ବଲାଙ୍ଗୀର

ବଲାଙ୍ଗୀରରେ ୫୭ ତମ ଗୃହରକ୍ଷୀ ଦିବସ ପାଳିତ

ବଲାଙ୍ଗୀର ଅଫିସ୍‌,୬।୧୨: ବଲାଙ୍ଗୀର ଜିଲା ମନୋହରପୁର ପୋଲିସ ପଡ଼ିଆଠାରେ ୫୭ତମ ଗୃହରକ୍ଷୀ ଦିବସ ଓ ପରେଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଗୃହରକ୍ଷୀ ଓ ସାଧାରଣ ଗୃହରକ୍ଷୀମାନେ ପରେଡରେ ଅଂଶ ଗ୍ରହଣ କରିଥିଲେ । ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ମଡକର…

ବାହାରୁ ଔଷଧ ଲେଖି ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ)/ ବଲାଙ୍ଗୀର ଅଫିସ/ପାଟଣାଗଡ, (ଡି.ଏନ୍‌.ଏ.): ଶିଶୁରୋଗୀଙ୍କ ପାଇଁ ବାହାରୁ ଔଷଧ ଲେଖିବା ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡା. ବିଜୁ ଅଗ୍ରୱାଲଙ୍କୁ ଏଭଳି ଅପରାଧ ଲାଗି ରାଜ୍ୟ ସରକାର ବୁଧବାର…

ଧାନକିଣା ସ୍ଥିତି ସୁଧୁରୁନି

ବଲାଙ୍ଗୀର ଅଫିସ, ୫ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ସ୍ଥିତି ସୁଧୁରିନାହିଁ। ପ୍ରଥମରୁ ଟୋକନ ଅବ୍ୟବସ୍ଥାକୁ ନେଇ ଚାଷୀ ହରଡ଼ଘଣାରେ ପଡିଛନ୍ତି। ଏଯାବତ୍‌ ଏଥିରୁ ନିସ୍ତାର ପାଇ ନ ଥିବା ଚାଷୀ ଏବେ ମଣ୍ଡି ବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ…

ପରିବାର ଲୁକ୍‌କର ଅଭିଯୋଗ: ପିଇଓ ଦେଇଛନ୍‌ ଭୁଲ ରିପୋର୍ଟ

ଲୋଇସିଂହା, ୫ା୧୨ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗାଁର ୯୦ ପରତିଶତ ଦିବ୍ୟାଙ୍ଗ ବିଭୀଷଣ ତରିଆ(୩୫)। ଦିବ୍ୟାଙ୍ଗ ଭତାକେ ଛାଡ଼ିଦେଲେ ବାକି ସବୁ ପରକାର ସରକାରୀ ଯୋଜନାରୁ ସେ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଗଲା ନଭେମ୍ବର…

ବୃଦ୍ଧି ପାଉଛି ବେଆଇନ ନିଶା କାରବାର: ପୁଣି ପାଟଣାଗଡ଼ ଅଞ୍ଚଳରୁ ୨ହଜାର ବୋତଲ କଫ୍‌ ସିରପ୍‌ ଜବତ

ପାଟଣାଗଡ଼, ୪।୧୨(ଡି.ଏନ.ଏ.): ଗତ ୨ ତାରିଖରେ ପାଟଣାଗଡ଼ ପୋଲିସ ୧୬ ହଜାର କଫ୍‌ ସିରପ୍‌ ଜବତ କରିଥିବା ବେଳେ ବୁଧବାର ପୁଣି ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ବେଲପଡ଼ା ଅଞ୍ଚଳରୁ ୨୦୦୦ ବୋତଲ କଫ୍‌ ସିରପ୍‌ ଜବତ କରାଯାଇଛି। ଘଟଣାରେ ୨…

