ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ କର: ଭକ୍ତ ଦାସ
ବଲାଙ୍ଗୀର ଅଫିସ, ୪ା୩-ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହରରେ ରାଜ୍ୟର ଦ୍ୱିତୀୟ ରାଜଧାନୀ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଦାବି କରିଛନ୍ତି ା ବଲାଙ୍ଗୀର ସାମ୍ବାଦିକ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦାସ…
ଲାଇନ୍ଜୁରି ବେବସ୍ତା ଫେଲ: ମରନ୍ ଯଁତା ପାଲଟିଛେ ରାସ୍ତା
ଲାଠୋର, ୩।୩ (ଡି.ଏନ୍.ଏ.)- ସରକାର ଲୁକ୍କର ଯିବାର ଆଏବାର ଲାଗି କୋଟି କୋଟି ଟଁକା ଖରଚ୍ କରି ରାସ୍ତାଘାଟ, ରାସ୍ତା ତରେ ପାଏନ୍ ଯିବାର ଲାଗି ଲାଇନ୍ଜୁରି ବେବସ୍ତା କରୁଛନ୍। ହେଲେ ଅନେକ ଜାଗାରେ ରାସ୍ତାଘାଟ, ଲାଇନ୍ଜୁରି ବେବସ୍ତା ଠିକ୍ ନାଇଁଥିବାର…
ସମସିଆ ଘେରରେ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ
କଣ୍ଟାବାଞ୍ଜି, ୩ା୩ (ଡି.ଏନ୍.ଏ.)- ଶିକ୍ଷାର ପରସାର ଲାଗି ରାଏଜ୍ ସରକାର ଯେନ୍ ପଁଚେତ୍ରେ ହାଇସ୍କୁଲ ନଁାଇଁନ ସେ ପଁଚେତ୍ରେ ହାଇସ୍କୁଲ ଖୁଲବାକେ ଅନୁମତି ଦେଇଥିଲେ। ସେନ୍ତା ଆରକେତେ ଜାଗାରେ ସରକାର ଉଚ୍ଚ ପ୍ରାଥମିକ ସ୍କୁଲମାନକୁ ହାଇସ୍କୁଲର ମାଏନ୍ତା ଦେଲେ। ହେଲେ ପରଶାସନ…
କିଡ଼ନୀ ରୋଗାକ୍ରାନ୍ତ ସୁଦାମଙ୍କ ଚିକିତ୍ସା ଲାଗି ଅର୍ଥନାହିଁ
ଟିକ୍ରାପଡା, ୨ା୩(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବାନ୍ଦୁପଲା ପଞ୍ଚାୟତ ଅଧିନ ସନ୍ଧିବାହାଲି ଗ୍ରାମର ସୁଦାମ ମାଝି (୨୦) ା ପାଞ୍ଚ ବର୍ଷ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ା ଟିଟିଲାଗଡ, ବଲାଙ୍ଗୀର, ବୁର୍ଲା ସରକାରୀ ଡାକ୍ତରଖାନା ଓ ଗ୍ରହ୍ମପୁର, ଚେନ୍ନାଇ,…
ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୃଦ୍ଧାଙ୍କୁ ବୁହାଗଲା
ବଲାଙ୍ଗୀର ଅଫିସ, ୨ା୩: ବଲାଙ୍ଗୀର ସହରରେ ଜବରଦଖଲ ଏବେ ଜୀବନ ମରଣ ସମସ୍ୟା ପାଲଟିଛି ା ସହର ଭିତର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ପଡାର ଗଳି ରାସ୍ତାଗୁଡିକ ଜବରଦଖଲ କାରଣରୁ ସଙ୍କୁଚିତ ହୋଇପଡିଛି ା ଏହି ସଙ୍କୁଚିତ ରାସ୍ତା ଯୋଗୁଁ…
ନରସିଂହ ବନ୍ଧ, ସ୍ନାନଘାଟରେ ଗଣସଫେଇ
ବଲାଙ୍ଗୀର ଅଫିସ, ୨ା୩: ଜିଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା ବଲାଙ୍ଗୀର କରଣ ସମାଜ ପକ୍ଷରୁ ରବିବାର ସ୍ଥାନୀୟ ନରସିଂହ ବନ୍ଧର ମୁଖ୍ୟ ସ୍ନାନଘାଟରେ ଗଣସଫେଇ ଅନୁଷ୍ଠିତ ହୋଇଛି ା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରତ୍ୟୁଷରୁ କରଣ ସମାଜ ସହ ବିଭିନ୍ନ…
ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କର: ଆରଡିସି
ବଲାଙ୍ଗୀର ଅଫିସ,୨୯ା୨ ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ନିରଞ୍ଜନ ସାହୁ ଶୁକ୍ରବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ା ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲାପାଳ ଅରିନ୍ଦମ…
ଫେୟାରୱେଦର ରାସ୍ତା ଭୁଶୁଡିଲା
ଅତାବିରା, ୨୭।୨ (ଡି.ଏନ.ଏ) ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଝାଉଁଯୋର ନଦୀରେ ନିର୍ମାଣ କରାଯାଇଥିବା ଫେୟାରୱେଦର ରାସ୍ତା ଅଦିନିଆ ବର୍ଷା ଯୋଗୁ ଉପରମୁଣ୍ଡରୁ ପାଣି ଆସି ଭୁଶୁଡି ଯାଇଛି । ନଦୀ ଭିତରେ ଏହି ରାସ୍ତାର ଉଚ୍ଚତା କମ୍ ଥିବାରୁ…
ବେପରୁଆ ଗାଡି ଚାଳକଙ୍କୁ ଧରି ଥାନା ଜିମାଦେଲେ ଲୋକେ
ଲାଠୋର, ୨୬ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସଦର ଗ୍ରାମ ଲାଠୋରରେ ବୁଧବାର ବେପରୁଆ ଗାଡି ଚାଳନା କରୁଥିବା ଜଣେ ଚାଳକଙ୍କୁ ଆମ୍ବେଦକର କଲୋନୀର ଯୁବକମାନେ ଧରି ଥାନା ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଏକ ମାଲ ବୋଝେଇ ଟ୍ରକ…
ଦିବ୍ୟାଙ୍ଗ ଭତାରୁ ବଁଚିତ୍ ଯଶୋଦା
ଲାଠୋର, ୨୬।୨ (ଡି.ଏନ୍.ଏ.)- ସରକାର ଦିବ୍ୟାଙ୍ଗମାନକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଭିନେ ଭିନେ ଯୋଜନାରେ ସାମିଲ କରୁଛନ୍। ହେଲେ ଅନେକ୍ ଜାଗାରେ ଦିବ୍ୟାଙ୍ଗମାନେ ଇ ସରକାରୀ ସୁବିଧା ପାଏବାରୁ ବଁଚିତ୍ ହେଉଛନ୍। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ…
ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍: ଗୁଲ୍ଗୁଲା ହେଇ ଜୀବନ୍ ବିତଉଛନ୍ ବୁରୁଧ୍ ଦମ୍ପତି
ଲାଠୋର, ୨୬।୨ (ଡି.ଏନ୍.ଏ.)- ସରକାର ଗରିବ୍ ଦୁଖିକୁ ଭିନେ ଭିନେ ଯୋଜନାରେ ପକାଘର, ଚାଉଲ, ଭତା ଆଦି ଯୁଗେଇ ଦେଉଛନ୍। ହେଲେ ଅନେକ ଜାଗାରେ ହକ୍ଦାର ହିତାଧିକାରୀ କେହେନ୍ସି ନାଇଁ କେହେନ୍ସି କାରନ୍ରୁ ସରକାରୀ ଯୋଜନାରୁ ବାଦ୍ ପଡ଼ି ବଡ଼ା ଗୁଲ୍ଗୁଲା…
ବଲାଙ୍ଗୀରରେ ବର୍ଷା, ଘୂର୍ଣ୍ଣିଝଡର ତାଣ୍ଡବ
ବଲାଙ୍ଗୀର ଅଫିସ, ୨୬।୨ – ବଲାଙ୍ଗୀରରେ ସୋମବାର ବିଳମ୍ବିତ ରାତିରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଲାଙ୍ଗୀର ସହରରେ ବହୁ ବିଦ୍ୟୁତ୍ ଖୁଣ୍ଟ, ଗଛ ଭାଙ୍ଗି ପଡିବାରୁ ସହରର ଅର୍ଦ୍ଧାଧିକ ଅଞ୍ଚଳରେ ବିଦ୍ୟୁତ୍…
Archives


