ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ
ବଲାଙ୍ଗୀର,୧।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂତନ ଜିଲାପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌରବ ଶିଓ୍ବାଜୀ ଇସଲଓ୍ବାର। ୨୦୧୯ ଆଇଏଏସ୍ ବ୍ୟାଚ୍ର ଏହି ଅଧିକାରୀ ଏଥିପୂର୍ବରୁ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ…
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ଡାକ୍ତରଙ୍କୁ ନିସ୍ତୁକ ଛେଚିଲେ ସମ୍ପର୍କୀୟ
ବଲାଙ୍ଗୀର, ୩୦।୧- (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ରେ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ପରିବାର ଲୋକେ…
ନରସିଂହଙ୍କ ଘରେ କଲିକେଶଙ୍କ ମହାପ୍ରସାଦ ବଣ୍ଟନ
ବଲାଙ୍ଗୀର, ୨୯।୧(ବୀରେନ୍ଦ୍ର କୁମାର ଝାଙ୍କର): ରାଜନୀତରେ ପ୍ରତିଦ୍ୱନ୍ଦ୍ୱିତାରୁ ଆରମ୍ଭ ହୋଇଯାଏ ପରସ୍ପର ବିରୋଧୀ ମତ, ମନ୍ତବ୍ୟ। ଏଭଳି ପ୍ରତିଦ୍ୱନ୍ଦ୍ୱିତା, ମତ-ମନ୍ତବ୍ୟ ପିଢ଼ିପିଢ଼ି ଧରି ଲାଗି ରହିଲେ ସାଧାରଣରେ ଏହା ପାରିବାରିକ ବିରୋଧର ରୂପ ନେଇଥାଏ। ଏଭଳି ଧାରଣା କେବଳ ରାଜନୈତିକ ବାତାବରଣକୁ…
ନକଲି ଶିକ୍ଷକଙ୍କୁ ବହିଷ୍କାର
ବଲାଙ୍ଗୀର,୨୮।୧: ବଲାଙ୍ଗୀର ଜିଲାରୁ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ଜିଲାର ବଙ୍ଗୋମୁଣ୍ଡା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ମନ୍ତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ଶିକ୍ଷା ବିଭାଗ ତାଙ୍କ…
ଅର୍ପିଏଫ ଇନ୍ସପେକ୍ଟର ନିଲମ୍ବିତ
ବଲାଙ୍ଗୀର,୨୬।୧: ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କାର୍ଯ୍ୟରତ ଅର୍ପିଏଫ ଇନ୍ସପେକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଅର୍ପିଏଫ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ନିଲମ୍ବିତ ହୋଇଛନ୍ତି। ତାଙ୍କ ନିଲମ୍ବନ ନେଇ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି…
ମଶାଣିରୁ ଯୁବକଙ୍କ ମୃତଦେହ ଉଠାଇନେଲା ପୋଲିସ
କଣ୍ଟାବାଞ୍ଜି,୨୩ା୧(ଗୁରୁ ଦୟାଲ ହଂସ): ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ସତ୍କାର ପାଇଁ ମଶାଣିକୁ ନେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ ମଙ୍ଗଳବାର…
୪୭ କୁଇଣ୍ଟାଲ ଧାନ ସହ ଧରାପଡ଼ିଲା ଟ୍ରକ
ଗୁଡଭେଲା,୨୧ା୧(ମନୋଜ କୁମାର ଜୈନ): ଧାନ ବିକ୍ରିରେ କଟ୍ନୀକୁ ବିରୋଧ କରି ୧୨ଘଣ୍ଟିଆ ତୁଷୁରା ବନ୍ଦ ପାଳନ ବେଳେ ଏକ ଧାନ ବୋଝେଇ ଟ୍ରକକୁ ୟୁଥ ଆକ୍ସନ କମିଟି ସଦସ୍ୟ ଅଟକାଇ ଯୋଗାଣ ବିଭାଗ ଜିମା ଦେଇଥିଲେ। ରବିବାର ବଲାଙ୍ଗୀର ଜିଲା ଯୋଗାଣ…
କ୍ରିପ୍ଟୋ ନାଁରେ ୧୫ କୋଟିର ଠକେଇ
ବଲାଙ୍ଗୀର, ୨୧ା୧ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀରରୁ ପରିଚାଳିତ ଏକ ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏହି କ୍ରିପ୍ଟୋକରେନ୍ସି ଜରିଆରେ ପ୍ରାୟ ୧୫ କୋଟି ଟଙ୍କାର ଠକେଇ ବା ଲୁଟ୍ କରାଯାଇଛି। ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେରଙ୍କ…
ନକଲି କ୍ରିପ୍ଟୋ କରେନ୍ସି ନାଁ ରେ ୧୦ କୋଟିର ଠକେଇ: ମାଷ୍ଟରମାଇଣ୍ଡ ସମେତ ୭ ଗିରଫ
ବଲାଙ୍ଗୀର,୨୦।୧:(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି। ନକଲି କ୍ରିପ୍ଟୋ କରେନ୍ସି ନାଁରେ ଚାଲିଥିବା ଏକ ଟଙ୍କା ଠକେଇ ରାକେଟର ପର୍ଦ୍ଦାଫାଶ ହୋଇଛି । ବଲାଙ୍ଗୀର ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗୀରର ୬…
ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଷ ଖୁଆଇଲେ ଯୁବକ
ବଲାଙ୍ଗୀର/ତରଭା,୧୯ା୧(ବୀରେନ୍ଦ୍ର କୁମାର ଝାଙ୍କର/ମାନଭଞ୍ଜନ ମିଶ୍ର): ଜିଲା ତରଭା ଥାନା ସିଲାଟିମୁଣ୍ଡା ଗାଁର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସେହି ଗାଁର ଜଣେ ଯୁବକ ଖାଦ୍ୟରେ ବିଷ ମିଶାଇ ଖୁଆଇ ଦେବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଛାତ୍ର ଆୟୁଷ ବାଘ(୧୦)ଙ୍କ ଅବସ୍ଥା…
ଧାନ କଟ୍ନୀକୁ ବିରୋଧ: ପାକ୍ସରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
ଗୁଡ୍ଭେଲା,୧୮ା୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ଗୁଡ୍ଭେଲା ବ୍ଲକ ଅଧୀନ ନୂଆପଡ଼ା ପାକ୍ସରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ବିନା କଟ୍ନୀରେ ଧାନ ଉଠି ପାରିବନି ଜାଣିବା ପରେ ନୂଆପଡ଼ା ଗ୍ରାମର ଅଶୋକ ମେହେର(୩୫) ବିଷ ପିଇବାକୁ ଉଦ୍ୟମ କରିଥିଲେ। ସେଠାରେ…
ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ
ଦେଓଗାଁ,୧୫।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଉଭୟ ଖଳାରେ ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଛନ୍ତି। ଫଳରେ ଶୁଳିଆ…
Archives