ବଁଚ୍‌ବାର ରାହା ଦେଇଛେ ମୁଢ଼ି ମିକ୍ସଚର

ଲାଠୋର, ୪ା୧୨ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗାଁର ପରୀକ୍ଷିତ ବାଗ (୪୨)। ମାଏକିନା ଭୂମିସୂତା, ଝି’ ମୁକ୍ତାଦେଇ, ଦୁଇପୁଓ ସୁରେଶ ଆର ପାର୍ଥକେ ନେଇ ତାକର ସଁସାର। ଜମିବାଡି କିଛି ନାଇଁ, ମୂଲରୁ ସୁଖ୍‌ବାସୀ ଆଏ। ଗଁାର ବଁଧ୍‌ମୁଡ଼େ…

୨୭ ହଜାର କଫ୍‌ ସିରପ୍‌ ଜବତ ହେବାପରେ ଆରମ୍ଭ ହେଲା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗୀର ଅଫିସ୍‌, ୩।୧୨: ବଲାଙ୍ଗୀର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ର଼୍ୟାଲି ଆରମ୍ଭ କରାଯାଇଛି। ବଲାଙ୍ଗୀର ଏସ୍‌ପି ସନ୍ଦିପ ମାଡକରଙ୍କ ନେତୃତ୍ୱରେ ଏହି ର଼୍ୟାଲି ଆଦର୍ଶ ଥାନା ପ୍ରାଙ୍ଗଣରୁ ଆରମ୍ଭ ହୋଇ ସହରର ମୁଖ୍ୟ ରାସ୍ତାଗୁଡିକ ପରିକ୍ରମା କରିଥିଲା…

୧୬ ହଜାର ବୋତଲ କଫ୍‌ ସିରପ ଜବତ : ଆନୁମାନିକ ମୂଲ୍ୟ ୨୫ ଲକ୍ଷ

ପାଟଣାଗଡ଼,୨।୧୨(ଡି.ଏନ୍‌.ଏ.): ପାଟଣାଗଡ଼ ପୋଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ କଫ୍‌ ସିରପ ଜବତ କରିଛି। ଜବତ ହୋଇଥିବା କଫ୍‌ ସିରପର ଆନୁମାନିକ ମୂଲ୍ୟ ୨୫…

ବାଗଡେର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଆଉ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଟିଟିଲାଗଡ଼,୧।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ରବିବାର ଏକ ବଡ଼ ସଫଳତା ମିଳିଛ। ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗାଁ ନିକଟରେ ଘଟିଥିବା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତଙ୍କୁ ଧରି ପୋଲିସ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ଘଣ୍ଟବାହାଲି ଗ୍ରାମର…

ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ

ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ ପରଠୁ ଖଟିଆରେ ପଡି ରହିଛି ସେ । ଉଠିବା କି ବସିବା କିଛି ନାହିଁ…

ଦୁଆଁ, ଛାଟି ଦେଉଛେ ପେଟ୍‌କେ ଦାନା

ଲୋଇସିଂହା,୨୮।୧୧(ଡି.ଏନ.ଏ)- ଦିନୁ ଦିନ୍‌କେ ସମାଜରେ ଅନେକ ପରିବରତନ ଦେଖ୍‌ବାକେ ମିଲୁଛେ। ସେ ହିସାବେ ଲୁକ୍‌କର ବୁର୍‌ତି, ବେଉସା ବି ବଦଲୁଛେ। ଆଘ ଲୋକ୍‌ ଚାଷ୍‌ବାସରେ ଦଁରା, ଛାଟି ବେଭାର କରୁଥିଲେ। ସେନ୍‌ତା ଗାଏଦାମୁର ବଁଧାଛଁଦା ଲାଗି ଦୁଆଁର ବେଭାର କରୁଥିଲେ। ଇ…

ଦରଦାମ ବୃଦ୍ଧି ପ୍ରତିବାଦ: ବଲାଙ୍ଗୀର ଜିଲା କଂଗ୍ରେସ ପକ୍ଷରୁ ଗଣଧାରଣା

ବଲାଙ୍ଗୀର ଅଫିସ,୨୨।୧୧: ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ଓ ସରକାରୀ ତଥା ବେସରକାରୀ ନିଯୁକ୍ତି କାଟ୍‌ ପ୍ରତିବାଦରେ ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଜିଲା କଂଗ୍ରେସ କମିଟି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?