଷ୍ଟମ ଆଦିବାସୀ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଉଦଯାପନନୀ ମ୍ୟାଚ୍‌ ପତ୍ରାପାଲି ଏବଂ ବାଲିପଟା ମଧ୍ୟରେ ହୋଇଥିଲା। ପତ୍ରାପାଲି ପ୍ରଥମେ ବ୍ୟାଟିଂ କରି...

ନିଯୁକ୍ତି ପରିବର୍ତ୍ତେ ଛଟେଇ, ଧାରଣାରେ କୋଭିଡ ଯୋଦ୍ଧା ନର୍ସ

ବଲାଙ୍ଗୀର ଅଫିସ, ୧୪ା୧:  କରୋନା ମହାମାରୀ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଥିବାବେଳେ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏଭଳି ସଙ୍ଗୀନ ସମୟରେ ଲୋକଙ୍କ ସେବା କରିବା ପାଇଁ ରାଜ୍ୟ ସରକାରଙ୍କ ଡାକରାରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଆଗେଇ ଆସିଥିଲେ। ସେମାନଙ୍କ ସେବାକୁ...

ଏକଦିବସୀୟ କ୍ରିକେଟ: ପୁଲସଖଣ୍ଡ ଚାମ୍ପିୟନ

ଦେଓଗାଁ,୧୪ା୧୨(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ନେହେରୁ ଖେଳ ପଡିଆରେ ରବିବାର ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ା ଶିରିଶ ଓ ପୁଲସଖଣ୍ଡ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ା ଶିରିଶ ଦଳ ପ୍ରଥମେ...

‘ଗନ୍ଧରେଲ ପ୍ରକଳ୍ପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବ’

ବଲାଙ୍ଗୀର ଅଫିସ, ୧୪ା୧୨: ବଲାଙ୍ଗୀର ସହର ସନ୍ନିକଟ ଗନ୍ଧରେଲ ପାହାଡ ପାଦଦେଶରେ ଥିବା ଗନ୍ଧରେଲ ଜଳ ପ୍ରକଳ୍ପକୁ ଆଗାମୀ ଦିନରେ କିଭଳି ଏକ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ କରାଯିବ ସେନେଇ ପଦକ୍ଷେପ ନିଆଯିବ। ରବିବାର ଗନ୍ଧରେଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନରେ ଯିବା...

ପାଣି ପାଇଁ ହଟହଟା ଖୋଲାଗଡ଼ ଗ୍ରାମବାସୀ

ଖପ୍ରାଖୋଲ, ୧୩ା୧୨(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଖୋଲାଗଡ ଗାଁରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ଗାଁରେ ଥିବା ୪ଟି ନଅକୂପରୁ ତିନୋଟି ଦୁଇମାସ ହେଲା ଅଚଳ ହୋଇପଡିଛି। ଅନ୍ୟ ନଳକୂପରେ ସୋଲାର ପମ୍ପ ଲଗାଯାଇଥିଲେ...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ପାଟଣାଗଡ଼,୧୨।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ କୁତମୁଣ୍ଡା ଗ୍ରାମ ନିକଟରେ ଶନିବାର ସକାଳେ ଏକ ବୋଲେରୋ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ ଜଣେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ସୁନାମୁଦି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri