ବଲାଙ୍ଗୀର

ଗୁରୁ ନାନକଙ୍କ ଜୟନ୍ତୀ ପାଳିଲେ ଶିଖ୍‌ ସମ୍ପ୍ରଦାୟ

ବଲାଙ୍ଗୀର,୬ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରସ୍ଥିତ ଗୁରୁଦ୍ୱାର ଶ୍ରୀ ଗୁରୁ ସିଂହ ସଭାଠାରେ ବୁଧବାର ଶିଖ୍‌ ଧର୍ମଗୁରୁ ଗୁରୁ ନାନକଜୀଙ୍କ ଜୟନ୍ତୀ ଧୂମ୍‌ଧାମରେ ପାଳନ କରାଯାଇଛି। ଏହି ଅବସରରେ ଅଖଣ୍ଡ ପାଠ, ନଗର କୀର୍ତ୍ତନ, ଲଙ୍ଗର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବଲାଙ୍ଗୀର…

ପାନୀୟ ଜଳ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ, ଜାତୀୟ ରାଜପଥ ଅବରୋଧ କରି…

ବଲାଙ୍ଗିର/ସଇଁତଳା,୬।୧୧ (ସୁନିଲ ମହାନ୍ତି ,ରଖାଲ ପ୍ରସାଦ ଶତପଥୀ ): ବଲାଙ୍ଗିର ଜିଲା ସଇଁତଳା ବ୍ଲକ କେରମେଲି ପଞ୍ଚାୟତ ଅନ୍ତର୍ଗତ ଲାଚୁଟ ଗ୍ରାମବାସୀ ପାନୀୟ ଜଳ ପାଇଁ ଜାତୀୟ ରାଜପଥ -୨୬ନଂ ରାସ୍ତା କୁ ଅବରୋଧ କରିଛନ୍ତି। ସୂଚନା ଅନୁସାରେ ଲାଚୁଟ ଗ୍ରାମବାସୀ…

ବଲାଙ୍ଗୀରରେ ବିଗୁଡୁଛି ଆଇନଶୃଙ୍ଖଳା

ବଲାଙ୍ଗୀର,୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ହୁଗୁଳା ହେବାରେ ଲାଗିଛି। ସହରରେ ଅସାମାଜିକ ତତ୍ତ୍ୱ, ନିଶାଖୋରଙ୍କ ଉପତ୍ାତ ବଢ଼ିବାରେ ଲାଗିଛି। ଖାଲି ସହର ନୁହେଁ ଏବେ ଗଁା ଗଁାରେ ଅଶାନ୍ତି ଓ ଉତ୍ତେଜନା ବଢ଼ିବାରେ…

ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ

ଲୋଇସିଂହା, ୫।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ଭରସୁଜା ଛେଲିଆପାଟ ମନ୍ଦିର ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବଡ଼ଟୀକା ପଞ୍ଚାୟତ ଅନ୍ତର୍ଗତ ସହାଜଛାପର ଗ୍ରାମର ଚେରୁ ବେହେରା (୫୨)…

୩ନେତାଙ୍କ ଗୁପ୍ତ ମନ୍ତ୍ରଣା: କାହିଁକି ନରସିଂହଙ୍କ ଘରେ ପହଞ୍ଚିଲେ…

ବଲାଙ୍ଗୀର,୧୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବିଭିନ୍ନ ପ୍ରସଙ୍ଗକୁ ନେଇ ସମ୍ପ୍ରତି ରାଜ୍ୟ ରାଜନୀତି ଜୋର ଧରିଛି। ଏତିକି ବେଳେ ରାଜ୍ୟ କଂଗ୍ରେସର ୩ ବରିଷ୍ଠ ନେତାଙ୍କ ମିଳିତ ଆଲୋଚନା ବା ଗୁପ୍ତ ମନ୍ତ୍ରଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…

ବଲାଙ୍ଗୀରରେ ବୋଇତ ବନ୍ଦାଣ: ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ବଲାଙ୍ଗୀର,୫।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ପୋଖରୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲା। ପୋଖରୀ କୂଳମାନଙ୍କରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ…

୩ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଆଜି ମାଗୁରବେଡା ଘାଟରୁ ମିଳିଲା…

ବଲାଙ୍ଗୀର, ୪/୧୧- (ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ସୁକ୍‌ତେଲ ଡ୍ୟାମରେ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା l ନିଖୋଜ ଥିବା…

ବଲାଙ୍ଗୀର ଏସପିଙ୍କ ଘର ନିକଟରେ ଟ୍ରଲର-ଟ୍ରକ ଧକ୍କା: ଡ୍ରାଇଭର ଗୁରୁତର

ବଲାଙ୍ଗୀର,୪।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ଏସପିଙ୍କ ଘର ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରଲର-ଟ୍ରକ ଧକ୍କା ହୋଇଛି। ଏଥିରେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁଇ ଗାଡି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ…

ନଦୀରେ ବୁଡ଼ିବା ୨୪ ଘଣ୍ଟା ପୁରିଲା, ମିଳୁନି ଯୁବକଙ୍କ ପତ୍ତା

ବଲାଙ୍ଗୀର, ୨ା୧୧- (ସୁନିଲ କୁମାର ମହାନ୍ତି) ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ l ଯୁବକ ଜଣକ ସୁକ୍ତେଲ ଡ୍ୟାମକୁ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି।…

ସ୍ବାମୀ-ସ୍ତ୍ରୀଙ୍କୁ ଧକ୍କାଦେଲା ଟ୍ରକ୍‌, ଭାଙ୍ଗିଗଲା ସ୍ତ୍ରୀଙ୍କ ଗୋଡ଼

ବଲାଙ୍ଗୀର/ଦେଓଗାଁ,୩ା୧୧(ସୁନିଲ କୁମାର ମହାନ୍ତି/କୃଷ୍ଣପ୍ରସାଦ ପାଣିଗାହୀ): ସୋମବାର ସକାଳେ ବଲାଙ୍ଗୀର ଜିଲା ସଇଁତଳା ପଟୁ ଆସୁଥିବା ଏକ ଟ୍ରକ୍‌ ଦେଓଗାଁ କଛାରପାଲି ସ୍କୁଲ ନିକଟରେ ସ୍ବାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା। ସେମାନେ ହେଲେ ସଇଁତଳା ଥାନା ଦଙ୍ଗାରମୁଡ଼ା ଗାଁର ଜଗବନ୍ଧୁ ରଣା ଓ ତାଙ୍କ…

ଘନକୁହୁଡ଼ିରେ ୨ ଟ୍ରକ୍‌ ମୁହାଁମୁହିଁ: ହେଲପର ମୃତ

ବଲାଙ୍ଗୀର/ଦେଓଗାଁ,୩ା୧୧(ସୁନିଲ କୁମାର ମହାନ୍ତି/କୃଷ୍ଣପ୍ରସାଦ ପାଣିଗାହୀ/): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ ରତନପୁର ନିକଟରେ ସୋମବାର ସକାଳେ ଘନକୁହୁଡ଼ି ଯୋଗୁ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜନୈକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ…

ଭୋଜି କରିବା ହେଲା କାଳ: ଡ୍ୟାମରେ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ

ବଲାଙ୍ଗୀର,୨।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋୟର ସୁକତେଲ ଡ଼୍ୟାମରେ ରବିବାର ଏକ ଅଘଟଣ ଘଟିଛି। ଯୁବକ ଜଣକ ଡ଼୍ୟାମରେ ଗାଧୋଇବା ବେଳେ ଭାସି ଯାଇ ନିଖୋଜ ଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଡ଼୍ୟାମକୁ ଭୋଜି କରିବାକୁ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?